"ପକ୍ଷ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ ବାବଦରେ |
ଟିକେ ରୋବଟ୍: ପ୍ରସାଧନ ବଦଳ |
||
୨ କ ଧାଡ଼ି:
{{ଛୋଟ|Paksha}}
୧୫ ତିଥିରେ ଏକ ପକ୍ଷ ହୁଏ
== କୃଷ୍ଣପକ୍ଷ ==
[[ପୂର୍ଣ୍ଣିମା]]ର ପରଦିନ କୃଷ୍ଣପକ୍ଷର ଆରମ୍ଭ ହୁଏ । କୃଷ୍ଣପକ୍ଷର ପ୍ରଥମ ତିଥି [[ପ୍ରତିପଦ]], ତାପରେ ଯଥାକ୍ରମେ [[ଦ୍ୱିତୀୟା]], [[ତୃତୀୟା]], [[ଚତୁର୍ଥୀ]], [[ପଞ୍ଚମୀ]], [[ଷଷ୍ଠୀ]], [[ସପ୍ତମୀ]], [[ଅଷ୍ଟମୀ]], [[ନବମୀ]], [[ଦଶମୀ]], [[ଏକାଦଶୀ]], [[ଦ୍ଵାଦଶୀ]], [[ତ୍ରୟୋଦଶୀ]], [[ଚତୁର୍ଦ୍ଦଶୀ]] ଓ [[ଅମାବାସ୍ୟା]] ଏପରି ୧୫ ତିଥିରେ କୃଷ୍ଣପକ୍ଷ [[ଅମାବାସ୍ୟା]] ଦିନ ଶେଷ ହୁଏ ।
== ଶୁକ୍ଳପକ୍ଷ ==
ଅମାବାସ୍ୟାର ପରଦିନ ଶୁକ୍ଳପକ୍ଷ ଆରମ୍ଭ ହୁଏ – ଶୁକ୍ଳପକ୍ଷର ପ୍ରଥମ ତିଥି ପ୍ରତିପଦ, ତାପରେ ଯଥାକ୍ରମେ ଦ୍ୱିତୀୟା, ତୃତୀୟା, ଚତୁର୍ଥୀ, ପଞ୍ଚମୀ, ଷଷ୍ଠୀ, ସପ୍ତମୀ, ଅଷ୍ଟମୀ, ନବମୀ, ଦଶମୀ, ଏକାଦଶୀ, ଦ୍ଵାଦଶୀ, ତ୍ରୟୋଦଶୀ, ଚତୁର୍ଦ୍ଦଶୀ ଆଦି ୧୫ ତିଥିରେ ଶୁକ୍ଳପକ୍ଷ ପୂର୍ଣ୍ଣିମା ଦିନ ଶେଷ ହୁଏ ।
== ଅପରପକ୍ଷ ==
[[ହିନ୍ଦୁ ଧର୍ମ]] ପରମ୍ପରା ଅନୁଯାୟୀ [[ଆଶ୍ୱିନ]] [[ମାସ]] କୃଷ୍ଣପକ୍ଷ ପ୍ରତିପଦ ଠାରୁ ଅମାବାସ୍ୟା ପଯ୍ୟନ୍ତ 'ଅପରପକ୍ଷ' ବା 'ପିତୃପକ୍ଷ' ପାଳନ କରାଯାଏ ।
== ଆଧାର ==
{{ଆଧାର}}
|