"ନୂରଜାହାନ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
Aditya Mahar (ଆଲୋଚନା | ଅବଦାନ) +ଶ୍ରେଣୀ:୧୫୭୭ ଜନ୍ମ; +ଶ୍ରେଣୀ:୧୬୪୫ ମୃତ୍ୟୁ using HotCat |
ଟିକେ ରୋବଟ୍: ପ୍ରସାଧନ ବଦଳ |
||
୫ କ ଧାଡ଼ି:
|image = nurjahan.jpg
|imgw = 250px
|caption=| spouse =Sher Afghan Quli Khan<br />[[Jahangir]]
|issue = [[Ladli Begum|Mehr-Un-Nisaa]]
|house = [[Timurid dynasty|Timurid]]
୧୮ କ ଧାଡ଼ି:
'''ନୂରଜାହାନ''' ହେଉଛନ୍ତି ମୋଗଲ ସମ୍ରାଟ [[ଜାହାଙ୍ଗୀର]]ଙ୍କର ପତ୍ନୀ । ନୂରଜାହାନଙ୍କର ପିଲାଦିନର ନାମ ଥିଲା ମେହେର-ଉନ୍ନିସା । ତାନକ ପିତା ମିର୍ଜା ଗିୟାସ ବେଗ ଆକବରଙ୍କ ରାଜତ୍ଵ କାଳରେ ପାରସ୍ୟ ଦେଶରୁ ଭାରତକୁ ପଳେଇଆସି ଆକବରଙ୍କ ଦରବାରରେ ଚାକିରି କରୁଥିଲେ ।
== ଜାହାଙ୍ଗୀରଙ୍କ ସହ ବିବାହ ==
ତାଙ୍କ
== ମୋଗଲ ସାମ୍ରାଜ୍ୟ ==
ନୂରଜାହାନ ସୁନ୍ଦରୀ, ବୁଦ୍ଧିମତୀଓ ଗୁଣବତୀ ଥିଲେ । ତାଙ୍କ ଠାରେ ଉଚ୍ଚାଭିଳାଷ ପୁରି ରହିଥିଲା । ସାମ୍ରାଜ୍ଞୀ ହେବା ପରେ ସେ [[ଜାହାଙ୍ଗୀର]]ଙ୍କ ଉପରେ ଯଥେଷ୍ଟ ପ୍ରଭାବ ପକାଇଥିଲେ । ଜାହାଙ୍ଗୀର ମ୍ଦ୍ୟପାନ ଓ ବିଳାସ ବ୍ୟସନରେ କାଳାତିପାତ କରିବାରୁ ନୂରଜାହାନ ଶାସନ କ୍ଷେତ୍ରରେ ପ୍ରଭାବ ବିସ୍ତାର କରି ସର୍ବେସର୍ବା ହୋଇଉଠିଲେ । ସେ ତାନକ ପିତା [[ମିର୍ଜାଗିୟାସ ବେଗ]] ଓ ଭ୍ରାତା ଆସଫ ଖାଁଙ୍କୁ ଉଚ୍ଚ କାର୍ଯ୍ୟରେ ନିଯୁକ୍ତ କରିଥିଲେ । ରାଜଦରବାର ରେ ବସି ଜାହାଙ୍ଗୀରଙ୍କ ସହିତ ରାଜକାର୍ଯ୍ୟ ପରିଚାଲନା କରୁଥିଲେ ।
== ମୃତ୍ୟୁ ==
==ଆଧାର==
{{ଆଧାର}}
== ବାହାର ତଥ୍ୟ ==
{{commons category}}
* [http://www.boloji.com/history/012.htm The World Conqueror: Jahangir]
* http://www.kahany.com/writing/0198nurjahan.shtml
{{ମୁଣ୍ଡିଆ}}
୪୭ କ ଧାଡ଼ି:
[[ms:Nur Jahan]]
[[nl:Nur Jahan]]
[[uz:Nurjahon begim]]▼
[[pnb:ملکہ نور جہاں]]
[[simple:Nur Jahan]]
[[ur:نورجہاں (ملکہ)]]
▲[[uz:Nurjahon begim]]
|