"ନିର୍ମଳା ମିଶ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେ ରୋବଟ୍‌: ପ୍ରସାଧନ ବଦଳ
୧୭ କ ଧାଡ଼ି:
'''ନିର୍ମଳା ମିଶ୍ର''', ଓଡ଼ିଆ ଚଳଚିତ୍ର ଜଗତର ୬୦ ଓ ୭୦ ଦଶକର ଜଣେ ପ୍ରଖ୍ୟାତ ପ୍ରଛଦପଟ ଗାୟିକା । ତାଙ୍କୁ ଓଡ଼ିଆ ସିନେମାର ଲତା ମଙ୍ଗେସକର ହିସାବରେ ଅଭିହିତ କରାଯାଏ । <ref>{{cite web |url= http://www.hindu.com/2011/06/04/stories/2011060460860300.htm |title=The Hindu : Other States / Orissa News : I love Orissa, says Nirmala Mishra |work=hindu.com |year=2011 |quote=Nirmala Mishra – who is often been referred to as the Lata Mangeshkar of Odia cinema |accessdate=6 July 2012}}</ref>
 
== ବ୍ୟକ୍ତିଗତ ଜୀବନ ==
ସେ [[ପଶ୍ଚିମବଙ୍ଗ]] ରାଜ୍ୟର, ମଜିଲପୁର(ଜୟନଗର) ଠାରେ ପିତା ପଣ୍ଡିତ ମୋହିନିମୋହନ ମିଶ୍ର ଓ ମାତା ଭବାନୀ ଦେବିଙ୍କ ଠାରୁ ଦୁର୍ଗା ସପ୍ତମୀ(ଗୁରୁବାର) ତିଥୀରେ ଜନ୍ମ ଗ୍ରହଣ କରିଥିଲେ । ପରବର୍ତ୍ତୀ ସମୟରେ ପିତାଙ୍କ ଚାକିରି ନିମନ୍ତେ ତାଙ୍କ ପରିବାର [[କଲିକତା]]ର ଚେତଲା ଅଞ୍ଚଳରେ ବସବାସ କରିଥିଲେ । ତାଙ୍କ ପରିବାରରେ ଏକ ସଙ୍ଗୀତମୟ ବାତାବରଣ ଥିଲା । ପିତା ପଣ୍ଡିତ ମୋହିନିମୋହନ ମିଶ୍ର ଓ ବଡ ଭାଇ ମୁରାରିମୋହନ ମିଶ୍ର ଉଭୟ ପ୍ରଖ୍ୟାତ ଗାୟକ ଥିଲେ । ତାଙ୍କ ପରିବାରର ପ୍ରକ୍ରୁତ ସାଙ୍ଗିଆ ବନ୍ଦୋପାଧ୍ୟାୟ(ବାନାର୍ଜୀ) ଥିଲା । ପରେ ତାଙ୍କ ପରିବାରକୁ 'ମିଶ୍ର' ଉପାଧି ପ୍ରଦାନ କରାଯାଇଥିଲା । ତାଙ୍କ ପିତାଙ୍କୁ 'କାଶି ସଙ୍ଗୀତ ସମାଜ' ତରଫରୁ 'ପଣ୍ଡିତ', 'ସଙ୍ଗୀତରତ୍ନ' ତଥା 'ସଙ୍ଗୀତନାୟକ' ଉପାଧିରେ ମଧ୍ୟ ସମ୍ମାନୀତ କରାଯାଇଥିଲା । <ref> http://www.kolkatabengalinfo.com/2011/10/nirmala-mishra-family-early-life.html#</ref>
== କର୍ମଜୀବନ ==
ପ୍ରଖ୍ୟାତ ସଙ୍ଗୀତ ନିର୍ଦେଶକ [[ବାଳକୃଷ୍ଣ ଦାସ]] '''ନିର୍ମଳା ମିଶ୍ର'''ଙ୍କ ପ୍ରତିଭାକୁ ଜାଣିପାରି ତାଙ୍କୁ ପ୍ରଥମ କରି ୧୯୬୦ ମସିହାରେ [[ଶ୍ରୀ ଲୋକନାଥ]] ଚଳଚିତ୍ରରେ କଣ୍ଠଦାନ କରିବାକୁ ସୁଯୋଗ ଦେଇଥିଲେ । <ref>http://www.hindu.com/2011/06/04/stories/2011060460860300.htm</ref> ସେ କଣ୍ଠଦାନ କରିଥିବା ପ୍ରମ୍ମୁଖ ଚଳଚିତ୍ର ଗୁଡିକ ମଧ୍ୟରେ [[ସ୍ତ୍ରୀ (୧୯୬୮ର ଚଳଚ୍ଚିତ୍ର)|ସ୍ତ୍ରୀ]], [[କା (୧୯୬୬ର ଚଳଚ୍ଚିତ୍ର)|କା]], [[ମଲାଜହ୍ନ]], [[ଅଭିନେତ୍ରୀ (୧୯୬୫ର ଓଡ଼ିଆ ସିନେମା)|ଅଭିନେତ୍ରୀ]], [[ଅନୁତାପ (୧୯୭୭ର ଚଳଚ୍ଚିତ୍ର)|ଅନୁତାପ]], [[କିଏ କାହାର]], [[ଅମଡ଼ା ବାଟ]], [[ଅଦିନ ମେଘ]]<ref> http://www.thesundayindian.com/or/story/75-years-of-oriya-cinema/7/940/</ref>ଆଦି ଅନ୍ୟତମ ।<ref>{{cite web |url= http://www.telegraphindia.com/1110603/jsp/orissa/story_14063095.jsp |title=The Telegraph - Calcutta (Kolkata) &#124; Orissa &#124; Oriya nightingale mesmerises crowd |work=telegraphindia.com |year=2012 |quote= a huge collection of songs in the Oriya film industry with films like Sri Lokanath, Ka, Shree, Jeeban Sathi, Kie Kahara, Nabajanma, Adina Megha, Bandhana, Sansara, Amar Prema, Anutapa, Manikajodi, Dharitri, Chilika Teere and Gharabahuda |accessdate=6 July 2012}}</ref>
 
== ସମ୍ମାନ ଓ ପୁରସ୍କାର ==
* ବାଳକୃଷ୍ଣ ଦାସ ସମ୍ମାନ<ref>{{cite web |url= http://www.hindu.com/2011/06/01/stories/2011060160980300.htm |title=The Hindu : Other States / Orissa News : Balakrushna Dash Samman for Nirmala Mishra |work=hindu.com |year=2011|quote=Nirmala Mishra has been chosen for the Sangeet Sudhakar Balakrushna Dash Samman |accessdate=6 July 2012}}</ref>
== ଆଧାର ==
{{ଆଧାର}}
 
== ବାହାର ଆଧାର ==
* {{imdb name|1721604}}