"ନିମୋନିଆ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ Robot: Modifying oc:Pneumònia→oc:Pneumonia |
ଟିକେ ରୋବଟ୍: ପ୍ରସାଧନ ବଦଳ |

୨୦ କ ଧାଡ଼ି:
ଫୁସଫୁସର ପ୍ରଦାହକୁ ନିମୋନିଆ କୁହାଯାଏ ଯାହା ପ୍ରାଥମିକ ଭାବେ ଏହାର ଅଣୁବୀକ୍ଷଣିୟ ବାୟୁ ଥଳିକୁ (Alveolus)<ref name=RespText09>{{cite book|last=McLuckie|first=[editor] A.|title=Respiratory disease and its management|year=2009|publisher=Springer|location=New York|isbn=978-1-84882-094-4|page=51}}</ref><ref name=AcuteCare09>{{cite book |author=Leach, Richard E. |title=Acute and Critical Care Medicine at a Glance |edition=2nd |publisher=Wiley-Blackwell |year=2009 |isbn=1-4051-6139-6 |url= http://books.google.co.uk/books?id=7u_wu5VCsVQC&pg=PT168|accessdate=2011-04-21}}</ref> ଆକ୍ରମଣ କରେ । ସାଧାରଣତଃ ଏହି ରୋଗ ଭୁତାଣୁ ଓ ଜୀବାଣୁ ଦ୍ଵାରା ଏବଂ ଅନ୍ୟ ଅଣୁଜୀବ, ଔଷଧ ଓ [[ଅଟୋଇମ୍ମ୍ୟୁନିଟି]] ଦ୍ଵାରା ସଂଘଟିତ ହୁଏ ।

ଏହି ରୋଗର ଲକ୍ଷଣ ମଧ୍ୟରେ କାଶ, ଛାତି ଯନ୍ତ୍ରଣା, ଜର ଓ ଶ୍ଵାସକ୍ରିୟାରେ କଷ୍ଟ<ref name="isbn0-8160-6397-4">{{cite book |author=Ashby, Bonnie; Turkington, Carol |title=The encyclopedia of infectious diseases |edition=3rd |publisher=Facts on File |location=New York |year=2007 |origyear= |page= 242|isbn=0-8160-6397-4 |url=http://books.google.co.uk/books?id=4Xlyaipv3dIC&pg=PA242|accessdate=2011-04-21}}</ref> ଅନୁଭବ ଅନ୍ୟତମ । ଏକ୍ସ-ରେ ଓ କଫ ପରୀକ୍ଷା କରି ଏହା ସମ୍ପୁର୍ଣ୍ଣ ରୁପେ ନିଧାର୍ଯ୍ୟ କରାଯାଏ । କେତେକ ପ୍ରକାରର ନିମୋନିଆ ନିମନ୍ତେ ଟିକା ଉପଲବ୍ଧ ଅଛି । ଏହାର ଚିକିତ୍ସା ମୂଳ କାରଣ ଉପରେ ନିର୍ଭରଶୀଳ । ଆଣ୍ଟିବାୟୋଟିକ ଦ୍ଵାରା ଜୀବାଣୁ ଜନିତ ନିମୋନିଆ ଚିକିତ୍ସା କରାଯାଏ । ସାଂଘାତିକ ହୋଇଥିଲେ ଡାକ୍ତରଖାନାରେ ପ୍ରବେଶ କରେଇ ଦିଆଯାଏ ।

ପ୍ରତିବର୍ଷ ପ୍ରାୟ ୪୫୦ ନିୟୁତ ଲୋକଙ୍କୁ ନିମୋନିଆ ହୁଏ ଓ ୪ ନିୟୁତ ରୋଗୀ ମୃତ୍ୟୁ ମୁଖରେ ପତିତ ହୁଅନ୍ତି । ଉନବିଂଶ ଶତାବ୍ଦୀରେ ଉଇଲିୟମ ଅସ୍ଲର ନିମୋନିଆକୁ ମୃତ୍ୟୁର କ୍ୟାପ୍ଟେନ୍<ref>{{cite book|last=Osler|first=William|title=Principles and Practice of Medicine, 4th Edition|year=1901|publisher=D. Appleton and Company|location=New York|pages=108|url=http://mcgovern.library.tmc.edu/data/www/html/people/osler/PPM4th/OP400067.htm}}</ref> ନାମରେ ଅଭିହିତ କରିଥିଲେ । ବିଂଶ ଶତାବ୍ଦିରେ ଆଣ୍ଟିବାୟୋଟିକ ଉଦ୍ଭାବନ ପରେ ଏହାର ମୃତ୍ୟୁ ହାରରେ ଉନ୍ନତି ପରିଲକ୍ଷିତ ହେଲା । ଏହା ସତ୍ତ୍ଵେ ବିକାଶଶୀଳ ରାଷ୍ଟ୍ରମାନଙ୍କରେ ଅତି ସାନ, ବୟୋବୃଦ୍ଧ ଓ ଦୀର୍ଘଦିନର ଅସୁସ୍ଥ ଲୋକଙ୍କର ମୃତ୍ୟୁର ଏବେବି
== ଚିହ୍ନ ଓ ଲକ୍ଷଣ ==
{|class="wikitable" align="right"
୪୦ କ ଧାଡ଼ି:

ନିମୋନିଆ ରୋଗୀଙ୍କର ସାଧାରଣତଃ କଫ ସହ କାଶ, କମ୍ପ ସହ ଜର, ଛୋଟ ଶ୍ଵାସ, ଲମ୍ଵା ପ୍ରଶ୍ଵାସ ନେଲାବେଳେ ତୀବ୍ର ଫୋଡିବା ଭଳି ଛାତି ଯନ୍ତ୍ରଣା ଓ ବର୍ଦ୍ଧିତ ଶ୍ଵାସ କ୍ରିୟା ହାର<ref name=BMJ06/> ଦେଖାଯାଏ । ବୟଷ୍କ ଲୋକଙ୍କର ବ୍ୟାକୁଳତା(Confusion) ଏକ ମୂଖ୍ୟ ଚିହ୍ନ ।<ref name=BMJ06>{{cite journal |author= Hoare Z | coauthors = Lim WS|title=Pneumonia: update on diagnosis and management |journal=BMJ | year= 2006 |pages=1077–9 |pmid=16675815|doi=10.1136/bmj.332.7549.1077 |url=http://www.bmj.com/content/332/7549/1077.full.pdf |volume=332 |issue= 7549 |pmc= 1458569 |format=PDF}}</ref> ପାଞ୍ଚ ବର୍ଷ ବୟଷରୁ କମ ସାନ ପିଲାମାନଙ୍କର ଜର, କାଶ, କଷ୍ଟକର ଶ୍ଵାସ କ୍ରିୟା ଓ ଉପବାସ ମୂଖ୍ୟ ଲକ୍ଷଣ ହୁଏ ।
ଜର କୌଣସି ବିଧିବଦ୍ଧ ଭାବରେ ହୁଏ ନାହିଁ । ଅତି ସାଂଘାତିକ ରୋଗରେ ଓ ପୁଷ୍ଟିମାନ୍ଦ୍ୟ ଥିଲେ ଜର ନ ହୋଇପାରେ । ଦୁଇ ମାସରୁ ସାନ ପିଲାଙ୍କର ଅଧିକାଂଶ ସମଯରେ କାଶ ହୁଏ ନାହିଁ । ରୋଗ ସାଂଘାତିକ ହେଲେ ଚମ ନୀଳ ପଡେ, ଶୋଷ କମିଯାଏ, ବାତ ମାରେ, ଲଗାଏତ ବାନ୍ତି ହୁଏ, ଚେତନା କମ ରହେ ଓ ଉତ୍ତାପ ଅତି ଅଧିକ ବା କମ ରହେ ।

ଜୀବାଣୁ ଓ ଭୁତାଣୁ ଜନିତ ନିମୋନିଆରେ ଏହି ଭଳି ଲକ୍ଷଣ ଦେଖାଯାଏ । ଲେଜିଓନେଲା ଜନିତ ନିମୋନିଆରେ ପେଟ ଯନ୍ତ୍ରଣା, ତରଳ ଝାଡା ଓ ବ୍ୟାକୁଳତା ଦେଖାଯାଏ ।<ref>{{cite journal|last=Darby|first=J|coauthors=Buising, K|title=Could it be Legionella?|journal=Australian family physician|date=October 2008 |volume=37|issue=10|pages=812–5|pmid=19002299}}</ref> ସ୍ଟ୍ରେପ୍ଟୋକୋକସ୍ ନିମୋନିଆରେ ମାଟିଆ ଖଙ୍କାର ଦେଖାଯାଏ ।<ref>{{cite journal|last=Ortqvist|first=A|coauthors=Hedlund, J, Kalin, M|title=Streptococcus pneumoniae: epidemiology, risk factors, and clinical features|journal=Seminars in respiratory and critical care medicine|date=December 2005|volume=26|issue=6|pages=563–74|pmid=16388428|doi=10.1055/s-2005-925523}}</ref> କ୍ଲେବସିଲା ଜନିତ ନିମୋନିଆରେ ରକ୍ତିମ ଖଙ୍କାର ପଡେ ଯାହାକୁ କ୍ୟୁରାଣ୍ଟ ଜେଲି(currant jelly) ନାମ ଦିଆ ଯାଇଛି । ଯକ୍ଷ୍ମା, ଗ୍ରାମ ବିଯୁକ୍ତାତ୍ମକ ନିମୋନିଆ, ଫୁସଫୁସରେ ପୂଜ(Lung abcess) ଥିଲେ ଓ ତୀବ୍ର ବ୍ରୋଙ୍କାଇଟିସ୍ରେ ମଧ୍ୟ କଫ ସାଥୀରେ ରକ୍ତ ପଡେ । ମାଇକୋପ୍ଲାଜ୍ମା ନିମୋନିଆରେ ବେକର ଲସିକା ଗ୍ରନ୍ଥି ଫୁଲିଯାଏ, ଗଣ୍ଠି ଯନ୍ତ୍ରଣା ହୁଏ ଓ ମଝି କାନ ସଂକ୍ରମଣ ହୁଏ ।
== କାରଣ ==

ନିମୋନିଆ ରୋଗ [[ଜୀବାଣୁ]] କିମ୍ଵା [[ଭୁତାଣୁ]] ଓ ଅଳ୍ପ ମାତ୍ରାରେ [[କବକ]] କିମ୍ଵା [[ପରଜୀବୀ]] ଦ୍ଵାରା ସୃଷ୍ଟି ହୁଏ । ଏକ ଶହରୁ ଅଧିକ ପ୍ରଜାତିର ସଂକ୍ରମଣ ପ୍ରତିନିଧି ଥିଲେ ମଧ୍ୟ ଅଧିକାଂଶ କ୍ଷେତ୍ରରେ ଅଳ୍ପ କେତେକଙ୍କ ଦ୍ଵାରା ଏହି ନିମୋନିଆ ରୋଗ ହୁଏ । ଜୀବାଣୁ ଓ ଭୁତାଣୁର ମିଶ୍ରିତ ସଂକ୍ରମଣ ୧୫% ଯୁବକ ଓ ୪୫% ପିଲାମାନଙ୍କଠାରେ ଦେଖାଯାଏ । ଯତ୍ନର ସହ ପରୀକ୍ଷା କଲେ ମଧ୍ୟ ଅର୍ଧେକ ରୋଗର ପ୍ରତିନିଧି ଚିହ୍ନି ହୁଏ ନାହିଁ ।

ଫୁସଫୁସର ପ୍ରଦାହକୁ ନିମୋନିଆ କୁହାଯାଏ; ଯାହା କେବଳ ସଂକ୍ରମଣ ଦ୍ଵାରା ନ ହୋଇ ଅଟୋ ଇମ୍ମ୍ୟୁନ, ଔଷଧ କିମ୍ଵା ରାସାୟନିକ ଦ୍ରବ୍ୟଦ୍ଵାରା ମଧ୍ୟ ହୋଇପାରେ । ଚିକିତ୍ସା ବିଜ୍ଞାନ ଅନୁସାରେ ଏହାର ପ୍ରକୃତ ନାମ ନିମୋନାଇଟିସ୍(Pneumonitis) ।<ref name="isbn0-7234-3200-7">{{cite book |author=Lowe, J. F.; Stevens, Alan |authorlink= |editor= |others= |title=Pathology |edition=2nd |publisher=Mosby |location=St. Louis |year=2000 |page=197 |isbn=0-7234-3200-7 |oclc= |doi= |url=http://books.google.co.uk/books?id=AfVxLi4QTZQC&pg=PA197|accessdate=}}</ref><ref>{{cite book|last=Snydman|first=editors, Raleigh A. Bowden, Per Ljungman, David R.|title=Transplant infections|year=2010|publisher=Wolters Kluwer Health/Lippincott Williams & Wilkins|location=Philadelphia|isbn=978-1-58255-820-2|page=187|url=http://books.google.com/books?id=NWa4FJv-eBYC&pg=PA447|edition=3rd}}</ref>

ଧୁମ୍ରପାନ, ପ୍ରତିରୋଧ ଅକ୍ଷମତା, ମଦ୍ୟାଶକ୍ତ, ଅବରୋଧକାରୀ ଫୁସଫୁସ୍ ରୋଗ, ପୁରାତନ ବୃକ୍କ ରୋଗ ଓ ଯକୃତ ରୋଗ ଇତ୍ୟାଦି ନିମୋନିଆର ବାହକ ରୁପେ ପରିଚିତ । ପ୍ରୋଟୋନ୍ ପମ୍ପ ବିରୋଧକାରୀ ଔଷଧ କିମ୍ଵା ଏଚ୍୨ ପ୍ରତିରୋଧକ ଔଷଧ ଖାଉଥିଲେ ନିମୋନିଆ ହେବା ସମ୍ଭାବନା ବଢିଯାଏ ।<ref>{{cite journal|last=Eom|first=CS|coauthors=Jeon, CY; Lim, JW; Cho, EG; Park, SM; Lee, KS|title=Use of acid-suppressive drugs and risk of pneumonia: a systematic review and meta-analysis|journal=CMAJ : Canadian Medical Association journal = journal de l'Association medicale canadienne|date=22 February 2011 |volume=183|issue=3|pages=310–9|pmid=21173070|doi=10.1503/cmaj.092129|pmc=3042441}}</ref> ଅଧିକ ବୟଷର ଲୋକଙ୍କର ମଧ୍ୟ ନିମୋନିଆ ସମ୍ଭାବନା ଅଧିକ ରହେ ।
=== ଜୀବାଣୁ ===
ଗୋଷ୍ଠି ଗ୍ରହିତ ନିମୋନିଆ ରୋଗୀଙ୍କ କ୍ଷେତ୍ରରେ ୫୦% ରୋଗ କେବଳ ସ୍ଟ୍ରେପ୍ଟୋକୋକସ୍ ନିମୋନି ଜୀବାଣୁଦ୍ଵାରା ହୁଏ ।<ref name=EOP10>{{cite journal |author=Anevlavis S | coauthors = Bouros D |title=Community acquired bacterial pneumonia|journal=Expert Opin Pharmacother |volume=11 |issue=3 |pages=361–74 |year=2010 |month=February|pmid=20085502|doi=10.1517/14656560903508770 }}</ref>
ସଂକଟ ପରିସ୍ଥିତି ଥିଲେ ରୋଗ ବାପିବାରେ ସୁବିଧା ହୁଏ । ମଦ୍ୟପାୟୀଙ୍କଠାରେ ସ୍ଟ୍ରେପ୍ଟୋକୋକସ୍ ନିମୋନି, ଅବାୟୁଜୀବୀ ଓ ମାଇକୋବ୍ୟାକ୍ଟେରିଅମ୍ ଟ୍ୟୁବର୍କୁଲୋସିସ୍; ଧୂମପାୟୀଙ୍କଠାରେ ସ୍ଟ୍ରେପ୍ଟୋକୋକସ୍ ନିମୋନି, ହେମୋଫାଇଲସ୍ ଇନ୍ଫ୍ଲୁଏଞ୍ଜି, ମୋରାକ୍ସେଲା କାଟାରାଲିସ୍, ଲେଜିଓନେଲା ନିମୋଫିଲା ଜୀବାଣୁମାନଙ୍କଦ୍ଵାରା ନିମୋନିଆ ହୁଏ । ପକ୍ଷୀ ସଂସ୍ପର୍ଷରେ ଆସିଲେ କ୍ଲାମିଡିଆ ସିଟାସି, ଫାର୍ମ ପଶୁମାନଙ୍କଠାରୁ କୋକ୍ସିଏଲା ବୁମେଟ୍ଟି, ପାକସ୍ଥଳୀ ଦ୍ରବ୍ୟ କାଢିବା ପରେ ଅବାୟୁଜୀବୀମାନେ ନିମୋନିଆ ସୃଷ୍ଟି କରନ୍ତି । ଶୀତଦିନେ ସ୍ଟ୍ରେପ୍ଟୋକୋକସ୍ ନିମୋନିଦ୍ଵାରା ଅଧିକ ନିମୋନିଆ ହୁଏ ।
=== ଭୁତାଣୁ ===
ସମସ୍ତ ନିମୋନିଆ ରୋଗୀଙ୍କ ମଧ୍ୟରୁ ୧/୩ ଭାଗ ବୟଃପ୍ରାପ୍ତ ଲୋକଙ୍କୁ ହୁଏ ଓ ୧୫% ପିଲାମାନଙ୍କୁ ହୁଏ । ରୋଗ ସୃଷ୍ଟିକାରୀ ଭୁତାଣୁମାନଙ୍କ ନାମ: ରାଇନୋ ଭୁତାଣୁ, କରୋନା ଭୁତାଣୁ, ଇନ୍ଫ୍ଲୁଏଞ୍ଜା ଭୁତାଣୁ, ରେସ୍ପିରେଟରି ସିନ୍ସିଟିଆଲ୍ ଭୁତାଣୁ, ଆଡେନୋ ଭୁତାଣୁ ଓ ପାରାଇନ୍ଫ୍ଲୁଏଞ୍ଜା ଭୁତାଣୁ । ନବଜାତ, କ୍ୟାନ୍ସର୍ ରୋଗୀ, ପ୍ରତିରୋପିତ ରୋଗୀ ଓ ପୋଡା ଘାଆ ରୋଗୀଙ୍କ ବ୍ୟତିତ ଅନ୍ୟ ଲୋକଙ୍କୁ
=== କବକ ===
ଯେଉଁମାନଙ୍କର ଦୁର୍ବଳ ପ୍ରତିରୋଧ ଥାଏ, ଏଡ୍ସ୍ ଥାଏ, ପ୍ରତିରୋଧ ବାଧକ ଔଷଧ ସେବନ କରନ୍ତି କିମ୍ଵା ଅନ୍ୟ ରୋଗଗ୍ରସ୍ତ ଥାଆନ୍ତି, ସେମାନଙ୍କୁ ସାଧାରଣତଃ କବକ ଆକ୍ରମଣ କରେ । <ref name=Fungus2009>{{cite book|last=Maskell|first=Nick|title=Oxford desk reference.|year=2009|publisher=Oxford University Press|location=Oxford|isbn=9780199239122|pages=196|url=http://books.google.ca/books?id=MfEUkzQQ1BEC&pg=PA196|coauthors=Millar, Ann}}</ref>
=== ପରଜୀବୀ ===
ଫୁସ୍ଫୁସ୍କୁ ଆକ୍ରମଣ କରୁଥିବା ପରଜୀବୀମାନଙ୍କର ନାମ: ଟକ୍ସୋପ୍ଲାଜ୍ମା ଗୁଣ୍ଡି, ସ୍ଟ୍ରଙ୍ଗିଲଏଡେସ୍ ସ୍ଟେର୍କୋରାଲିସ୍, ଆସ୍କାରିସ୍ ଲୁମ୍ବ୍ରିକଏଡିସ୍ ଓ ପ୍ଲାଜ୍ମୋଡିଅମ ମାଲେରି । ଚର୍ମ ମାଧ୍ୟମ, ଖାଦ୍ୟ ମାଧ୍ୟମ ଓ କୀଟ ମାଧ୍ୟମରେ ପରଜୀବୀମାନେ ଦେହରେ ପ୍ରବେଶ କରନ୍ତି । ପାରାଗୋନିଅମ୍ ଵେସ୍ଟର୍ମାନି ବ୍ୟତୀତ ଅଧିକାଂଶ ପରଜୀବୀ ସିଧା ସଳଖ ଫୁସ୍ଫୁସ୍କୁ ଆକ୍ରମଣ ନ କରି ଅନ୍ୟ ଅଙ୍ଗ ଆକ୍ରମଣ କରନ୍ତି ଓ ସେଠାରୁ ଏହା ବିସ୍ତାର ହୁଏ । ଆସ୍କାରିସ୍ ଓ ସ୍ଟ୍ରଙ୍ଗିଲଏଡ୍ ଜେନେରା ଦ୍ଵୟ ଇଓସିନିକ ପ୍ରତିକ୍ରିୟା କରିବା ଯୋଗୁ ଇଓସିନୋଫିଲିକ୍ ନିମୋନିଆ ହୁଏ । ମ୍ୟାଲେରିଆରେ ସାଇଟିକାଇନ୍ ଯୋଗୁ ହୁଏ । ବିକଶିତ ରାଷ୍ଟ୍ରମାନଙ୍କରେ ଅନ୍ୟ ଦେଶମାନଙ୍କରୁ ଫେରୁଥିବା ଲୋକମାନେ ଏହି ରୋଗ ବ୍ୟାପିବାରେ ସାହଯ୍ୟ କରନ୍ତି । ଏହି ରୋଗ ପ୍ରତିରୋଧ ଶକ୍ତି ରହିତ ଲୋକମାନଙ୍କ ଠାରେ ଅଧିକ ଦେଖାଯାଏ ।<ref>{{cite journal|last=Vijayan|first=VK|title=Parasitic lung infections.|journal=Current opinion in pulmonary medicine|date=2009 May|volume=15|issue=3|pages=274–82|pmid=19276810}}</ref>
=== ଅଜ୍ଞାତ କାରଣ ===
ଅଣସଂକ୍ରମଣ ନିମୋନିଆ ବା ଇଣ୍ଟର୍ସ୍ଟିସିଆଲ୍ ନିମୋନିଆ ଗୋଟିଏ କାରଣ ଜଣା ନ ପଡୁଥିବା ନିମୋନିଆ
== ବିକାରୀ ଶରୀର କ୍ରିୟା(Pathophysiology) ==

ଅଧିକାଂଶ ସମୟରେ ଶ୍ଵାସ ନଳୀର ଉପର ଭାଗରେ ସଂକ୍ରମଣ ହେବା ପରେ ନିମ୍ନ ଭାଗ ସଂକ୍ରମିତ ହୁଏ ।
=== ଭୁତାଣୁ ଜନିତ ===
୭୩ କ ଧାଡ଼ି:
ଯଦି ବିଶେଷ ଚିହ୍ନ ନାହିଁ ଓ ସ୍ଟେଥୋଦ୍ଵାରା କୌଣସି ଅସ୍ଵାଭାବିକ ଶବ୍ଦ ଶୁଭୁନାହିଁ, ତାହା ହେଲେ ନିମୋନିଆ ସଙ୍କଟପୂର୍ଣ୍ଣ ହୁହେଁ ଓ ବିଶେଷ ପରୀକ୍ଷା ଅନାବଶ୍ୟକ ହୁଏ ।<ref>{{cite journal|last=Saldías|first=F|coauthors=Méndez, JI, Ramírez, D, Díaz, O|title=[Predictive value of history and physical examination for the diagnosis of community-acquired pneumonia in adults: a literature review]|journal=Revista medica de Chile|date=April 2007 |volume=135|issue=4|pages=517–28|pmid=17554463}}</ref> ଡାକ୍ତରଖାନା ଵାର୍ଡରେ ରହିଲେ ବିଭିନ୍ନ ପରୀକ୍ଷା କରାଯାଏ, ଯଥା: ପଲ୍ସ ଅକ୍ସିମେଟ୍ରି, ଛାତି ଏକ୍ସ-ରେ, ରକ୍ତର ସି.ବି.ସି., ସେରମ୍ ଏଲେକ୍ଟ୍ରୋଲାଟ୍, ସି ରିଆକ୍ଟିଭ ପ୍ରୋଟିନ୍ ଓ ଲିଭର ଫଙ୍କସନ୍ ପରୀକ୍ଷା କରାଯାଏ । ଇନ୍ଫ୍ଲୁଏଞ୍ଜା ସଦୃଶ ରୋଗ ଗୁଡିକ ଲକ୍ଷଣ/ଚିହ୍ନରୁ ନିର୍ଣ୍ଣୟ କରାଯାଏ କିନ୍ତୁ ଇନଫ୍ଲୁଏଞ୍ଜା ରୋଗ ନିମନ୍ତେ ପରୀକ୍ଷା ଆବଶ୍ୟକ ।<ref name=ILI05>{{cite journal|last=Call|first=SA|coauthors=Vollenweider, MA, Hornung, CA, Simel, DL, McKinney, WP|title=Does this patient have influenza?|journal=JAMA: the Journal of the American Medical Association|date=2005-02-23|volume=293|issue=8|pages=987–97|pmid=15728170|doi=10.1001/jama.293.8.987}}</ref> ଇନ୍ଫ୍ଲୁଏଞ୍ଜା ହେଉଥିବା ସ୍ଥାନ ଓ ରାପିଡ୍ ଇନ୍ଫ୍ଲୁଏଞ୍ଜା ପରୀକ୍ଷା ଉପରେ ଚିକିତ୍ସା ପର୍ଯ୍ୟବେଶିତ ହୁଏ ।<ref name=ILI05/>
=== ଶାରୀରିକ ପରୀକ୍ଷା ===
ରୋଗୀର ଶାରୀରିକ ପରୀକ୍ଷା କଲେ କମ୍ ରକ୍ତ ଚାପ, ଦୃତ ହୃତ୍ପିଣ୍ଡ ଗତି ଓ କମ୍ ଅମ୍ଳଜାନ ସାଚୁରେସନ୍
=== ଇମେଜିଙ୍ଗ ===

ରୋଗ ନିର୍ଣ୍ଣୟ ନିମନ୍ତେ ଅଧିକତର ଛାତି ଏକ୍ସ-ରେ କରି ଦେଖାଯାଏ । ମୃଦୁ ରୋଗ ହୋଇଥିଲେ ଯଦି ଔଷଧ ଦ୍ଵାରା ଉନ୍ନତି ହେଉ ନାହିଁ ବା ମୂଳ କାରଣ ଜଣା ନାହିଁ ତାହା ହେଲେ ଇମେଜିଙ୍ଗ ଦରକାର ହୁଏ ।<ref name=BTS09>{{cite journal|last=Lim|first=WS|coauthors=Baudouin, SV, George, RC, Hill, AT, Jamieson, C, Le Jeune, I, Macfarlane, JT, Read, RC, Roberts, HJ, Levy, ML, Wani, M, Woodhead, MA, Pneumonia Guidelines Committee of the BTS Standards of Care, Committee|title=BTS guidelines for the management of community acquired pneumonia in adults: update 2009|journal=Thorax|date=October 2009 |volume=64 |issue=Suppl 3|pages=iii1–55|pmid=19783532|doi=10.1136/thx.2009.121434}}</ref> ଆଡମିଶନ ହେବା ଭଳି ଅବସ୍ଥା ହେଲେ ଛାତି ଏକ୍ସ-ରେ ଆବଶ୍ୟକ ହୁଏ । ପରୀକ୍ଷା ତଥ୍ୟରୁ ରୋଗର ଭୟାବହତା ବା ଜୀବାଣୁ/ ଭୁତାଣୁ ରୋଗ ହୋଇଛି କି ନାହିଁ ସେ ବିଷୟରେ କିଛି ଜଣା ପଡେ ନାହିଁ ।

ଏକ୍ସ-ଛବି ଦେଖି ତିନି ପ୍ରକାର ବର୍ଗୀକରଣ କରାଯାଏ ଯଥା ଲୋବାର ନିମୋନିଆ, ବ୍ରଙ୍କୋନିମୋନିଆ ଓ ଇଣ୍ଟରସ୍ଟିସିଆଲ୍ ନିମୋନିଆ ।<ref>{{cite book|last=Helms|first=editors, William E. Brant, Clyde A.|title=Fundamentals of diagnostic radiology|publisher=Wolters Kluwer/Lippincott Williams & Wilkins|location=Philadelphia|isbn=9781608319114|pages=435|url=http://books.google.ca/books?id=o_4eoeOinNgC&pg=PA435|edition=4th ed.}}</ref>
=== ଅଣୁଜୀବ ବିଜ୍ଞାନ ===
ସାଂଘାତିକ ହୋଇ ନ ଥିବା ବା ଘରେ ଚିକିତ୍ସିତ ହେଉଥିବା ରୋଗୀ ଚିକିତ୍ସା ଦ୍ଵାରା ଆରାମ ନ ପାଉଥିଲେ କଫ ପରୀକ୍ଷା କରିବା ଆବଶ୍ୟକ ହୁଏ ଓ ଯକ୍ଷ୍ମା ଜୀବାଣୁର ଉପସ୍ଥିତି ଜାଣିବା ନିମନ୍ତେ ଖଙ୍କାର କଲ୍ଚର୍ କରାଯାଏ । ଜନ ସ୍ଵାସ୍ଥ୍ୟ କାରଣରୁ ମହାମାରୀ ସମୟରେ ଜୀବାଣୁ ଚିହ୍ନିବା ଦରକାର ହୁଏ । ଡାକ୍ତରଖାନାରେ ଭର୍ତ୍ତି ହେଲେ ଖଙ୍କାର ସହ ରକ୍ତ କଲ୍ଚର୍ କରାଯାଏ ।<ref name=BTS09/> ଏହା ସହ ଲେଜିଓନେଲା ଓ ସ୍ଟ୍ରେପ୍ଟୋକୋକସ୍ ଆଣ୍ଟିଜେନ ଉପସ୍ଥିତି ଜାଣିବା ନିମନ୍ତେ ପରିସ୍ରା ପରୀକ୍ଷା କରାଯାଏ । ଭୁତାଣୁ ଉପସ୍ଥିତି ଜାଣିବା ନିମନ୍ତେ କଲ୍ଚର ଓ [[ପଲିମରେଜ୍ ଚେନ୍ ରିଆକ୍ସନ୍]] ବା ପି.ସି.ଆର ପରୀକ୍ଷା କରାଯାଏ । କିନ୍ତୁ ଏଠାରେ ଉଲ୍ଲେଖନୀୟ, କେବଳ ୧୫% ରୋଗୀଙ୍କର ନିୟମିତ ପରୀକ୍ଷା ଦ୍ଵାରା ରୋଗ ଜୀବାଣୁ ଜାଣି ହୁଏ ।
୮୩ କ ଧାଡ଼ି:
=== ବର୍ଗୀକରଣ ===
ବିଭିନ୍ନ ପ୍ରସଙ୍ଗରେ ବିଭିନ୍ନ ପ୍ରକାରର ବର୍ଗୀକରଣ କରାଯାଏ ।
* ସଂକ୍ରାମକ ଓ ଅଣସଂକ୍ରାମକ ।
<ref>{{cite book|title=Stedman's medical dictionary.|year=2006|publisher=Lippincott Williams & Wilkins|location=Philadelphia|isbn=978-0-7817-6450-6|edition=28th}}</ref>
* ସ୍ଥାନ ଅନୁସାରେ - ଗୋଷ୍ଠୀରୁ ଆନୀତ, ଆସ୍ପିରେସନ୍ ଦ୍ଵାରା, ସ୍ଵାସ୍ଥ୍ୟ କର୍ମୀ ମାଧ୍ୟମରେ, ଚିକିତ୍ସାଳୟରୁ ଆନୀତ ଓ ଭେଣ୍ଟିଲେଟର୍ ଆନୀତ ।
<ref name=Rad07>{{cite journal|last=Sharma|first=S|coauthors=Maycher, B, Eschun, G|title=Radiological imaging in pneumonia: recent innovations|journal=Current Opinion in Pulmonary Medicine|date=May 2007 |volume=13|issue=3|pages=159–69|pmid=17414122|doi=10.1097/MCP.0b013e3280f3bff4}}</ref>
* ଫୁସ୍ଫୁସ୍ର ସ୍ଥାନ ଅନୁସାରେ - ଲୋବାର ନିମୋନିଆ, ବ୍ରଙ୍କୋନିମୋନିଆ, ତୀବ୍ର ଇଣ୍ଟରସ୍ଟିସିଆଲ୍ ନିମୋନିଆ ।

* ଜୀବାଣୁ ନାମ ଅନୁସାରେ
<ref>{{cite journal|last=Dunn|first=L|title=Pneumonia: classification, diagnosis and nursing management|journal=Nursing standard (Royal College of Nursing (Great Britain) : 1987)|date=2005 June 29-July 5|volume=19|issue=42|pages=50–4|pmid=16013205}}</ref>
* ଶିଶୁମାନଙ୍କର ସାଧାରଣ, ସାଙ୍ଘାତିକ ଓ ଅତି ସାଙ୍ଗାତିକ ।<ref>{{cite book|last=organization|first=World health|title=Pocket book of hospital care for children : guidelines for the management of common illnesses with limited resources.|year=2005|publisher=World Health Organization|location=Geneva|isbn=978-92-4-154670-6|page=72|url=http://books.google.com/books?id=xbkbRG5XYxsC&pg=PA72}}</ref>
=== ଭେଦାତ୍ମକ ନିର୍ଣ୍ଣୟ(Differential Diagnosis) ===
ଏକା ଭଳି ଲକ୍ଷଣ ଓ ଚିହ୍ନ ଥାଇ ଅନ୍ୟ ରୋଗମାନଙ୍କର ନାମ: କ୍ରନିକ୍ ଅବ୍ସ୍ଟ୍ରକ୍ଟିଭ ପଲ୍ମୋନାରି ରୋଗ(ସି.ଓ.ପି.ଡି), ଆଜ୍ମା(Asthma), ପଲ୍ମୋନାରି ଇଡିମା, ବ୍ରୋଙ୍କିଏକ୍ଟାସିସ୍, ଫୁସ୍ଫୁସ୍ କର୍କଟ ଓ ପଲ୍ମୋନାରି ଏମ୍ବୋଲିଜ୍ମ । କ୍ରନିକ୍ ଅବ୍ଟ୍ରକ୍ଟିଭ ପଲ୍ମୋନାରି ରୋଗ(ସି.ଓ.ପି.ଡି)ଦ୍ଵୟରେ ରୋଗୀର ନାକରୁ ସଁ ସଁ ଶବ୍ଦ(Wheeze) ଆସେ ।
== ନିବାରଣ ==
== ନିବାରଣ ==
୧୦୦ କ ଧାଡ଼ି:
କେତେକ ରୋଗ ଯଥା ଏଚ୍.ଆଇ.ଭି., ଡାଏବେଟିସ୍ ଓ ଅପପୁଷ୍ଟିର ଚିକିତ୍ସା କଲେ ନିମୋନିଆ ସଂକଟ ଦୂର ହୁଏ ।<ref>{{cite journal |author=Green H, Paul M, Vidal L, Leibovici L |title=Prophylaxis for Pneumocystis pneumonia (PCP) in non-HIV immunocompromised patients |journal=Cochrane Database Syst Rev |volume= |issue=3 |pages=CD005590 |year=2007 |pmid=17636808 |doi=10.1002/14651858.CD005590.pub2 |url= |editor1-last=Green |editor1-first=Hefziba}}</ref>
ଛଅ ମାସରୁ କମ ଶିଶୁମାନଙ୍କୁ ସ୍ତନ ପାନ କରାଇଲେ ନିମୋନିଆ ସଂକଟ ତଥା ଭଯାବହତା କମିଯାଏ । ଟ୍ରାଇମେଥୋପ୍ରିମ୍/ସଲ୍ଫାମେଥୋକ୍ସାଜୋଲ୍ ଔଷଧ ଖାଇଲେ ନିମୋସିସ୍ଟିକ୍ ନିମୋନିଆ ସଙ୍କଟ କମିଯାଏ ଓ ଏଚ୍.ଆଇ.ଭି ବ୍ୟତୀତ ଅନ୍ୟ ପ୍ରତିରୋଧ ଅକ୍ଷମତା ଥିଲେ ଉପକାର କରେ ।<ref>{{cite journal |author=Green H, Paul M, Vidal L, Leibovici L |title=Prophylaxis for Pneumocystis pneumonia (PCP) in non-HIV immunocompromised patients |journal=Cochrane Database Syst Rev |volume= |issue=3 |pages=CD005590 |year=2007 |pmid=17636808 |doi=10.1002/14651858.CD005590.pub2 |url= |editor1-last=Green |editor1-first=Hefziba}}</ref>

ଗର୍ଭିଣୀ ମହିଳାମାନଙ୍କର ଗ୍ରୁପ୍ ବି ସ୍ଟ୍ରେପ୍ଟୋକୋକସ୍ ଓ କ୍ଲାମିଡିଆ ଟ୍ରକୋମାଟିସ୍ ଜୀବାଣୁ ଅଛି କି ନାହିଁ ପରୀକ୍ଷା କରି ଯଦି ଥାଏ ତାହା ହେଲେ ଆଣ୍ଟିବାୟୋଟିକ ଦେଲେ ନବଜାତ ଶିଶୁଙ୍କର ନିମୋନିଆ ରୋଗ ହାର କମିଯାଏ ।<ref>{{cite journal|last=Taminato|first=M|coauthors=Fram, D; Torloni, MR; Belasco, AG; Saconato, H; Barbosa, DA|title=Screening for group B Streptococcus in pregnant women: a systematic review and meta-analysis|journal=Revista latino-americana de enfermagem|date=November–December 2011 |volume=19|issue=6|pages=1470–8|pmid=22249684}}</ref><ref>{{cite journal|last=Darville|first=T|title=Chlamydia trachomatis infections in neonates and young children|journal=Seminars in pediatric infectious diseases|date=October 2005 |volume=16|issue=4|pages=235–44|pmid=16210104|doi=10.1053/j.spid.2005.06.004}}</ref> ଏଚ୍.ଆଇ.ଭି. ନିବାରଣ ପନ୍ଥା ପ୍ରଦାନ କଲେ ମାଆଠାରୁ ଶିଶୁକୁ ଡେଇଁବା ଭୟ କମିଯାଏ ।<ref>{{cite book|title=Global Action Plan for Prevention and Control of Pneumonia (GAPP)|year=2009|publisher=World Health Organization|url=http://whqlibdoc.who.int/hq/2009/WHO_FCH_CAH_NCH_09.04_eng.pdf}}</ref> ନବଜାତ ଶିଶୁର ତଣ୍ଟିରୁ [[ମେକୋନିଅମ୍]] ଓ [[ଆମ୍ନିଓଟିକ୍
== ଚିକିତ୍ସା ==
{|class="wikitable" align="right"
୧୨୧ କ ଧାଡ଼ି:
ସାଧାରଣତଃ ଖାଇବା ଆଣ୍ଟିବାୟୋଟିକ୍, ବିଶ୍ରାମ, କଷ୍ଟ ଦୂରକାରୀ ଔଷଧ ଓ ତରଳ ପଦାର୍ଥ ଗ୍ରହଣ ରୋଗ ଭଲ ହେବା ନିମନ୍ତେ ଯଥେଷ୍ଟ ହୁଏ । ଯଦି ଅନ୍ୟ କୌଣସି ରୋଗ ସାଥୀରେ ଥାଏ ବା ଶ୍ଵାସ କଷ୍ଟ ହେଉଥାଏ, ତାହା ହେଲେ ଉନ୍ନତ ଚିକିତ୍ସା ଆବଶ୍ୟକ ହୁଏ । ଜଦି ଲକ୍ଷଣମାନଙ୍କର ଉନ୍ନତି ହେଉ ନ ଥାଏ, ଘରୋଇ ଚିକିତ୍ସା ଫଳପ୍ରଦ ହୁଏ ନାହିଁ ବା ଜଟୀଳତା ଦେଖାଯାଏ ତେବେ ଡାକ୍ତରଖାନାରେ ଭର୍ତ୍ତି କରିବା ଆବଶ୍ୟକ ହୁଏ । ପୃଥିବୀରେ ପିଲାମାନେ ଭୋଗୁଥିବା ନିମୋନିଆରେ ୭ ରୁ ୧୩ % ରୋଗୀ ଭର୍ତ୍ତି ହୁଅନ୍ତି । ବୟସ୍କମାନଙ୍କ କ୍ଷେତ୍ରରେ ସି.ୟୁ.ଆର୍.ବି-୬୫(CURB-65)ସ୍କୋର୍ ଅନୁସାରେ ଆଡ୍ମିସନ୍ କରାହୁଏ । ସ୍କୋର ୦ବା୧ ଥିଲେ ଘରୋଇ ଚିକିତ୍ସା, ୨ ଥିଲେ ସ୍ଵଳ୍ପ ସମୟ ଭର୍ତ୍ତି ଓ ୩-୫ ଥିଲେ ଭଲ ରୁପେ ନିଘା ରଖାଯାଏ । ପିଲାମାନଙ୍କର ଶ୍ଵାସ ଅସୁବିଧା ବା ୯୦ % ଅମ୍ଳଜାନ ସାଚୁରେସନରୁ କମ ଥିଲେ ଭର୍ତ୍ତି କରାୟାଏ ।<ref name=PIDS11>{{cite journal|last=Bradley|first=JS|coauthors=Byington, CL, Shah, SS, Alverson, B, Carter, ER, Harrison, C, Kaplan, SL, Mace, SE, McCracken GH, Jr, Moore, MR, St Peter, SD, Stockwell, JA, Swanson, JT|title=The Management of Community-Acquired Pneumonia in Infants and Children Older Than 3 Months of Age: Clinical Practice Guidelines by the Pediatric Infectious Diseases Society and the Infectious Diseases Society of America|journal=Clinical infectious diseases : an official publication of the Infectious Diseases Society of America|date=2011-08-31|pmid =21880587|volume= 53|issue= 7|pages= e25–76|doi=10.1093/cid/cir531}}</ref>
=== ଜୀବାଣୁ ଜନିତ ===
ଜୀବାଣୁ ଜନିତ ନିମୋନିଆର ଚିକିତ୍ସା ଫଳକୁ ଆଣ୍ଟିବୟୋଟିକ ବହୁତ ଉନ୍ନତ କରିଛି । ବିଭିନ୍ନ ଆଣ୍ଟିବାୟୋଟିକ ବିଭିନ୍ନ
=== ଭୁତାଣୁ ଜନିତ ===
ଇନ୍ଫ୍ଲୁଏଞ୍ଜା
=== ଶୋଷଣ ===
(Aspiration)

୧୩୧ କ ଧାଡ଼ି:
ଆଗରୁ ଅନ୍ୟ ଫୁସ୍ଫୁସ୍ ରୋଗ ଥିଲେ ବା ବୟସ୍କ ଲୋକ ହୋଇଥିଲେ ଜଟୀଳତା ବହୁତ ଅଧିକ ହୁଏ ।
=== ପୂର୍ବାନୁମାନର ନିୟମ ===
ନିମୋନିଆ ନିମନ୍ତେ ପୂର୍ବାନୁମାନ ନିୟମ ତିଆରି ହୋଇଛି । ଡାକ୍ତରଖାନା ଆଡ୍ମିସନ୍ ହେବା ନ ହେବା ନିମ୍ନ ଲିଖିତ ନିୟମ ଅନୁଯାୟୀ ସ୍ଥିର କରାଯାଏ ।
* ନିମୋନିଆ ସିଭିଅରିଟି ଇଣ୍ଡେକ୍ସ (PCI Score).
* ସି.ୟୁ.ଆର୍.ବି.-୬୫(CIRB-65)
=== ପ୍ଲୁରାଲ୍ ଇଫ୍ୟୁଜନ୍, ଏମ୍ପାଇମା, ଆବସେସ୍ ===

ଫୁସ୍ଫୁସ୍ ଚାରି ପାଖରେ ଘେରି ରହିଥିବା ପ୍ଲୁରା ମଧ୍ୟରେ ତରଳ ପଦାର୍ଥ ଜମି ଯାଇ ପାରେ । ବେଳେ ବେଳେ ଏହି ପଦାର୍ଥ ଜୀବାଣୁ ଦ୍ଵାରା ସଂକ୍ରମିତ ହୋଇ ପୂଜ ହୋଇ ଗଲେ ତାହାକୁ ଏମ୍ପାଇମା କହନ୍ତି । ପାରାନିମୋନିକ୍ ଇଫ୍ୟୁଜନ ଓ ଏମ୍ପାଇମା ଦ୍ଵୟର ପାର୍ଥକ୍ୟ ଜାଣିବା ନିମନ୍ତେ ଛୁଞ୍ଚି ଦ୍ଵାରା ତାହାକୁ କାଢି ପରୀକ୍ଷା କରାଯାଏ । ଏମ୍ପାଇମା ଥିଲେ ତାହାକୁ ନିଷ୍କାସନ କରିବା ଦରକାର ହୁଏ । ନିଷ୍କାସନ ନ କଲେ ଆଣ୍ଟିବାୟୋଟିକ ପ୍ଲୁରାଲ୍ କ୍ୟାଭିଟି ଭିତରେ ପହଞ୍ଚି ପାରିବ ନାହିଁ । ପୂଜ ନ ଥିଲେ ଜଦି ଚିକିତ୍ସା ଦ୍ଵାରା ଏହର ଆକାର ନ କମେ ତାହା ହେଲେ ନିଷାସନ ଆବଶ୍ୟକ ହୁଏ ।

କ୍ଵଚିତ ଏହି ଜୀବାଣୁ ଫୁସ୍ଫୁସ୍ରେ ଛୋଟ ଥଳୀ ତିଆରି କରନ୍ତି ଯାହାକୁ ଆବସେସ୍(Lung abcess) କହନ୍ତି । ଏହା ଦେଖିବା ନିମନ୍ତେ ଏକ୍ସ୍-ରେ ବା ସି.ଟି. ସ୍କାନ ଦରକାର ହୁଏ । ଆସ୍ପିରେସନ୍ ନିମୋନିଆରେ ଏହା ଅଧିକ ହୁଏ । ବହୁତ ଦିନ ଧରି ଏହା ନିମନ୍ତେ ଆଣ୍ଟିବାୟୋଟିକ ଆବଶ୍ୟକ ହୁଏ । ବେଳେ ବେଳେ ସର୍ଜନ୍ ଏହାର ନିଷ୍କାସନ କରନ୍ତି ।
୧୪୪ କ ଧାଡ଼ି:
== ସଂକ୍ରମଣ ଅନୁଶୀଳନ ==
{{Main|Epidemiology of pneumonia}}

{{Multicol}}
{{legend|#b3b3b3|no data}}
୧୬୩ କ ଧାଡ଼ି:
ପୃଥିବୀରେ ପ୍ରତି ବର୍ଷ ପ୍ରାୟ ୪୫୦ ନିୟୁତ ଲୋକ ନିମୋନିଆ ରୋଗରେ ଆକ୍ରାନ୍ତ ହୁଅନ୍ତି । ସବୁ ବୟଷର ଲୋକ ଆକ୍ରାନ୍ତ ହୋଇ ବର୍ଷକୁ ପ୍ରାୟ ୪ନିୟୁତ ଲୋକ ମୃତ୍ୟୁ ବରଣ କରନ୍ତି । ମୃତ୍ୟୁ ହାର ଶିଶୁ ଓ ବୟଷ୍କ ଲୋକଙ୍କର ଅଧିକ(୭ %) ହୁଏ । ବିକାଶଶୀଳ ଦେଶମାନଙ୍କରେ ବିକଶିତ ଦେଶମାନଙ୍କ ଅପେକ୍ଷା ୫ଗୁଣ ଅଧିକ ମୃତ୍ୟୁ ହୁଏ । ଭୁତାଣୁ ଜନିତ ନିମୋନିଆ ୨୦୦ ନିୟୁତ ଲୋକଙ୍କୁ ହୁଏ । ଆମେରିକାରେ ୨୦୦୯ ମସିହାରେ ଏହି ରୋଗ ମୃତ୍ୟୁ ତାଲିକାରେ ନବମ ସ୍ଥାନ ଅଧିକାର କରିଥିଲା ।

=== ଶିଶୁ ===
୨୦୦୮ ମସିହାରେ ୧୫୬ ନିୟୁତ ଲୋକଙ୍କୁ ନିମୋନିଆ ଆକ୍ରମଣ କରିଥିଲା ଓ ତନ୍ମଧ୍ୟରୁ ୧୫୬ ନିୟୁତ କେବଳ ବିକଶିତ ରାଷ୍ଟ୍ରରେ ହୋଇଥିଲା । ଅଧିକ ରୋଗ ହେଉଥିବା ଦେଶମାନଙ୍କର ନାମ ଭାରତ,(୪୩ ନିୟୁତ), ଚୀନ ଓ ପାକିସ୍ଥାନ । ନବଜାତ ଶିଶୁମାନେ ଅଧିକ ଆକ୍ରାନ୍ତ ହୁଅନ୍ତି । ଡବ୍ଲ୍ୟୁ.ଏଚ.ଓ. ଅନୁସାରେ ଶିଶୁମାନଙ୍କ ମଧ୍ୟରେ ପ୍ରତି ୩ଜଣରେ ଜଣେ ନିମୋନିଆ ଯୋଗୁ ମୃତ୍ୟୁ ବରଣ କରେ ।
== ଇତିହାସ ==

ମାନବ ଇତିହାସରେ ନିମୋନିଆ ଗୋଟିଏ ସାଧାରଣ ରୋଗ<ref name=History03>{{cite book|last=al.]|first=Ralph D. Feigin ... [et|title=Textbook of pediatric infectious diseases|year=2003|publisher=W. B. Saunders|location=Philadelphia|isbn=978-0-7216-9329-3|page=299|edition=5th|url=http://books.google.com/books?id=G6k0tpPMRsIC&pg=PA299}}</ref>
ଏମ୍ପାଇମା ହୋଇଥିଲେ ପୂଜ ନିଷ୍କାସନ କରିବା କଥା ଲେଖିଥିଲେ । ମେମୋନିଡେସ୍ ଲେଖିଥିଲେ: ତୀବ୍ର ଜର, ପ୍ଲୁରା ଯନ୍ତ୍ରଣା, ଛୋଟ ଓ ଦୃତ ଶ୍ଵାସ କ୍ରିୟା, ନାଡି ଦନ୍ତୁରିତ ଓ କାଶ,<ref name=maimo>Maimonides, ''Fusul Musa'' ("''Pirkei Moshe''").</ref> ଏହି ସମସ୍ତ ନିମୋନିଆର ଲକ୍ଷଣ । ପୁରୁଣା ଲୋକମାନେ ନିମୋନିଆ ରୋଗ ବିଷୟରେ ଜାଣିଥିବା କଥା ହିପୋକ୍ରେଟ ଲେଖିଥିଲେ । ସେତେବେଳେ ଲେଖିଥିବା ଲକ୍ଷଣ ସମୂହ ଆଜିକାଲିର ବର୍ଣ୍ଣନା ସହ ମିଶିଯାଉଛି ।

୧୮୭୫ ମସିହାରେ ଏଡ୍ଵିନ୍ କ୍ଲେବ୍ ପ୍ରଥମେ ମୃତ ନିମୋନିଆ ରୋଗୀର ଶ୍ଵାସ ନଳୀରେ ଜୀବାଣୁ ଥିବା ଲକ୍ଷ କରିଥିଲେ ।<ref name=klebs>{{cite journal |author=Klebs E |title=Beiträge zur Kenntniss der pathogenen Schistomyceten. VII Die Monadinen |journal=Arch. Exptl. Pathol. Parmakol. |volume=4 |issue=5/6 |pages=40–488 |date=1875-12-10}}</ref> କାର୍ଲ୍ ଫ୍ରିଏଡ୍ଲାଣ୍ଡର(୧୮୮୨)<ref name=fried>{{cite journal |author=Friedländer C |title=Über die Schizomyceten bei der acuten fibrösen Pneumonie |journal=Virchow's Arch pathol. Anat. U. Physiol. |volume=87 |issue=2 |pages=319–324 |date=1882-02-04 |doi=10.1007/BF01880516}}</ref> ଓ ଆଲ୍ବର୍ଟ ଫ୍ରାଙ୍କେଲ୍(୧୮୮୪)<ref name=fraenkel>{{cite journal |author=Fraenkel A |title=Über die genuine Pneumonie, Verhandlungen des Congress für innere Medicin |journal=Dritter Congress |volume=3 |pages=17–31 |date=1884-04-21}}</ref> ଯଥାକ୍ରମେ ପ୍ରଥମେ କ୍ଲେବସିଲା ଓ ସ୍ଟ୍ରେପ୍ଟୋକୋକସ୍ ଜୀବାଣୁ ଚିହ୍ନି ଥିଲେ । ଫ୍ରିଏଡ୍ଲାଣ୍ଡର ପ୍ରଥମେ ଗ୍ରାମ ସ୍ଟେନ୍ ପ୍ରଚଳନ କରିଥିଲେ । କ୍ରିସ୍ଟିଆନ୍ ଗ୍ରାମ୍ ପ୍ରଥମେ ଏହି ସ୍ଟେନ୍ ଦ୍ଵାରା ଜୀବାଣୁ ପୃଥକୀକରଣ କରିଥିଲେ ଓ ଦେଖେଇ ଥିଲେ ନିମୋନିଆ ଏକାଧିକ ଜୀବାଣୁ ଦ୍ଵାରା ହୋଇପାରେ ।<ref name=gram>{{cite journal |author=Gram C |title=Über die isolierte Färbung der Schizomyceten in Schnitt- und Trocken-präparaten |journal=Fortschr. Med |volume=2 |issue=6 |pages=185–9 |date=1884-03-15}}</ref>

୧୭୬ କ ଧାଡ଼ି:
== ଆଧାର ==
{{ଆଧାର}}
== ଅଧିକ ତଥ୍ୟ ==
* {{dmoz|Health/Conditions_and_Diseases/Respiratory_Disorders/Pneumonia/}}
{{Link FA|fi}}
{{Link GA|ca}}▼
{{Link FA|ml}}
▲{{Link GA|ca}}
[[am:ኒሞንያ]]
[[ar:ذات الرئة]]▼
[[an:Pneumonía]]
▲[[ar:ذات الرئة]]
[[az:Ağciyər iltihabı]]
[[bat-smg:Plautiu oždegėms]]▼
[[bn:নিউমোনিয়া]]▼
[[be:Пнеўманія]]
[[be-x-old:Пнэўманія]]
[[bg:Пневмония]]
▲[[bn:নিউমোনিয়া]]
[[bs:Upala pluća]]
[[ca:Pneumònia]]
Line ୧୯୫ ⟶ ୧୯୭:
[[cy:Niwmonia]]
[[da:Lungebetændelse]]
[[pdc:Bruschtfiewer]]▼
[[de:Lungenentzündung]]
[[dv:ނިއުމޯނިޔާ]]
[[et:Kopsupõletik]]▼
[[el:Πνευμονία]]
[[en:Pneumonia]]
[[es:Neumonía]]▼
[[eo:Pneŭmonito]]
▲[[es:Neumonía]]
▲[[et:Kopsupõletik]]
[[eu:Pneumonia]]
[[fa:سینهپهلو]]
[[fi:Keuhkokuume]]▼
[[fr:Pneumonie franche lobaire aiguë]]
[[fy:Longûntstekking]]
[[gl:Pneumonía]]
[[he:דלקת ריאות]]▼
[[ko:폐렴]]▼
[[hi:निमोनिया]]
[[hr:Pneumonija]]

[[id:Radang paru-paru]]
[[io:Pulmonito]]
[[is:Lungnabólga]]
[[it:Polmonite]]
[[ja:肺炎]]
▲[[he:דלקת ריאות]]
[[kk:Пневмония]]
[[km:ជម្ងឺរលាកទងសួត]]▼
[[rn:Umusonga]]▼
▲[[ko:폐렴]]
[[ku:Sîyê sokan]]
[[la:Pneumonia]]
[[lb:Longenentzündung]]
[[lt:Plaučių uždegimas]]

[[mk:Пневмонија]]
[[ml:ന്യുമോണിയ]]
[[mr:न्युमोनिया]]
[[ms:Paru-paru berair]]
[[ne:न्युमोनिया]]
[[new:निमोनिया]]

[[no:Lungebetennelse]]▼
[[nn:Lungebetennelse]]
▲[[no:Lungebetennelse]]
[[oc:Pneumonia]]
▲[[pdc:Bruschtfiewer]]
[[pl:Zapalenie płuc]]▼
[[pnb:نمونیہ]]
[[ps:نېمونيا]]
▲[[km:ជម្ងឺរលាកទងសួត]]
▲[[pl:Zapalenie płuc]]
[[pt:Pneumonia]]
▲[[rn:Umusonga]]
[[ro:Pneumonie]]
[[ru:Пневмония]]
[[sq:Pneumonia]]▼
[[scn:Purmunìa]]
[[sh:Upala pluća]]▼
[[si:නියුමෝනියාව]]
[[simple:Pneumonia]]
[[sk:Pneumónia]]
[[sl:Pljučnica]]
▲[[sq:Pneumonia]]
[[sr:Упала плућа]]
▲[[sh:Upala pluća]]
▲[[fi:Keuhkokuume]]
[[sv:Lunginflammation]]
[[tl:Pulmonya]]▼
[[ta:நுரையீரல் அழற்சி]]
[[te:న్యుమోనియా]]
[[th:ปอดบวม]]
▲[[tl:Pulmonya]]
[[tr:Zatürre]]
[[uk:Пневмонія]]
Line ୨୬୪ ⟶ ୨୬୬:
[[wuu:肺炎]]
[[yi:לונגען אנטצינדונג]]
▲[[bat-smg:Plautiu oždegėms]]
[[zh:肺炎]]