"ଦହିବରା-ଆଳୁଦମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେ ରୋବଟ୍‌: ପ୍ରସାଧନ ବଦଳ
୧୮ କ ଧାଡ଼ି:
'''{{PAGENAME}}''' ଏକ ପାରମ୍ପାରିକ [[ଓଡ଼ିଆ ଖାଦ୍ୟ]]<ref>[http://orissadiary.com/CurrentNews.asp?id=16201 National Youth Festival: Setting International Standard of Event Management]</ref> ଯାହା [[ଦହିବରା]]କୁ [[ଆଳୁଦମ]] ଓ [[ଘୁଗୁନି]] ସହିତ ମିଶାଇ ତିଆରି କରାଯାଇଥାଏ । [[ଓଡ଼ିଶା]]ର [[କଟକ]] ସହର {{PAGENAME}} ପାଇଁ ଖ୍ୟାତିଲାଭ କରିଛି ।
[[ଫାଇଲ:Kataka dahibara aludam.jpg|thumb|[[କଟକ]]ର ଦହିବରା-ଆଳୁଦମ]]
== ଉପାଦାନ ==
* [[ଦହିବରା]]
* [[ଆଳୁଦମ]]
୨୬ କ ଧାଡ଼ି:
* [[ପିଆଜ]]
 
== ପ୍ରଣାଳୀ ==
[[ଦହିବରା]]ରୁ ପାଣି ନିଗାଡ଼ି ସେଥିରେ [[ଆଳୁଦମ]] ମିଶାଯାଇଥାଏ । ତାହା ଉପରେ ଅଳ୍ପ [[ଘୁଗୁନି]], ସେଓ, [[ଧଣିଆ ପତ୍ର]], [[ଲଙ୍କା]], [[ପିଆଜ]] ଆଦିରେ ସଜାଇ ପରସାଯାଇଥାଏ ।
 
== ପରଷା ==
ଏହା ଏକ ଜଳଖିଆ ଭାବରେ ପରସାଯାଇଥାଏ । ଅନେକ ବିବାହ ଓ ପୂଜା ପାର୍ବଣ ଓ ଉତ୍ସବ<ref>[http://www.dailypioneer.com/292457/Index.html D’nal Lakshmi Puja pulls more crowds, even outsiders]</ref>ରେ ମଧ୍ୟ ଏହା ପରସାଯାଇଥାଏ ।
 
== ଆଧାର ==
{{ଆଧାର}}
 
{{ଓଡ଼ିଆ ଖାଦ୍ୟ}}
 
[[ବିଭାଗ:ଓଡ଼ିଆ ରାନ୍ଧଣା]]
[[ବିଭାଗ:ଓଡ଼ିଆ ଖାଦ୍ୟ]]
[[ବିଭାଗ:ଖାଦ୍ୟ]]
<!--[[en:Dahibara-Aludam]]-->
 
[[ବିଭାଗଶ୍ରେଣୀ:ଓଡ଼ିଆ ରାନ୍ଧଣା]]
[[ବିଭାଗଶ୍ରେଣୀ:ଓଡ଼ିଆ ଖାଦ୍ୟ]]
[[ବିଭାଗଶ୍ରେଣୀ:ଖାଦ୍ୟ]]