"ତାଳସାରି ବେଳାଭୂମି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Robot: Interwiki standardization; ପ୍ରସାଧନ ବଦଳ
ଟିକେ ରୋବଟ୍‌: ପ୍ରସାଧନ ବଦଳ
୨୭ କ ଧାଡ଼ି:
'''ତାଳସାରି ବେଳାଭୂମି''' [[ଓଡ଼ିଶା]]ର [[ବାଲେଶ୍ଵର ଜିଲା]]ର ଏକ ବେଳାଭୂମି ଯାହା [[ଭାରତ]]ର ଉତ୍ତର-ପୂର୍ବ ଭାଗରେ ଅବସ୍ଥିତ ।
 
ତାଳସାରି ନାଆଁ "ତାଳ" ଓ "ସାରି/ସାରଣୀ" ଶବ୍ଦରୁ ଆସିଅଛି ବୋଲି ବିଶ୍ବାସ କରାଯାଏ । ଏହି ଜାଗାକୁ ଘେରି ରହିଥିବା ତାଳଗଛକୁ ନେଇ ଏମିତି ନାଆଁ ଦିଆଯାଇଥିବା ଜଣାଯାଏ । <ref>http://www.telegraphindia.com/1090802/jsp/calcutta/story_11310795.jsp</ref> '''ତାଳ''' ଶବ୍ଦଟି ସଙ୍ଗୀତର ତାଳକୁ ବି ବୁଝାଇଥାଏ ଯାହା ସମୁଦ୍ରର ଲହଡ଼ିକୁ ସୂଚାଏ ।
 
== ବିଶେଷତା ==
ଏହି ଜାଗା ଘନ ଧାନ କ୍ଷେତରେ ଭରା, ଅନେକ ନଦୀ, ପାହାଡ଼ ଆଦି ଏହାକୁ ଲାଗି ରହିଛି । ଏଠାରେ ତାଳ, ନଡ଼ିଆ ଓ ଗୁଆ ଗଛ ମଧ୍ୟ ରହିଛି । ଉଦୟପୁର ଏହି ଭାଗର ଶେଷ ବେଳାଭୂମି । ଏଠାକାର ସୁବର୍ଣ୍ଣ ଦ୍ଵୀପରେ ଝାଉଁ ବଣରୁ ମନୋହରୀ ସାଇଁ ସାଇଁ ଶବ୍ଦ ଶୁଣିବାକୁ ମିଳିଥାଏ ।<ref>[http://baleswar.nic.in/beaches.htm Beaches: Talasari beach]. [http://baleswar.nic.in ''Baleswar official portal'']</ref>
{{clear}}
 
== ଗ୍ୟାଲେରି ==
{|
| [[ଫାଇଲ:Talsari 3.jpg|thumb|left|alt=Alt text|ସୂର୍ଯ୍ୟାସ୍ତ]]
୫୦ କ ଧାଡ଼ି:
|}
 
== ଆଧାର ==
{{reflist}}