"ଜ୍ୟୋତିର୍ଲିଙ୍ଗ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ରୋବଟ୍‌: ପ୍ରସାଧନ ବଦଳ
୨୦ କ ଧାଡ଼ି:
 
 
[[ଶିବ]]ଙ୍କର ତେଜୋଦୀପ୍ତ ଜ୍ୟୋତିଙ୍କର ସ୍ଵୟଂପ୍ରକିଆଶ ହିଁ ଜ୍ୟୋତିର୍ଲିଙ୍ଗ । ଫାଲ୍ଗୁନ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ରାତ୍ରିରେ ଶିବ ଦିବ୍ୟଜ୍ୟୋତିସ୍ତମ୍ଭ ରୂପରେ ଆବିର୍ଭୂତ ହୋଇଥିବାରୁ ଏହି ତିଥିଟି ପବିତ୍ର [[ମହାଶିବରାତ୍ରି]] ରୂପେ ପାଳିତ ହେଉଅଛି । ଭକ୍ତ ମାନେ [[ଶିବ]] ମନ୍ଦିରରେ ସାରା ରାତ୍ରି ପ୍ରଦୀପ ପ୍ରଜ୍ଜ୍ଵଳନ ପୂର୍ବକ ଶିବ ଆରାଧନା ବ୍ରତ ପାଳନ କରୁଥିବାରୁ ଏହା ମହାଶିବରାତ୍ରି ବା ଜାଗରଯାତ୍ରା ରୂପେ ପ୍ରସିଦ୍ଧ ।ପୌରାଣିକ ବର୍ଣ୍ଣନା ଅନୁସାରେ ଦେବଦେବ ମହାଦେବ ଜ୍ୟୋତିସ୍ଵରୂପ ଜ୍ୟୋତିସ୍ତମ୍ଭ ବା ଜ୍ୟୋତିର୍ଲିଙ୍ଗ ରୂପେ [[ଭାରତ]]ର ବାର ଗୋଟି ପବିତ୍ର ସ୍ଥଳରେ ଆବିର୍ଭୂତ ହୋଇ ଦ୍ଵାଦଶ '''ଜ୍ୟୋତିର୍ଲିଙ୍ଗ''' ରୂପେ ପୁଜା ପାଉଛନ୍ତି ।<ref>www.mahashivratri.org/about-lord-shiva.html</ref>
 
=== ଦ୍ଵାଦଶ ଜ୍ୟୋତିର୍ଲିଙ୍ଗ ===
{| class="wikitable"
|-
୮୨ କ ଧାଡ଼ି:
|-
| 8
| [[ତ୍ର୍ୟମ୍ବକେଶ୍ଵର|ତ୍ର୍ୟମ୍ବକେଶ୍ଵର]]
| [[ଫାଇଲ:Trimbakeshwar Shiva Temple, Trimbak, Nashik district.jpg|100px]]
| [[ମହାରାଷ୍ଟ୍ର]]
୮୯ କ ଧାଡ଼ି:
|-
| 9
| [[ବୈଦ୍ୟନାଥ|ବୈଦ୍ୟନାଥ]]
| [[ଫାଇଲ:Baba_dham.jpg|100px]]
| [[ଝାଡ଼ଖଣ୍ଡ]]
୧୧୮ କ ଧାଡ଼ି:
<ref>http://en.wikipedia.org/wiki/Jyotirlinga</ref>
 
== ଆହୁରି ଦେଖନ୍ତୁ ==
* [[ଶିବ]]
* [[ମହା ଶିବରାତ୍ରି]]
 
== ଆଧାର ==
{{ଆଧାର}}
== ବାହାର ତଥ୍ୟ ==
{{commonscat|Jyotirlingas}}
* [http://www.jyotirlingas.com/ About Jyotirlingas and Other Shiva temples]
* [http://www.bhimsankarjyotirling.com/ About Bhimasankar Jyotirlinga]
* [http://www.babadham.net/ Baidyanath Dham Deoghar]
* [http://dilipkumar.in/travel/piligrim/jyotirlingas/index.php Details of 12 Jyotirlingas]
* [http://www.shreemaa.org/drupal/node/928 Learn about the Jyotirlingams]
* [http://www.12jyotirlinga.com The 12 Jyotirlingas with the story Lord Shiva]
* [http://www.hinduismtoday.com/archives/1989/12/1989-12-02.shtml]
* [http://www.muktigupteshwar.org]
* [http://maps.google.com/maps/ms?msa=0&msid=201323388399024282733.0004b960aacbe8febbaeb Jyotirlingas on Google Maps]
* [http://g.co/maps/3f69u Shortest round trip to all Jyothirlingas]
{{ହିନ୍ଦୁ ଧର୍ମ}}
{{ମୁଣ୍ଡିଆ}}