"ଜ୍ୱର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Robot: Adding nah:Tōnēhuiliztli
ଟିକେ ରୋବଟ୍‌: ପ୍ରସାଧନ ବଦଳ
୨୯ କ ଧାଡ଼ି:
== ଜ୍ଵରର ପ୍ରକାର ଭେଦ ==
ଦୁଇଟି ବିଷୟକୁ ଆଖି ଆଗରେ ରଖି ଜ୍ଵରର ପ୍ରକାରଭେଦ କରାଯାଇଥାଏ। ଗୋଟିଏ ହେଲା ତାପମାତ୍ରାର ପରିମାଣ ଓ ଅନ୍ୟଟି ହେଲା ଜ୍ଵରର ପ୍ରକୃତି।<br />
==== ତାପମାତ୍ରାର ପରିମାଣ ଅନୁଯାୟୀ ଜ୍ଵରର ପ୍ରକାର ଭେଦ <ref>http://www.orissabigyanacademy.nic.in/pdf/Bigyan-Diganta-January-2012.pdf Monthly Odia magazine "Bigyan Diganta"(January,2012 ) * Content Copied using OR-TTsarala2UNICODE CONVERTER</ref> ====
{| class="wikitable"
|-
୪୭ କ ଧାଡ଼ି:
== ଜ୍ଵରର ପ୍ରକୃତି ଅନୁଯାୟୀ ପ୍ରକାରଭେଦ ==
ଦିନ ଭିତରେ ଦେହରେ ରହୁଥିବା ତାପମାତ୍ରାର ଗତି ଓ ପ୍ରକୃତିକୁ ବିଚାର କରି ମଧ୍ୟ ଜ୍ଵରର ବିଭିନ୍ନ ପ୍ରକାର ନାମକରଣ କରାଯାଇଥାଏ । ଯଥା:-
# ଯେଉଁ ଜ୍ଵରରେ ଦେହର ତାପମାତ୍ରା ଦିନକ ଭିତରେ ଦେଢ଼ ଡିଗ୍ରୀ ଫାରେନହଟ ଭିତେର କମ ବେଶୀ ହୁଏ, ତାକୁ "ଅବିରାମ ଜ୍ଵର" ବୋଲି କୁହାଯାଏ । [[ଟାଇଫଏଡ]] ଓ [[ନିମୋନିଆ]] ପରି ରୋଗରେ ଏହି ଜ୍ଵର ହୋଇଥାଏ ।
# ଯେଉଁ ଜ୍ଵରରେ ଦିନ ଭିତରେ ଦେହର ତାପମାତ୍ରା ଦେଢ଼ ଡିଗ୍ରୀରୁ ଅଧିକ କମ ବେଶୀ ହୁଏ, ତାହାକୁ "ସ୍ଵଳ୍ପ ବିରାମ ଜ୍ଵର" ବୋଲି କୁହାଯାଏ।
# ଆଉ କେତେକ ଜ୍ଵର ଅଛି, ଯେଉଁଥିରେ ଜ୍ଵର ଦିନେ ଭିତରେ କିଛି ଘଣ୍ଟା ପାଇଁ ଛାଡ଼ିଯାଇ ଦେହର ତାପମାତ୍ରା ସାଧାରଣ ହୋଇଯାଏ ତା'ପରେ ପୁଣି ଜ୍ଵର ଆସେ। ଏହି ପ୍ରକାର ଜ୍ଵରକୁ "ସବିରାମ ଜ୍ଵର" ବୋଲି କୁହାଯାଏ । [[ମ୍ୟାଲେରିଆ]] ଓ [[ବାତଜ୍ଵର]] ପରି ରୋଗରେ ଏହି ପ୍ରକାର ଜ୍ଵର ହୁଏ । ଦିନରେ ଏକ ନିର୍ଦ୍ଦିଷ୍ଟ ସମୟରେ କିମ୍ବା ଦିନେ ଦୁଇଦିନ ଛଡ଼ାରେ ଆସୁଥିବାରୁ ଏହାକୁ "ପାଳିଜ୍ଵର" ବୋଲି ମଧ୍ୟ କୁହାଯାଏ । ପାଳି ଅନୁସାରେ ମଧ୍ୟ ଏହାର ବିଭିନ୍ନ ନାମକରଣ କରାଯାଇଥାଏ । ଜ୍ଵର ପ୍ରତିଦିନ ଆସୁଥିଲେ ତାକୁ "କେ୍ଵାଟିଡିଆନ" ଜ୍ଵର ବୋଲି କୁହାଯାଏ । ସେହିପରି ଦିନେ ଛଡ଼ା ଦିନେ ଅନ୍ତରରେ ଆସୁଥିଲେ "ଟର୍ସିଆନ" ଓ ଚାରିଦିନରେ ଥରେ ଆସୁଥିଲେ "କ୍ଵାର୍ଟାନ" ଜ୍ଵର ବୋଲି କୁହାଯାଏ ।
# ଯେଉଁ ଜ୍ଵର କୌଣସି ନିୟମ କାନୁନ ମାନେ ନାହିଁ, ତାକୁ "ଅନିୟମିତ ଜ୍ଵର" ବୋଲି କୁହାଯାଏ ।
== ଜ୍ଵର ହେଲେ କ'ଣ ହୁଏ ? ==
ଜ୍ଵର ହେଲେ ଦେହ ତାତିବାତ ଏକ ସାଧାରଣ କଥା। ତା'ଛଡ଼ା ଏଥିରେ [[ମୁଣ୍ଡବ୍ୟଥା]] ହୁଏ, ଦେହ ହାତ ଘୋଳା ବିନ୍ଧା କରେ ଓ ଦରଜ ହୋଇଯାଏ । ଶୀତ, କଂପ ଆଦି ହୁଏ । ଜ୍ଵର ଛାଡ଼ିଗଲା ପରେ ଦେହରୁ [[ଝାଳ]] ବାହାରେ । ଦେହ ଅଳସୁଆ ଲାଗେ । କୌଣସି କାମ କରିବାକୁ ଇଚ୍ଛା ହୁଏନାହିଁ । ସବୁବେଳେ ଶୋଇ ରହିବାକୁ ଇଚ୍ଛା ହୁଏ । ଭୋକ କମି ଯାଏ। ଖାଇବାକୁରୁଚି ଆସେନାହିଁ । ବେଳେବେଳେ ଅଇ, ବାନ୍ତି ମଧ୍ୟ ହୁଏ । ସର୍ଦ୍ଦି, ଥଣ୍ଡା ହୋଇଥିଲେ ନାକରୁ ପାଣିଗଡେ଼, [[ଛିଙ୍କ]] ହୁଏ । କାଶ ବି ହୋଇପାରେ । ଏସବୁ ବ୍ୟତୀତ ଯେଉଁ ରୋଗ ପାଇଁ ଜ୍ଵର ହୋଇଥାଏ, ସେହି ରୋଗର ନିର୍ଦ୍ଦିଷ୍ଟ ଲକ୍ଷଣ ସବୁ ମଧ୍ୟ ପ୍ରକାଶ ପାଇ ଥାଏ । ଜ୍ଵର ଅଧିକ ହୋଇଗଲେ ବାତ ମାରେ । ପିଲାମାନଙ୍କ ଠାରେ ଜ୍ଵର ହୋଇ ବାତ ମାରିଲେ ତାକୁ "ପିହୁଳା ମାରିବା" ବୋଲି କୁହାଯାଏ । ଅତି ସାଙ୍ଘାତିକ ଜ୍ଵରରେ ରୋଗୀ ବେହୋସ ମଧ୍ୟ ହୋଇଯାଇପାରେ ।
୫୬ କ ଧାଡ଼ି:
ଜ୍ଵରର ପ୍ରାଥମିକ ଚିକିତ୍ସା ଅତି ସହଜ । ଦେହରେ ବଢ଼ି ଯାଇଥିବା ତାପମାତ୍ରାକୁ ସ୍ଵାଭାବିକ ଅବସ୍ଥାକୁ ଆଣିବା ହେଉଛି ଜ୍ଵର ଚିକିତ୍ସାର ମୂଳ ଲକ୍ଷ୍ୟ । ତେଣୁ ଘରେ କାହାକୁ ଜ୍ଵର ହେଲେ କୌଣସି ପ୍ରକାର ବ୍ୟସ୍ତ ବିବ୍ରତ ନହୋଇ ନିମ୍ନଲିଖିତ ଚିକିତ୍ସା ପ୍ରଣାଳୀ ଅନୁସରଣ କରିବା ଉଚିତ ।
==== ପ୍ରାଥମିକ ପ୍ରତିବିଧାନ ====
* ରୋଗୀ ଦେହରେ ଥିବା ଲୁଗାପଟାକୁ ପତଳା କରି ଦିଅନ୍ତୁ ବା କାଢ଼ି ଦିଅନ୍ତୁ । ଛୋଟପିଲା ହୋଇଥିଲେ ତାକୁ ସଂପୂର୍ଣ୍ଣ ଲଙ୍ଗଳା କରିଦିଅନ୍ତୁ ।
* ରୋଗୀକୁ ଆଦୌ ଘୋଡ଼ାଇ ରଖନ୍ତୁ ନାହିଁ । ଏହାଦ୍ଵାରା ଦେହର ତାପମାତ୍ରା ଆହୁରି ବଢ଼ିଯାଏ ।
* ରୋଗୀ ଦେହରେ ଯେମିତି ଖୋଲାପବନ ବାଜି ପାରିବ, ସେ ବ୍ୟବସ୍ଥା କରନ୍ତୁ । ଘରର ଦୁଆର ଝରକା ଆଦି ଖୋଲିଦିଅନ୍ତୁ ଏବଂ ପଙ୍ଖାଚଲାନ୍ତୁ । ରୋଗୀ ଦେହରେ ପବନ ବାଜିଲେ ରୋଗୀର କୌଣସି କ୍ଷତି ହୁଏନାହିଁ ବରଂ ଦେହର ତାପମାତ୍ରା କମିଯାଏ ।
* ରୋଗୀ କପାଳରେ ପାଣି ପଟି ପକାନ୍ତୁ । ମୁଣ୍ଡକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ଓଦା ଗାମୁଛାରେ ରୋଗୀ ଶରୀରକୁ ପୋଛିଦିଅନ୍ତୁ । ତେବେ ଏଥି ମଧ୍ୟରୁ ଥରକେ କେବଳ ଗୋଟିଏ ପ୍ରଣାଳୀ ଅନୁସରଣ କରନ୍ତୁ ।
* ଦରକାରପଡ଼ିଲେ ରୋଗୀକୁ ପାଣିରେ ସଂପୂର୍ଣ୍ଣ ବୁଡ଼ାଇ ଗାଧୋଇ ଦିଅନ୍ତୁ । ଅନେକଙ୍କ ଧାରଣା, ଜ୍ଵର ହୋଇଥିବା ବ୍ୟକ୍ତିକୁ ଗାଧୋଇ ଦେଳେ ସନ୍ନିପାତ ହୋଇଯାଏ । କିନ୍ତୁ ଏହା ଏକ ଭୁଲ ଧାରଣା । ବରଂ ଏହାଦ୍ଵାରା ଦେହର ତାପମାତ୍ରା କମିଯାଇ ଉପକାର ମିଳିଥାଏ ।
* କୌଣସି ପରିସ୍ଥିତିରେ ଜ୍ଵର କମାଇବା ପାଇଁ ବରଫ କିମ୍ବା ବରଫ ମିଶା ପାଣି ବ୍ୟବହାର କରନ୍ତୁ ନାହିଁ । ଏହା ବିପରୀତ କ୍ରିୟା କରିଥାଏ, ବରଫ କିମ୍ବା ବରଫ ମିଶା ପାଣି ଦେହରେ ବାଜି ରୋଗୀକୁ ଶୀତଲାଗେ ଓ ତା'ର ଦେହହାତ ଥରେ । ଏହି ଥରିବା ଯୋଗୁଁ ତା'ର ଦେହର ତାପମାତ୍ରା ଆହୁରି ବଢ଼ିଯାଇପାରେ ।
* ରୋଗୀକୁ ଟିକେ ଘଷା ଆଉଁସା କରନ୍ତୁ । ଦେହପୀଡ଼ା ହେଉଥିଲେ ଏହା ଦ୍ଵାରା ଆରାମ ମିଳିଥାଏ ।
* ରୋଗୀର ଲୁଗାପଟା, ବିଛଣାଚଦର ଆଦିକୁ ସଫ। ସୁତୁରା ରଖନ୍ତୁ । ରୋଗୀ ଶୋଉଥିବା ଘରକୁ ମଧ୍ୟ ସଫ। ସୁତୁରା ରଖି ଫିନାଇଲ ମିଶା ପାଣିରେ ପୋଛା ପୋଛି କରନ୍ତୁ।
 
== ଜ୍ଵର ପାଇଁ ଖାଦ୍ୟ ==
* ଜ୍ଵର ଭୋଗୁଥିବା ବ୍ୟକ୍ତିର ଖାଦ୍ୟପେୟ ଉପରେ ଯଥେଷ୍ଟ ଗୁରୁତ୍ଵ ଦିଅନ୍ତୁ । କାରଣ ଜ୍ଵର ହେଲେ ଦେହରୁ [[ଶ୍ଵେତସାର]], [[ପୁଷ୍ଟିସାର]], [[ଭିଟାମିନ]] ଓ [[ଜଳ]]ର ପରିମାଣ କମିଯାଇଥାଏ । ତେଣୁ ରୋଗୀକୁ ଯଥେଷ୍ଟ ପାଣି ପିଇବାକୁ ଦିଅନ୍ତୁ । ସାଧାରଣ ପାଣି ସହିତ ପଇଡ଼ ପାଣି, ଓ.ଆର.ଏସ. ଚିନି ବା ମିଶ୍ରିର ସର୍ବତ, ଲେମ୍ବୁ ସର୍ବତ, ଫଳରସ ଇତ୍ୟାଦି ମଧ୍ୟ ଦିଅନ୍ତୁ । କିନ୍ତୁ ଥଣ୍ଡା କୋମଳ ପାନୀୟ ବା ଆଇସକ୍ରିମ ଆଦି ଦିଅନ୍ତୁ ନାହିଁ ।
* ପାଣି ସହିତ ଉତ୍ତମ ଲଘୁପାକ ପୁଷ୍ଟିକର ଖାଦ୍ୟ ଖାଇବାକୁ ଦିଅନ୍ତୁ । ଅନେକ କହନ୍ତି, ଜ୍ଵରରେ ଭାତ ଖାଇବା କଥା ନୁହେଁ । ଭାତ ଖାଇଲେ ଜ୍ଵର ଲେଉଟେ । କିନ୍ତୁ ଏହା ଏକ ଭୁଲ ଧାରଣା । ବରଂ ଭଲଭାବରେ ଖିଆ ପିଆ କଲେ ଜ୍ଵରରେ ଦେହ ଦୁର୍ବଳ ହୋଇଯାଏ ନାହିଁ ।
* ଜ୍ଵର ହେଲେ କେତେକ ରୋଗୀକୁ କେବଳ ସାଗୁ, ବାର୍ଲି ଇତ୍ୟାଦି ଖାଇବାକୁ ଦିଅନ୍ତି । କିନ୍ତୁ କେବଳ ଏହା ଦେବା ଉଚିତ ନୁହେଁ । ସାଗୁ, ବାର୍ଲି ଦିଅନ୍ତୁ, ତା' ସହିତ କ୍ଷୀର, ନରମ ଭାତ (ଦୋରନ୍ଧା ବା ଘଡ଼ି ଭାତ ହେଲେ ଭଲ), ନରମ ରୁଟି, ପାଉଁରୁଟି, ବିସ୍କୁଟ, [[ଛେନା]], ପରିବା ସୁପ, ପରିବା ସିଝା, ପାଣି ସନ୍ତୁଳା, ଡାଲି ପାଣି, [[ଅଣ୍ଡା]], [[ମାଛ]] କିମ୍ବା [[ମାଂସ]]ର ବିନା ମସଲାର ଝୋଳ, ଚୁନାମାଛ ଭଜା, ଚୁଡ଼ାଭଜା, [[ମୁଡ଼ି]], [[ହୁଡୁମ୍ବ]] ଇତ୍ୟାଦି ମଧ୍ୟ ଦିଅନ୍ତୁ । ଅନେକ ଲୋକ ଜ୍ଵର ହେଲେ ଆଇଁଷ ଦେବାକୁ ବାରଣ କରିଥାନ୍ତି । କିନ୍ତୁ ଏହା ଠିକ ନୁହେଁ । ଜ୍ଵର ହେଲେ ଦେହରୁ [[ପୁଷ୍ଟିସାର]]ର ପରିମାଣ କମିଯାଇ ଥାଏ । ତେଣୁ [[ଆଇଁଷ]] ଜାତୀୟ ଖାଦ୍ୟ ଦେଲେ ଦେହ ଆବଶ୍ୟକ କରୁଥିବା ପୁଷ୍ଟିସାର ପାଇଯାଇଥାଏ । ତେବେ ଖାଦ୍ୟ ଦେବାବେଳେ ଗୋଟିଏ କଥା ମନେ ରଖନ୍ତୁ ଯେ, ରୋଗୀକୁ ଯେଉଁ ଖାଦ୍ୟ ଦେବେ, ଏକାବେଳକେ ପେଟ ପୂରାଇ ନଦେଇ ଅଳ୍ପ ଅଳ୍ପ ପରିମାଣରେ ଦିନ ଭିତରେ ପାଞ୍ଚ ଛଅ ଥର କରି ଦିଅନ୍ତୁ । ବେଶି ତେଲ, ମସଲା ଓ ରାଗ ହୋଇଥିବା ଖାଦ୍ୟ ଦିଅନ୍ତୁ ନାହିଁ ।
== ଔଷଧ ଚିକିତ୍ସା ==
ଜଳ ଚିକିତ୍ସାରେ ସୁଫଳ ନମିଳିଲେ ଦେହର ତାପମାତ୍ରାକୁ କମାଇ ବା ପାଇଁ "[[ପାରାସିଟାମଲ]]" ଜାତୀୟ ଔଷଧ ମଧ୍ୟ ଦିଆଯାଇ ପାରେ । କିନ୍ତୁ ଏହାକୁ ଦେବା ପୂର୍ବରୁ ଏହାର ମାତ୍ରା ବିଷୟରେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
==== କେତେବେଳେ ଡାକ୍ତରଙ୍କୁ ଦେଖାଇବେ ? ====
ଏସବୁ ସତ୍ବେ ଦେହର [[ତାପମାତ୍ରା]] ନ କମିଲେ କିମ୍ବା ଜ୍ଵର ଦୀର୍ଘଦିନ ଧରି ଲାଗି ରହିଲେ, ଜ୍ଵର ସହିତ କାଶ, [[କଫ]] , କଫରେ ରକ୍ତ, ନାଳରକ୍ତ ଝାଡ଼ା, ଓଜନ ହାନି, କ୍ଷୁଧା ହାନି ଇତ୍ୟାଦି ହେଲେ ରୋଗୀକୁ ଡାକ୍ତରଙ୍କୁ ଦେଖାଇ ବାର ବ୍ୟବସ୍ଥା କରନ୍ତୁ । ଡାକ୍ତର ରୋଗୀର [[ରକ୍ତ]], ମଳ, ମୂତ୍ର, କଫ ଆଦି ପରୀକ୍ଷା କରି ଏବଂ ଆବଶ୍ୟକ ପଡ଼ିଲେ [[ଏକ୍ସ-ରେ]], [[ଅଲଟ୍ରାସାଉଣ୍ଡ]], [[ସି.ଟି.ସ୍କାନ]] ପରି ବିଶେଷ ଧରଣର ପରୀକ୍ଷା କରି ମୂଳ ରୋଗକୁ ଚିହ୍ନଟ କରିଥାନ୍ତି ଓ ତଦନୁଯାୟୀ ଚିକିତ୍ସା କରିଥା'ନ୍ତି ।<br />
ଜ୍ଵର ପାଇଁ ବ୍ୟସ୍ତ ହେବାର କୌଣସି କାରଣ ନାହିଁ । ଅଧିକାଂଶ ଜ୍ଵର କେବଳ ପ୍ରାଥମିକ ଚିକିତ୍ସାରେ ହିଁ ଭଲ ହୋଇଯାଇଥାଏ ।
== ଆହୁରି ଦେଖନ୍ତୁ ==
* [[ମ୍ୟାଲେରିଆ]]
 
== ଆଧାର ==
{{ଆଧାର}}
== ବାହାର ତଥ୍ୟ ==
* [http://www.seattlechildrens.org/child_health_safety/health_advice/fever.asp What to do if your child has a fever] from Seattle Children's Hospital
* [http://kidshealth.org/parent/general/body/fever.html Fever and Taking Your Child's Temperature]
୮୯ କ ଧାଡ଼ି:
[[ar:حمى]]
[[arc:ܐܫܬܐ (ܐܣܝܘܬܐ)]]
[[bn:জ্বর]]
[[be:Ліхаманка]]
[[be-x-old:Ліхаманка]]
[[bg:Треска (медицина)]]
[[bn:জ্বর]]
[[ca:Febre]]
[[ckb:تا (نیشانەی نەخۆشی)]]
[[cs:Horečka]]
[[cy:Y dwymyn]]
[[da:Feber]]
[[de:Fieber]]
[[en: Fever]]
[[et:Palavik]]
[[el:Πυρετός]]
[[esen:FiebreFever]]
[[eo:Febro]]
[[es:Fiebre]]
[[et:Palavik]]
[[eu:Sukar]]
[[fa:تب]]
[[fi:Kuume]]
[[fr:Fièvre]]
[[gl:Febre]]
[[gu:તાવ]]
[[he:חום (תסמין)]]
[[ko:발열]]
[[hi:ज्वर]]
[[hr:Groznica]]
[[ioht:FebroLafyèv]]
[[hu:Láz (élettan)]]
[[id:Demam]]
[[swio:HomaFebro]]
[[is:Hitasótt]]
[[it:Febbre]]
[[ja:発熱]]
[[he:חום (תסמין)]]
[[kk:Қызба]]
[[kn:ಜ್ವರ]]
[[kkko:Қызба발열]]
[[sw:Homa]]
[[ht:Lafyèv]]
[[la:Febris]]
[[lv:Drudzis]]
[[lt:Karščiavimas]]
[[ln:Fɛ́fɛlɛ]]
[[hult:Láz (élettan)Karščiavimas]]
[[lv:Drudzis]]
[[ml:പനി]]
[[ms:Demam]]
[[nl:Koorts]]
[[nah:Tōnēhuiliztli]]
[[ne:ज्वरो]]
[[new:ज्वर]]
[[janl:発熱Koorts]]
[[no:Feber]]
[[nn:Feber]]
[[no:Feber]]
[[pl:Gorączka]]
[[pnb:تاپ]]
[[ps:تبه]]
[[pl:Gorączka]]
[[pt:Febre]]
[[ro:Febră]]
[[qu:Ruphariy]]
[[ro:Febră]]
[[ru:Лихорадка]]
[[sq:Ethet]]
[[scn:Frevi]]
[[sh:Groznica]]
[[si:උණ]]
[[simple:Fever]]
[[sk:Horúčka]]
[[sl:Vročina]]
[[sq:Ethet]]
[[ckb:تا (نیشانەی نەخۆشی)]]
[[sr:Groznica]]
[[sh:Groznica]]
[[fi:Kuume]]
[[sv:Feber]]
[[tlsw:LagnatHoma]]
[[ta:காய்ச்சல்]]
[[te:జ్వరం]]
[[th:ไข้]]
[[tl:Lagnat]]
[[tr:Ateş (tıp)]]
[[uk:Лихоманка]]
"https://or.wikipedia.org/wiki/ଜ୍ୱର"ରୁ ଅଣାଯାଇଅଛି