"ଜାହାଙ୍ଗୀର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ସଜାଣି
ଟିକେ ରୋବଟ୍‌: ପ୍ରସାଧନ ବଦଳ
୪ କ ଧାଡ଼ି:
| name = ଜାହାଙ୍ଗୀର
| image = Jahangircrop.jpeg
| succession = [[Fileଫାଇଲ:Flag of the Mughal Empire.svg|border|22x20px]] 4th [[Mughal Emperor]]
| reign = 15 October 1605 – 8 November 1627
| coronation = 24 October 1605
୧୦ କ ଧାଡ଼ି:
| successor = [[ଶାହା ଜାହାନ]]
| spouses = 24 wives including [[Taj Bibi Bilqis Makani]] and [[Nur Jahan]]
| issue = [[Khusrau Mirza|Khusraw]]<br />[[Shah Jahan|Khurram]]<br />[[Shahryar (Mughal prince)|Shahryar]] [[Parvez]] <br />Others
| full_name = Salim Nuruddin Jahangir
| house = [[Timurid dynasty|House of Timur]]
୨୫ କ ଧାଡ଼ି:
|}}
୧୬୦୫ ଖ୍ରୀଷ୍ଟାବ୍ଦରେ [[ଆକବର]]ଙ୍କର ମୃତ୍ୟୁପରେ ତାଙ୍କର ପୁତ୍ର ସେଲିମ ନୁରଉଦ୍ଦିନ ମହମ୍ମଦ ଜାହାଙ୍ଗୀର ଉପାଧୀ ଧାରଣ କରି ସିଂହାସନରେ ବସିଥିଲେ ।<ref>http://www.sscnet.ucla.edu/southasia/History/Mughals/Jehang.html</ref>
== ଖୁସ୍ରୁଙ୍କ ବିଦ୍ରୋଦ ==
ଜାହାଙ୍ଗୀରଙ୍କର ଜ୍ୟେଷ୍ଠ ପୁତ୍ର ଗୁଣବାନ ଓ ଲୋକପ୍ରିୟ ଖୁସ୍ରୁ ଆକବରଙ୍କ ପରେ ସମ୍ରାଟ ହେବେ ବୋଲି ଆଶାକରିଥିଲେ । ଜାହାଙ୍ଗୀର ସିଂହାସନ ଆରୋହଣ କରିବା ପରେ ସେ [[ପଞ୍ଜାବ]]କୁ ପଳେଇଯାଇ ସେଠାରେ ସେ ବିଦ୍ରୋହ ଘୋଷଣା କରିଥିଲେ । ଶିଖମାନଙ୍କର ପଞ୍ଚମ ଗୁରୁ ଅର୍ଜୁନ ସିଂହ ତାଙ୍କଉ ଅର୍ଥ ସାହାର୍ଯ୍ୟ କରିଥିଲେ । ଜାହାଙ୍ଗୀର ସୈନ୍ୟ ପଠେଇ ଖୁସ୍ରୁଙ୍କୁ ପରାସ୍ତ ଓ ବନ୍ଦୀ କଲେ । ତାଙ୍କର ଚକ୍ଷୁ ନଷ୍ଟ କରିଦିଆଗଲା । ପରେ ସାନଭାଇ [[ଶାହା ଜାହାନ]] ତାଙ୍କୁ ହତ୍ୟା କରିଥିଲେ । ଅର୍ଜୁନ ସିଂହ ଖୁସ୍ରୁଙ୍କୁ ସାହାର୍ଯ୍ୟ କରିଥିବାରୁ ମୃତ୍ୟୁଦଣ୍ଡ ପାଇଥିଲେ ।<ref>http://www.tajmahal.com/8/info/jahangir.htm</ref>
 
== ନୂରଜାହାନ ==
{{main|ନୂରଜାହାନ}}
ଜାହାଙ୍ଗୀରଙ୍କର [[ନୂରଜାହାନ]]ଙ୍କ ସହିତ ବିବାହ ତାଙ୍କ ରାଜତ୍ଵର ଏକ ଉଲ୍ଲେଖଯୋଗ୍ୟ ଘଟଣା । ନୂରଜାହାନଙ୍କର ପିଲାଦିନର ନାମ ଥିଲା '''ମେହେର-ଉନ୍ନିସା''' । ତାନକ ପିତା ମିର୍ଜା ଗିୟାସ ବେଗ [[ଆକବର]]ଙ୍କ ରାଜତ୍ଵ କାଳରେ [[ପାରସ୍ୟ]] ଦେଶରୁ [[ଭାରତ]]କୁ ପଳେଇଆସି ଆକବରଙ୍କ ଦରବାରରେ ଚାକିରି କଲେ ।<ref>http://www.womeninworldhistory.com/heroine11.html</ref> ବୟଃପ୍ରାପ୍ତ ହେଲାପରେ ମେହେର-ଉନ୍ନିସାଙ୍କୁ ଆଲିକୁଲି ନାମକ ଜଣେ ବ୍ୟକ୍ତିଙ୍କ ସହିତ ବିବାହ କରେଇଦିଆଗଲା । ଜାହାଙ୍ଗୀରଙ୍କ ରାଜତ୍ଵର ଆରମ୍ଭରେ ଆଲିକୁଲି ବର୍ଦ୍ଧ ମାନଙ୍କର ଜାଗିରଦାର ନିଯୁକ୍ତି ହେଲେ ଓ ତାଙ୍କର ଉପାଧୀ ଶେର ଆଫଗାନ ରଖାଗଲା । ଶେର ଆଫଗାନ ବିଦ୍ରୋହ ପାଇଁ ପ୍ରସ୍ତୁତ ହେଉଛନ୍ତି ଶୁଣି ଜାହାଙ୍ଗୀର ତାଙ୍କୁ ଦମନ କରିବା ପାଇଁ ବଙ୍ଗର ଶାସନକର୍ତ୍ତା କୁତବୁଦ୍ଦିନଙ୍କୁ ପଠେଇଲେ । ଶେର ଆଫଗାନ କୁତବୁଦ୍ଦିନଙ୍କୁ ହତ୍ୟା କଲେ ମଧ୍ୟ କୁତବୁଦ୍ଦିନଙ୍କର ଅନୁଚରମାନଙ୍କ ଦ୍ଵାରା ନିହତ ହେଲେ । ମେହେର-ଉନ୍ନିସା ଓ ତାଙ୍କ କ୍ନ୍ୟାଙ୍କୁ ରାଜଧାନୀକୁ ନିଆଯାଇ ମୋଗଲ ରାଜପ୍ରସାଦରେ ରଖାଗଲା। ଏହାର ଚାରିବର୍ଷ ପରେ ଜାହାଙ୍ଗୀର ୧୬୧୧ ଖ୍ରୀଷ୍ଟାବ୍ଦରେ ମେହେର-ଉନ୍ନିସାଙ୍କର ଅସାମାନ୍ୟ ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇ ତାହାଙ୍କୁ ବିବାହ କରିଥିଲେ ।<ref> http://www.indianetzone.com/47/nur_jahan.htm</ref>ବିବାହ ପରେ ଜାହାଙ୍ଗୀର ମେହେର-ଉନ୍ନିସାଙ୍କ ନାମ ନୁରମହଲ (ପ୍ରାସାଦର ଆଲୋକ) ରଖିଲେ । <ref>http://www.womeninworldhistory.com/heroine11.html</ref>ପରେ ତାଙ୍କୁ ନୂରଜାହାନ ( ଜଗତର ଖ୍ୟାତି) ନାମ ଦିଆଗଲା। <ref>http://ebook-download-now.com/g/download/0195074882/Nur-Jahan:-Empress-of-Mughal-India/</ref>
 
== ରାଜତ୍ଵ କାଳରେ ଯୁଦ୍ଧ ==
ଜାହାଙ୍ଗୀର ବଙ୍ଗଦେଶର ବିଦ୍ରୋହୀ ଆଫଗାନ ମାନଙ୍କୁ ଦମନ କରିଥିଲେ । [[ରାଣାପ୍ରତାପ]]ଙ୍କ ପରେ ତାଙ୍କର ପୁତ୍ର ଅମର ସିଂହ [[ମିବାର]]ର ରାଣା ହୋଇଥିଲେ । ସେ ପିତାଙ୍କ ପରି ଦୃଢ଼ପ୍ରତିଜ୍ଞ ନଥିବାରୁ ଜାହାଙ୍ଗୀରଙ୍କର ବଶତା ସ୍ଵୀକାର କରିଥିଲେ । ଜାହାଙ୍ଗୀର ପିତାଙ୍କ ପରି ରାଜପୁତ ମାନଙ୍କ ପ୍ରତି ଉଦାର ନୀତି ଅବଲମ୍ବନ କରିଥିଲେ ।
 
ଦାକ୍ଷିଣାତ୍ୟରେ ଆହମ୍ମଦନଗରର ସୁଦକ୍ଷ ମନ୍ତ୍ରୀ ମାଲିକ ଅମ୍ବର ଆହମ୍ମଦନଗରର ସୈନ୍ୟ ମାନଙ୍କୁ ଶୃଙ୍ଖଳାଶିକ୍ଷା ଦେଇ [[ଆକବର]]ଙ୍କ ସମୟରେ ହରାଇଥିବା ରାଜ୍ୟମାନ ପୁନଃଦଖଲ କରିବା ପାଇଁ ଲାଗିପଡିଥିଲେ । ଫଳରେ ମୋଗଲ ସେନା ଖାନ୍ଦେଶର ରାଜଧାନୀ ବରହାନପୁରକୁ ଫେରି ଗଲେ । ୧୬୧୬ ରେ ରାଜପୁତ୍ର ଖୁରମ ମାଲିକ ଅମ୍ବରଙ୍କର ଅଗ୍ରଗତିକୁ ପ୍ରତିହତ କରିଥିଲେ ଏବଂ ଆହମ୍ମଦନଗରର କେତେକ ଅଂଶ ପୁନର୍ବାର ଦଖଲ କଲେ । ଖୁରମଙ୍କର ବୀରତ୍ଵରେ ମୁଗ୍ଧ ହୋଇ ଜାହାଙ୍ଗୀର ତାଙ୍କୁ '''[[ଶାହା ଜାହାନ]] ([ପୃଥିବୀ]]ର ରାଜା) ''' ଉପାଧି ପ୍ରଦାନ କରିଥିଲେ । ୧୬୨୦ରେ ଜାହାଙ୍ଗୀର [[ପଞ୍ଜାବ]]ର ପାର୍ବତ୍ୟ [[କାଙ୍ଗ୍ରାଦୁର୍ଗ]] ଅଧିକାର କରିଥିଲେ । ୧୬୨୨ ରେ ପାରସ୍ୟ ସମ୍ରାଟ ମୋଗଲ ସାମ୍ରାଜ୍ୟର ସୀମାନ୍ତ ଦୁର୍ଗ [[କାନ୍ଦାହାର]] ଦଖଲ କରିନେଇଥିଲେ । <ref>http://www.islamicart.com/library/empires/india/jahangir.html</ref>ଏହି ଦୁର୍ଗକୁ ପୁବର୍ବାର ଦଖଲ ପାଇଁ ଜାହାଙ୍ଗୀର ଶାହା ଜାହାନଙ୍କୁ ଆଦେଶ ଦେଇଥିଲେ । ନୂରଜାହାନଙ୍କ ଷଡ଼ଯନ୍ତ୍ର ଆଶଙ୍କା କରି ଶାହା ଜାହାନ ପିତାଙ୍କ ଆଦେଶ ନ ମାନି ବିଦ୍ରୋହ କଲେ । ଫଳରେ କାନ୍ଦାହାର ଚିରଦିନ ପାଇଁ ମୋଗଲ ସାମ୍ରାଜ୍ୟରୁ ଅଲଗା ହୋଇଗଲା । ଏହା ଏକ ଗୁରୁତ୍ଵପୂର୍ଣ୍ଣ ସାମରିକ ଓ ବଣିଜ୍ୟକେନ୍ଦ୍ର ଥିବାରୁ ଏହା ହରାଇବାଦ୍ଵାରା ମୋଗଲ ସାମ୍ରାଜ୍ୟ ପଶ୍ଚିମ [[ଏସିଆ]] ସହିତ ବାଣିଜ୍ୟ କାରବାର ବ୍ୟାହତ ହେଲା । ଜାହାଙ୍ଗୀରଙ୍କ ଶାସନ କାଳରେ ଶାହାଜାହାନ ଓ ମହବତ ଖାଁ ବିଦ୍ରୋହ କରିଥିଲେ <ref>http://www.sscnet.ucla.edu/southasia/History/Mughals/Jehang.html</ref>।<ref>http://www.tajmahal.com/8/info/jahangir.htm</ref>
 
== ଆଧାର ==
{{ଆଧାର}}
== ବାହାର ତଥ୍ୟ ==
{{commonscat|Jahangir}}
* [http://www.kforknowledge.com/2011/09/jehangir-and-shah-jehan.html Jehangir and Shah Jehan]
୪୬ କ ଧାଡ଼ି:
* [http://beta.jainpedia.org/themes/places/jainism-and-islam/jains-and-the-mughals.html Jains and the Mughals]
{{ମୁଣ୍ଡିଆ}}
 
[[ar:جهانكير]]
[[az:Sultan Cahangir]]
[[bn:জাহাঙ্গীর]]
[[be:Джахангір]]
[[bg:Джахангир]]
[[bn:জাহাঙ্গীর]]
[[br:Jahangir]]
[[ca:Jahangir]]
Line ୫୬ ⟶ ୫୭:
[[da:Jahangir]]
[[de:Jahangir]]
[[en:Jahangir ]]
[[es:Jahangir]]
[[eu:Jahangir]]
Line ୬୨ ⟶ ୬୩:
[[fr:Jahângîr]]
[[gu:જહાંગીર]]
[[ko:자한기르 (무굴 제국)]]
[[hi:जहाँगीर]]
[[hu:Dzsahángír mogul sah]]
[[is:Jahangir]]
[[it:Jahangir]]
[[ja:ジャハーンギール]]
[[ko:자한기르 (무굴 제국)]]
[[lt:Džahangyras]]
[[hu:Dzsahángír mogul sah]]
[[ml:ജഹാംഗീര്‍]]
[[mr:जहांगीर]]
[[ms:Jahangir]]
[[nl:Nuruddin Salim Jahangir]]
[[ja:ジャハーンギール]]
[[no:Jahangir]]
[[uzpl:JahongirDżahangir]]
[[pnb:جہانگیر]]
[[pl:Dżahangir]]
[[ru:Джахангир]]
[[sa:जहाङ्गीरः]]
[[simple:Jahangir]]
[[sv:Djahangir]]
[[tl:Jahangir]]
[[ta:ஜஹாங்கீர்]]
[[te:జహాంగీర్]]
[[th:สมเด็จพระจักรพรรดิชะฮันคีร์]]
[[tl:Jahangir]]
[[tr:Cihangir]]
[[uk:Джаханґір]]
[[ur:نورالدین جہانگیر]]
[[uz:Jahongir]]
[[vi:Jahangir]]
[[zh:贾汉吉尔]]