"ଜ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ r2.7.1) (Robot: Adding ru:Джа (орисская буква)
ଟିକେ ରୋବଟ୍‌: ପ୍ରସାଧନ ବଦଳ
୩ କ ଧାଡ଼ି:
ବର୍ଗ୍ୟ '''ଜ''' [[ଓଡ଼ିଆ ବର୍ଣ୍ଣମାଳା]]ର ଏକ [[ବ୍ୟଞ୍ଜନ ବର୍ଣ୍ଣ]] । ଏହା [[ବ୍ୟଞ୍ଜନ ବର୍ଣ୍ଣ]]ର ୮ମ ଓ "ଚ ବର୍ଗ"ର ୩ୟ ବର୍ଣ୍ଣ । କଥିତ ଭାଷାରେ ବର୍ଗ୍ୟ ଜ ଓ ଅନ୍ତସ୍ଥ ଯ ଭିତରେ ତଅଅତ ନଥଅଏ ‌<ref name=gopal/>
 
== ଉଚ୍ଚାରଣ ==
ଏହା ସ୍ଵଳ୍ପପ୍ରାଣ ଓ ଘୋଷବର୍ଣ୍ନ ।ଏହାର ଉଚ୍ଚାରଣ ତାଳୁ, ଏଥି ପାଇଁ ଏହା ତାଲବ୍ୟ ‌ବର୍ଣ୍ଣ ।<ref name=gopal/>
 
== ଇତିହାସ ଓ ପୁରାଣ ==
 
== ବ୍ୟବହାର ==
=== ଅବ୍ୟୟ ପଦ ===
ଏହା ଦୁଇ ଶବ୍ଦ ମଝିରେ ବା ଶବ୍ଦର ଶେଷରେ ବ୍ୟବହୃତ ହୋଇଥାଏ, କିନ୍ତୁ, ଶବ୍ଦର ଆଗରେ ବା ବାକ୍ୟ ଶେଷରେ କଦାପି ବ୍ୟବହୃତ ହୁଏ ନାହିଁ । ଓଡ଼ିଆ ଭାଷାରେ 'ଚ'ର ବ୍ୟବହାର ନାହିଁ । କେବଳ ଏବଂଚ, ପୁ୍ନଶ୍ଚ, ଅପିଚ ବରଂଚ, ତଥାଚ, କଦାଚ, ଆଦିରେ ଏହା ଅନ୍ୟ ଅବ୍ୟୟରେ ଯୁକ୍ତ ହୋଇ ନିଷ୍ପନ୍ନ ହେବା ପଦ ସ୍ବରୂପ ଓଡ଼ିଆରେ ଏହାର ବ୍ୟବହାର ଅଛି ।<ref name=gopal>[[ଗୋପାଳ ପ୍ରହରାଜ|ପ୍ରହରାଜ, ଗୋପାଳ]]. [http://cbioc.eas.asu.edu/cbioc/chitta/bhashakosha/Garbhagruha/Purnachandra%20Bhashakosha%20Vol%20III/Bhashakosha%20III-2,%202801-%203200.pdf ''[[ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ]]'']. ତୃତୀୟ ଖଣ୍ଡ. [[ବିଶ୍ଵନାଥ କର]]. [[କଟକ]]. ପୃ. ୭୧୩ (୧୯୩୩)</ref>
 
== କମ୍ପ୍ୟୁଟର କୋଡ଼ ==
ଆଇ.ପି.ଏ. କୋଡ଼ ସାରଣୀ ଏକ୍ସଟେନସନରୁ [[ଇଉନିକୋଡ଼]]ରେ ଏହାର କୋଡ଼ ବିନ୍ଦୁ ହେଲା U+0B1C<ref name="unicode">[http://www.unicode.org/charts/PDF/U0B00.pdf Oriya: Range 0B00-0B7F]The Unicode Standard 6.0. 1900-2001. ''Unicode.Inc</ref>
 
== ଆଧାର ==
{{reflist}}
 
[[ବିଭାଗଶ୍ରେଣୀ:ଓଡ଼ିଆ ବର୍ଣ୍ଣମାଳା]]
[[ବିଭାଗଶ୍ରେଣୀ:ଓଡ଼ିଆ ଭାଷା]]
[[ବିଭାଗଶ୍ରେଣୀ:ଓଡ଼ିଆ ଲିପି]]
[[ବିଭାଗଶ୍ରେଣୀ:ବ୍ୟଞ୍ଜନ ବର୍ଣ୍ଣ]]
 
[[ru:Джа (орисская буква)]]
"https://or.wikipedia.org/wiki/ଜ"ରୁ ଅଣାଯାଇଅଛି