"ଚୈତନ୍ୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
EmausBot (ଆଲୋଚନା | ଅବଦାନ)
ଟିକେ r2.7.2+) (Robot: Adding ar:تشيتانيا
ଟିକେ ରୋବଟ୍‌: ପ୍ରସାଧନ ବଦଳ
୧୫ କ ଧାଡ଼ି:
|footnotes =
}}
'''ଚୈତନ୍ୟଦେବ''' (୧୪୮୬-୧୫୩୪) ,ଭାରତରେ ଭକ୍ତିବାଦର ପ୍ରଚାରକମାନଙ୍କ ମଧ୍ୟରେ ଥିଲେ ସର୍ବଶ୍ରେଷ୍ଠ । ସେ ଗଙ୍ଗାକୂଳବର୍ତ୍ତୀ ନବଦ୍ଵୀପରେ ଏକ ଉତ୍କଳୀୟ [[ବ୍ରାହ୍ମଣ]] କୂଳରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ମାତାଙ୍କ ନାମ ଶଚୀ ଦେବୀ ଓ ପିତାଙ୍କ ନାମ ଜଗନ୍ନାଥ ମିଶ୍ର । <ref>http://lordcaitanya.com/prologue/en1</ref>ସେ ଅଳ୍ପ ବୟସରେ ଅଗାଧ ପାଣ୍ଡିତ୍ୟ ଅର୍ଜନ କରିଥିଲେ । ସେ ଚବିଶ ବର୍ଷ ବୟସରେ ସନ୍ୟାସ ଧର୍ମ ଗ୍ରହଣ କରି [[ପୁରୀ|ଶ୍ରୀକ୍ଷେତ୍ର]]କୁ ଆଗମନ କରିଥିଲେ ଓ ମହାପ୍ରଣାୟ ପର୍ଯ୍ୟନ୍ତ ଅବସ୍ଥାନ କରିଥିଲେ । ସେ ତାଙ୍କର ଶତ ଶତ ଗୌଡୀ଼ୟ ଓ ଉତ୍କଳୀୟ ଶିଷ୍ୟଙ୍କ ସାହାର୍ଯ୍ୟରେ ସ୍ଵ ଧର୍ମମତ ଉତ୍କଳ ଓ ବଙ୍ଗଦେଶରେ ପ୍ରଚାର କରିଥିଲେ । ଏହି ଧର୍ମର ମୂଳତତ୍ତ୍ଵ ହେଲା ପ୍ରେମ ଓ ଭଗବାନ [[କୃଷ୍ଣ|ଶ୍ରୀକୃଷ୍ଣ]]ଙ୍କ ଠାରେ ଗଭୀର ଭକ୍ତି । ସେ ଜାତିଧର୍ମନିର୍ବିଶେଷରେ ଶିଷ୍ୟ ଗ୍ରହଣ କରୁଥିଲେ । ତାଙ୍କର ମୁସଲମାନ ଶିଷ୍ୟ ହରିଦାସ ଯବନ ହରିଦାସ ନାମରେ ପ୍ରସିଦ୍ଧ ଲାଭ କରିଥିଲେ । ଉତ୍କଳ ଓ ବଙ୍ଗର ହିନ୍ଦୁସମାଜ ତାଙ୍କ ଧର୍ମମତ ପ୍ରଚାରଦ୍ଵାରା ବିଶେଷ ଭାବରେ ପ୍ରଭାବିତ ହେଇଥିଲା ।<ref>http://www.britannica.com/EBchecked/topic/88600/Chaitanya-movement</ref><ref>http://www.scsmath.com/docs/chaitanya_mahaprabhu.html</ref>
== ଆଧାର ==
{{ଆଧାର}}
 
== ବାହାର ତଥ୍ୟ ==
* [http://www.gaudiya.com/ Gaudiya Vaishnavism - The Tradition of Chaitanya]
* [http://www.krishna.com/ Krishna.com] "All about Krishna." Teachings, history, art, MP3s.
* [http://www.bbt.info/ Bhaktivedanta Book Trust] Website containing information about books authored by A. C. Bhaktivedanta Swami Prabhupada
* [http://www.salagram.net/parishad43.htm Sri Chaitanya Mahaprabhu: His Life and Precepts]
* [http://lordcaitanya.com/en1 The Teachings of Lord Chaitanya] Online Book
* [http://srimadbhagavatam.com/11/5/32/en1 Srimad Bhagavatam 11.5.32] A Verse from the Bhagavata Purana, which refers to Chaitanya Mahaprabhu
* [http://veda.harekrsna.cz/encyclopedia/caitanya.htm Scriptural Statements/Predictions regarding Caitanya Mahaprabhu's birth]
* [http://caitanyacaritamrta.com/introduction/en1 Chaitanya Charitamrta Online] Biography
* [http://veda.harekrsna.cz/encyclopedia/parampara2.htm#22 List of biographical works and other sources]
* [http://scsmath.com/docs/golden_volc_excrpt-tragedy.html Golden Volcano — A Tragedy of Separation] The Golden Volcano of Divine Love (by Srila B.R. Sridhar Maharaj)
* [http://hpb.narod.ru/SreeChaitanyaHWBM.html Lord Gouranga and His Message of Devotion] (theosophical.ca)
* [http://www.kamat.com/umbrella/chaitanya.htm Chaitanya Mahaprabhu] By Mahashakti Dasa
* [http://dlshq.org/saints/gauranga.htm Lord Gauranga] – biography by [[Swami Sivananda]]
* [http://www.sriharidasniwas.org/ Traditional Sanskrit scholars of Gaudiya Vaishnavism] The center in Vrindavan for traditional Sanskrit studies pertaining to Sri Chaitanya Mahaprabhu
{{ଜଗନ୍ନାଥ}}
{{ହିନ୍ଦୁ ଧର୍ମ}}
{{ମୁଣ୍ଡିଆ}}
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
 
[[ଶ୍ରେଣୀ:୧୪୮୬ ଜନ୍ମ]]
[[ଶ୍ରେଣୀ:୧୫୩୪ ମୃତ୍ୟୁ]]
"https://or.wikipedia.org/wiki/ଚୈତନ୍ୟ"ରୁ ଅଣାଯାଇଅଛି