"ଗୋଦାବରୀଶ ମିଶ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
EmausBot (ଆଲୋଚନା | ଅବଦାନ)
ଟିକେ r2.7.2+) (Robot: Modifying en:Godavaris Mishra to en:Godabarish Mishra
ଟିକେ ରୋବଟ୍‌: ପ୍ରସାଧନ ବଦଳ
୩୮ କ ଧାଡ଼ି:
''ପଣ୍ଡିତ ଗୋଦାବରୀଶ ମିଶ୍ର'' ଶ୍ରୀନିବାସପୁର ଶାସନ, ବାଣପୁର, [[ପୁରୀ ଜିଲ୍ଲା|ପୁରୀରେ]]<ref>http://www.shreekhetra.com/legend.html</ref> ଜନ୍ମିତ ଜଣେ ଜଣାଶୁଣା [[ଓଡ଼ିଆ ଭାଷା|ଓଡ଼ିଆ]] କବି, ଗାଳ୍ପିକ ଓ ନାଟ୍ୟକାର ।
 
== ରଚନାବଳୀ ==
ଓଡ଼ିଆ ସାହିତ୍ୟରେ ସେ ପ୍ରଥମ ଗାଥା କବିତାର ଜନକ । ସେ 'ଘଟାନ୍ତର', 'ଅଭାଗିନୀ', 'ଅଠର ଶହ ସତର'ଓ 'ନିବାସିତ' ଉପନ୍ୟାସର ବରେଣ୍ୟ ସ୍ରଷ୍ଟା । ତାଙ୍କର ଅଭାଗିନୀ ଉପନ୍ୟାସ ୧୯୧୨ ମସିହାରେ ପ୍ରଥମେ ପ୍ରକାଶିତ । ଅନ୍ୟ ଉପନ୍ୟାସଗୁଡିକ ୧୯୪୦ ମସିହାରୁ ୧୯୫୧ ମଧ୍ୟରେ ଆତ୍ମପ୍ରକାଶିତ ।
=== ଗାଥା କବିତା ସଙ୍କଳନ ===
* ଆଲେଖିକା
==== ଗାଥା କବିତା ====
* କାଳିଜାଈ
* ଅଭିରାମ ସିଂହ
* ଧରଣୀଧର
==== ଗୀତି କବିତା ====
* କାଶୀଯାତ୍ରୀ
* ନିଦାଘ ସରସୀ
୫୨ କ ଧାଡ଼ି:
* ସକାଳ
 
=== ଉପନ୍ୟାସ ===
* ଘଟାନ୍ତର
* ଅଭାଗିନୀ (ର ଛାୟାରେ ଲିଖିତ "ହିଉଗୋ"ଙ୍କ ଲେସ ମିଜଏରାବିଲିସ (Les Miserables)ର ଓଡ଼ିଆରେ ରୂପାନ୍ତର)<ref>[http://www.press.uottawa.ca/book/changing-the-terms Changing the Terms, Translating in the Postcolonial Era]. ''Sherry Simon and Paul St-Pierre''. 272 pages . 6 x 9 ISBN 978-0-7766-0524-1 (November 2000)</ref>
* ୧୮୧୭
=== ନାଟକ ===
* ପୁରୁଷୋତ୍ତମ ଦେବ
* ମୁକୁନ୍ଦଦେବ
=== ଆତ୍ମଜୀବନି ===
ଅର୍ଦ୍ଧ ଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋ ସ୍ଥାନ
 
== ସମ୍ମାନ ଓ ପୁରସ୍କାର ==
* [[କେନ୍ଦ୍ର ସାହିତ୍ୟ ଏକାଡେମି]] ପୁରସ୍କାର (ମରଣୋତ୍ତର)
 
== ଆଧାର ==
{{ଆଧାର}}
== ଅଧିକ ତଥ୍ୟ ==
* [http://www.123orissa.com/person/person.asp?sno=26&cat=p 123orissa.com: PUNDIT GODABARISH MISHRA]
{{ଓଡ଼ିଆ ସାହିତ୍ୟ}}