"ଗୋଆ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ବାହାର ତଥ୍ୟ, ସଜାଣି
ଟିକେ ରୋବଟ୍‌: ପ୍ରସାଧନ ବଦଳ
୬୯ କ ଧାଡ଼ି:
}}
'ଗୋଆ' [[ଭାରତ]]ର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ ଏକ [[ଭାରତର ରାଜ୍ୟ|ରାଜ୍ୟ]] । କ୍ଷେତ୍ରଫଳ ହିସାବରେ ଏହା [[ଭାରତ]]ର କ୍ଷୁଦ୍ରତମ ତଥା ଜନସଂଖ୍ୟା ହିସାବରେ ଏହା [[ଭାରତ]]ର ଚତୁର୍ଥ କ୍ଷୁଦ୍ର [[ଭାରତର ରାଜ୍ୟ|ରାଜ୍ୟ]] । ଆରବ ସାଗର କୁଳରେ ଥିବା ଏହି [[ଭାରତର ରାଜ୍ୟ|ରାଜ୍ୟ]]କୁ ଉତ୍ତରଦିଗରେ [[ମହାରାଷ୍ଟ୍ର]], ପୂର୍ବ ଓ ଦକ୍ଷିଣ ଦିଗରେ [[କର୍ଣ୍ଣାଟକ]] ଘେରି ରହିଛି । ଗୋଆ ଭାରତର ସବୁଠାରୁ ଧନୀ [[ଭାରତର ରାଜ୍ୟ|ରାଜ୍ୟ]] । ଏହାର ମୋଟ ଘରୋଇ ଉତ୍ପାଦ (ଜି. ଡ଼ି. ପି.) ଦେଶର ଜି. ଡ଼ି. ପି.ର ଅଢେଇଗୁଣ ଅଧିକ। । ୧୧ଶ ବିତ୍ତ କମିଶନ ଗୋଆକୁ ଭିତ୍ତିଭୂମି ପାଇଁ ସବୁଠୁ ଭଲ [[ଭାରତର ରାଜ୍ୟ|ରାଜ୍ୟ]] ଭାବେ ଗଣନା କରିଛନ୍ତି । [[ପାଣାଜୀ|ପାନାଜି ବା ପାଞ୍ଜିମ]] ଗୋଆର ରାଜଧାନୀ ଆଟେ । ପ୍ରାୟ ୪୫୦ବର୍ଷ ଧରି ଗୋଆ ପର୍ତ୍ତୁଗୀଜ କଲୋନୀ ରହି ଆସିଥିଲା । ୧୯୬୧ ମସିହାରେ ଏହା [[ଭାରତ]]ବର୍ଷ ସାଙ୍ଗରେ ଯୋଗ କରାଗଲା । ଗୋଆ ରାଜ୍ୟ ଏହାର ବେଳାଭୂମି, ବିଶ୍ଵବିଖ୍ୟାତ ଗୀର୍ଜାଘର, ଭରପୁର ଖଣିଜ ପଦାର୍ଥ ଓ ସବୁଜ ପଶ୍ଚିମଘାଟ ପର୍ବତ ମାଳା ପାଇଁ ପ୍ରସିଦ୍ଧ ଅଟେ ।
== ଭୂଗୋଳ ==
==ଇତିହାସ==
== ଭାଷା ଓ ସାହିତ୍ୟ ==
==ଆଧାର==
{{ଆଧାର}}
== ବାହାର ତଥ୍ୟ ==
{{Commons category|Goa}}
{{Sister project links|Goa}}
୮୫ କ ଧାଡ଼ି:
{{ମୁଣ୍ଡିଆ}}
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
 
 
[[ଶ୍ରେଣୀ:ରାଜ୍ୟ]]
"https://or.wikipedia.org/wiki/ଗୋଆ"ରୁ ଅଣାଯାଇଅଛି