"ଗୁରୁ ନାନକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
EmausBot (ଆଲୋଚନା | ଅବଦାନ)
ଟିକେ r2.7.2+) (Robot: Modifying fr:Gurû Nanak to fr:Gurū Nanak
ଟିକେ ରୋବଟ୍‌: ପ୍ରସାଧନ ବଦଳ
୫ କ ଧାଡ଼ି:
|caption = A rare [[Tanjore painting|Tanjore]] style painting from the late 19th century depicting the ten [[Sikh Gurus]].<br /> Guru Nanak is in the centre.
|birth_date = 15 April 1469
|birth_place = [[Nankana Sahib]]<br /><small>(now in [[Punjab, Pakistan]])</small>
|death_date = 22 September 1539
|death_cause =
|resting_place= [[Kartarpur, Pakistan|Kartarpur]]<br /><small>(undivided India, now in [[Pakistan]])</small>
|ethnicity = [[ପଞ୍ଜାବୀ ଭାଷା|ପଞ୍ଜାବୀ]]
|nationality =
୧୬ କ ଧାଡ଼ି:
 
'''ଗୁରୁ ନାନକ''' [[ଲାହୋର]] ନିକଟବର୍ତ୍ତୀ ଏକ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ସେ ଅଲ୍ପ ବୟସରେ ସଂସାର ତ୍ୟାଗ କରି ଧର୍ମଜ୍ଞାନ ଲାଭ ନିମିତ୍ତ [[ଭାରତ]]ର ନାନା ସ୍ଥାନ ପରିଦର୍ଶନ କରିଥିଲେ । କଥିତ ଅଛି, ସେ [[ଇସଲାସ ଧର୍ମ]]ର ମୂଳତତ୍ତ୍ଵ ଅବଗତ ହେବା ନିମିତ୍ତ ସୁଦୂର [[ମକ୍କା]] ଓ [[ବାଗଦାଦ]]କୁ ଯାତ୍ରା କରିଥିଲେ । ଶେଷ ଜୀବନରେ ସେ [[ପଞ୍ଜାବ]]ର କର୍ତ୍ତତପୁର ନାମକ ସ୍ଥାନରେ ଅବସ୍ଥାନ କରି ସ୍ଵ ଧର୍ମମତ ପ୍ରଚାର କରିଥିଲେ । ୧୫୩୮ ଖ୍ରୀଷ୍ଟାବ୍ଦରେ ଦେହ ତ୍ୟାଗ କରିଥିଲେ । <ref>http://www.biographybase.com/biography/Nanak_Guru.html</ref>
== ପ୍ରାଥମିକ ଜୀବନ ==
==ଧର୍ମ ପ୍ରଚାର==
[[ହିନ୍ଦୁ]] ଓ [[ଇସଲାମ ଧର୍ମ|ଇସଲାମ]]ର ମୌଳିକ ସତ୍ୟଗୁଡିକ ଏକତ୍ର କରି ସେ [[ଶିଖ ଧର୍ମ|ଶିଖ]] ନାମକ ନୂତନ ଧର୍ମ ପ୍ରଚାର କରିଥିଲେ । ଏହାର ମୂଳତତ୍ତ୍ଵ ହେଲା ହିନ୍ଦୁ ଓ ମୁସଲମାନ ମାନେ ଅଭିନ୍ନ ଏବଂ ଇଶ୍ଵର ଏକ ଓ ଇଶ୍ଵରପ୍ରେମ ହିଁ ମୋକ୍ଷଲାଭର ଏକମାତ୍ର ଉପାୟ । <ref>http://www.preservearticles.com/201012301993/guru-nanak-biography.html</ref>ନାମ (ଈଶ୍ଵର ନାମକୀର୍ତ୍ତନ) , ଦାନ ଓ ସ୍ନାନ ଶିଖ ଧର୍ମର ସାରମର୍ମ । ଉଭୟ ହିନ୍ଦୁ ଓ ମୁସଲମାନ ଉକ୍ତ ଧର୍ମରେ ଦୀକ୍ଷିତ ହୋଇଥିଲେ । <ref>http://www.thecolorsofindia.com/nanak/index.html</ref>
== ଆଧାର ==
{{ଆଧାର}}
== ବାହାର ତଥ୍ୟ ==
* [http://www.srigurunanaksahib.org Guru Nanak Dev Ji]
* [http://www.singhsahib.com/guru_nanak_dev_ji.php First Sikh Guru Nanak Dev Ji]
* {{cite web |url=http://www.globalsikhstudies.net/pdf/janamsakhi.pdf |title=Janamsakhi Tradition - An Analaytical Study |first=Kirpal |last=Singh |year=First edition March 2004 |publisher=globalsikhstudies.net |accessdate=29 November 2010 }}
* [http://www.kamat.com/indica/faiths/bhakti/nanak.htm Guru Nanak by Jyotsna Kamat]
* http://www.youtube.com/user/GAGANJAKHU#p/u/14/MdPutY2H3ko
* http://www.sikhnugget.com/2010/09/new-documentary-on-guru-nanak.html
୩୨ କ ଧାଡ଼ି:
 
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
 
[[ଶ୍ରେଣୀ:ଧର୍ମ ପ୍ରଚାରକ]]
[[ଶ୍ରେଣୀ:ଶିଖ ଗୁରୁ]]