"କ୍ଷୀରୋଦ ଚନ୍ଦ୍ର ପୋଥାଳ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ରୋବଟ୍‌: ପ୍ରସାଧନ ବଦଳ
୪୪ କ ଧାଡ଼ି:
୧୫ ଜାନୁଆରୀ ୨୦୧୨, [[ରବିବାର]], ପବିତ୍ର [[ମକର ସଂକ୍ରାନ୍ତି]] ତିଥିରେ କଟକ [[ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ|ବଡ଼ଡାକ୍ତରଖାନା]]ରେ ସେ ଦେହତ୍ୟାଗ କରିଥିଲେ ୤
 
== ସାହିତ୍ୟ ସର୍ଜନା ==
* ଗାଁ ମାଟି ମୋର ହସେରେ
* ଅକଲ ମକଲ ଟକଲ ଟିଆଁ
* ହସପସରା
* ହସ ରାଇଜରେ ମୁନା
୫୨ କ ଧାଡ଼ି:
* ସାବାସ ନାନୀ
* ଗପ ଗୋଲାପ
* ମୋ କଥା ମୋ କବିତା
* ମନ ହୁଏ ମୋର ହେବାକୁ ମୀନା
 
== ପୁରସ୍କାର ଓ ସମ୍ମାନ ==
* ୨୦୦୭: ସାହିତ୍ୟଶ୍ରୀ (ବୈକୁଣ୍ଠନାଥ ସ୍ମୃତି ସଂସଦ)
* ୨୦୦୬: ଭକ୍ତ ସାଲବେଗ ସମ୍ମାନ (ଭକ୍ତସାଲବେଗ ସାଂସ୍କୃତିକ ପରିଷଦ, ପୁରୀ)
* ୨୦୦୨: ବିଷୁବ ପୁରସ୍କାର (ପ୍ରଜାତନ୍ତ୍ର ପ୍ରଚାର ସମିତି)
* ୨୦୦୧: ରାମକୃଷ୍ଣ ନନ୍ଦ ସ୍ମୃତି ପୁରସ୍କାର ([[ଉତ୍କଳ ସାହିତ୍ୟ ସମାଜ]])
* ୧୯୯୯: ହରେକୃଷ୍ଣ ସ୍ମୃତି ପୁରସ୍କାର (ଫକୀର ମୋହନ ସାହିତ୍ୟ ପରିଷଦ)
* ୧୯୯୧: ରାଜ୍ୟ ଶିଶୁ ସାହିତ୍ୟ ସମିତି (ବହି: ସାବସ ନନୀ)
* ୧୯୮୮: ପଣ୍ଡିତ ଉପେନ୍ଦ୍ର ତ୍ରିପାଠୀ ପୁରସ୍କାର (ଗୋକର୍ଣ୍ଣିକା ସାହିତ୍ୟ ସମାଜ ଧର୍ମଶାଳା)
* ୧୯୮୬: ଓଡିଶା ସାହିତ୍ୟ ଏକାଡେମୀ (ବହି: ମନ ହୁଏ ମୋର ହେବାକୁ ମୀନା)
* ୧୯୭୮: ମୀନାବଜାର ପୁରସ୍କାର
* ୧୯୭୩: ରାଜ୍ୟ ଶିକ୍ଷା ସମ୍ମାନ (ରାଜ୍ୟ ଗଣଶିକ୍ଷା ବିଭାଗ (ବହି: ଗାଁ ମାଟି ମୋର ହସେରେ))
 
== ଆଧାର ==
{{ଆଧାର}}
 
{{ଓଡ଼ିଆ ସାହିତ୍ୟ}}
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ଲେଖା-->
 
[[ଶ୍ରେଣୀ:ଓଡ଼ିଆ ସାହିତ୍ୟ]]
[[ଶ୍ରେଣୀ:୧୯୩୯ ଜନ୍ମ]]
[[ଶ୍ରେଣୀ:୨୦୧୨ ମୃତ୍ୟୁ]]
[[ଶ୍ରେଣୀ:ଓଡ଼ିଆ ଶିଶୁ ସାହିତ୍ୟ]]
 
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ଲେଖା-->