"କୋରାଖଇ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟିକେ ରୋବଟ୍‌: ପ୍ରସାଧନ ବଦଳ
୧୭ କ ଧାଡ଼ି:
'''{{PAGENAME}}''' ଏକ [[ଓଡ଼ିଆ ଖାଦ୍ୟ]] ଯାହା [[ଖଇ]], [[ଗୁଡ଼]] ଓ [[ନଡ଼ିଆ]]ରୁ ତିଆରି କରାଯାଇଥାଏ । [[ଓଡ଼ିଶା]] ର [[ରାଜଧାନୀ]] [[ଭୁବନେଶ୍ଵର]] ଏହି ଖାଦ୍ୟ ପାଇଁ ଜଣାଶୁଣା । [[ଓଡ଼ିଶା]]ର ମନ୍ଦିର ମାନଙ୍କରେ ଏହା ଭୋଗ ଭାବରେ ମଧ୍ୟ ମିଳିଥାଏ । ମହାପ୍ରଭୁ [[ଲିଙ୍ଗରାଜ]]ଙ୍କୁ ଭକ୍ତ ମାନଙ୍କ ଦେଇ କୋରାଖଇ ଅର୍ପଣ କରାଯାଇଥାଏ ।<ref>[http://khordha.nic.in/lingaraj/lingaraj.htm LORD LINGARAJA, OFFERINGS]]</ref>
 
== ଉପାଦାନ ==
* [[ଖଇ]]
* [[ଗୁଡ଼]] ବା [[ଚିନି]]
* [[ନଡ଼ିଆ]]
* [[ଗୁଜୁରାତି]] [[ଅଳେଇଚ]]
 
== ତିଆରି ପ୍ରଣାଳୀ ==
''ରାସେଣି/ସିରା ତିଆରି'':
:ଏଥି ପାଇଁ [[ଗୁଡ଼]] ବା [[ଚିନି]]କୁ ଗରମ ପାଣିରେ ମିଳାଇ ବହଳିଆ ରାସେଣି ତିଆରି କରାଯାଇଥାଏ । ସେଥିରେ [[ଗୁଜୁରାତି]] [[ଅଳେଇଚ]] ଓ ଖଣ୍ଡ [[ନଡ଼ିଆ]] ମିଶାଯାଇଥାଏ ।
୨୯ କ ଧାଡ଼ି:
:କୋରା ବା କୋରାଖଇ ପାଇଁ ଏହି ରାସେଣିରେ ଖଇ ଗୋଳାଇ ଘଣ୍ଟାଯାଇଥାଏ ଯେମିତି ଏହା ସବୁ ଖଇ ସହ ଭଲଭାବରେ ଲାଗିଯିବ । ଏହା ପରେ ଏହି [[ଉଖୁଡ଼ା]]କୁ ହାତରେ ବା ଏକ ପାତ୍ର ସାହାଯ୍ୟରେ ଚାପି ବଡ଼ ବଡ଼ ଖଣ୍ଡ ତିଆରି କରାଯାଇଥାଏ ।
 
== ଆହୁରି ଦେଖନ୍ତୁ ==
* [[ପିଠା]]
* [[ଆରିସା ପିଠା]]
 
== ଆଧାର ==
{{reflist}}
 
{{ଓଡ଼ିଆ ଖାଦ୍ୟ}}
 
[[categoryଶ୍ରେଣୀ:ଖାଦ୍ୟ]]
[[ବିଭାଗଶ୍ରେଣୀ:ଓଡ଼ିଆ ରାନ୍ଧଣା]]
[[ବିଭାଗଶ୍ରେଣୀ:ଓଡ଼ିଆ ପିଠା]]
[[ବିଭାଗଶ୍ରେଣୀ:ପିଠା]]
"https://or.wikipedia.org/wiki/କୋରାଖଇ"ରୁ ଅଣାଯାଇଅଛି