"କେନ୍ଦ୍ରାପଡ଼ା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଯୋଗସୂତ୍ର ପେଡ଼ି
ଟିକେ ରୋବଟ୍‌: ପ୍ରସାଧନ ବଦଳ
୨୪ କ ଧାଡ଼ି:
'''କେନ୍ଦ୍ରାପଡ଼ା''' [[ଓଡ଼ିଶା]]ର [[କେନ୍ଦ୍ରାପଡ଼ା ଜିଲ୍ଲା]]ର ମୁଖ୍ୟ ପ୍ରଶାସନିକ ସହର ।
 
== ଭୌଗଳିକ ସ୍ଥିତି ==
[[ଫାଇଲ:Baladevjew Temple, Ichhapur, Kendrapara district, Odisha..JPG|thumb|କେନ୍ଦ୍ରାପଡାରେ ଥିବା ବଳଦେବଜୀଉ ମନ୍ଦିର]]
ଏହି ଜିଲ୍ଲାର [[ଭୌଗଳିକ ଦିଗବାରେଣି]]: {{Coord|20.50|N|86.42|E|}} । ଏହି ଜିଲ୍ଲା ସମୁଦ୍ର ପତ୍ତନ ଠାରୁ {{m to ft|13|m|abbr=on}} ଉଚ୍ଚତାରେ ଅଛି I [[ଭଦ୍ରକ ଜିଲ୍ଲା|ଭଦ୍ରକ]], [[ଯାଜପୁର ଜିଲ୍ଲା|ଯାଜପୁର]], [[କଟକ ଜିଲ୍ଲା|କଟକ]] ଓ [[ଜଗତସିଂହପୁର ଜିଲ୍ଲା|ଜଗତସିଂହପୁର]] ଜିଲ୍ଲାସବୁ କେନ୍ଦ୍ରାପଡ଼ାର ଚାରିପାଖରେ ବେଢ଼ି ରହିଛନ୍ତି । ପୂର୍ବରେ [[ବଙ୍ଗୋପସାଗର]] ଏହାର ଏକ ଭାଗରେ ରହିଛି ।
=== ମୁଖ୍ୟ ନଦୀ ===
[[ମହାନଦୀ]]ର ଏକ ଶାଖା ନଇ ଲୁଣା ନଇ ଏହା ବାହାରେ ବହୁଅଛି ।
== ଯୋଗାଯୋଗ ଓ ପରିବହନ ==
କେନ୍ଦ୍ରପଡ଼ା ସହରଟି ରାଜଧାନୀ [[ଭୁବନେଶ୍ଵର]]ଠାରୁ ପ୍ରାୟ ୭୫ କି.ମି. ଦୂରରେ ଅବସ୍ଥିତ । ପାଖାପାଖି ରେଳ ଷ୍ଟେସନ ହେଉଛି କଟକ ଓ ରାହାମ ।
== ସଂସ୍କୃତି ଏବଂ ପରମ୍ପରା ==
== ଦର୍ଶନୀୟ ସ୍ଥାନ ==
* [[ବଳଦେବଜୀଉ ମନ୍ଦିର]]
== ଆଧାର ==
{{ଆଧାର}}
 
୪୦ କ ଧାଡ଼ି:
{{ଓଡ଼ିଶାର ସହର}}
{{ଓଡ଼ିଶା}}
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
 
[[ଶ୍ରେଣୀ:ସହର]]
Line ୪୫ ⟶ ୪୬:
[[ଶ୍ରେଣୀ:ଓଡ଼ିଶାର ସହର ଓ ନଗର]]
 
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
[[bn:কেন্দ্রপাড়া]]
[[bpy:কেন্দ্রপাড়া]]