"ଉର୍ଦ୍ଦୁ ଭାଷା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
- ତିଆରି ଚାଲିଛି
ଟିକେ ରୋବଟ୍‌: ପ୍ରସାଧନ ବଦଳ
୬ କ ଧାଡ଼ି:
|image=URDUARAB.PNG
|imagesize=50px
|imagecaption='''Urdu''' in [[Persian alphabet|Perso-Arabic]] script <br />([[Nastaʿlīq script|Nastaʿlīq]] style)
|states= [[Pakistan]], [[India]]
|region =
|speakers = 66 million
|date = 2007
|ref = <ref>[[Nationalencyklopedin]] "Världens 100 största språk 2007" The World's 100 Largest Languages in 2007</ref>
|speakers2=[[Hindi-Urdu]]: 490 million<ref>This is the number who understand Urdu, which means Hindi speakers too.{{cite web|url=http://www.bbc.co.uk/languages/other/guide/urdu/steps.shtml |title=A Guide to Urdu |publisher=BBC |date= |accessdate=2012-01-31}}</ref>
|familycolor=Indo-European
୨୩ କ ଧାଡ଼ି:
|nation={{flag|Pakistan}}<br />{{flag|India}} (states of [[Jammu and Kashmir]], [[Andhra Pradesh]], [[Uttar Pradesh]], [[Delhi]])
|agency=[[National Language Authority]] (Pakistan);<br /> [[National Council for Promotion of Urdu Language]]<ref>{{cite web|url=http://www.urducouncil.nic.in/ |title=National Council for Promotion of Urdu Language |publisher=Urducouncil.nic.in |date= |accessdate=2011-12-18}}</ref> (India)
|iso1=ur|iso2=urd|iso3=urd|lingua=59-AAF-q (with Hindi,<br />including 58 varieties: 59-AAF-qaa to 59-AAF-qil)
|map=Urdu_official-language_areas.png
|mapcaption={{legend|#FFCC2E|Areas where Urdu is official or coofficial}}
୩୦ କ ଧାଡ଼ି:
}}
 
'''ଉର୍ଦ୍ଦୁ ଭାଷା''' [[ଭାରତ]] ଓ [[ପାକିସ୍ଥାନ]] ଉଭୟ ଦେଶରେ ସ୍ଵୀକୃତି ପ୍ରାପ୍ତ ଏକ ସରକାରୀ ଭାଷା । ଏହାର ଶବ୍ଦକୋଷ ପାରସୀ ଭାଷା, ଆରବୀ ଭାଷା ଓ ଟର୍କିସ ଭାଷା ଦ୍ଵାରା ବିକଶିତ ହୋଇଅଛି । ମୋଗଲ ସାମ୍ରାଜ୍ୟ ସମୟରେ ୧୫୨୬- ୧୮୫୮ ସମୟମଧୟରେ ଦକ୍ଷିଣ [[ଏସିଆ]]ରେ ଏହାର ବିକାଶ ହୋଇଥିଲା ।
== ଇତିହାସ ==
==ଭାଷାର ସୃଷ୍ଟି==
ମୁସଲମାନ ଶାସକ ଓ ଧର୍ମପ୍ରଚାରକମାନେ କାଳକ୍ରମେ ହିନ୍ଦୁମାନଙ୍କ [[ଯୋଗ]] ଓ [[ବେଦାନ୍ତ]] ପ୍ରଭୃତି ଦର୍ଶନଶାସ୍ତ୍ର, ଚିକିତ୍ସାଶାସ୍ତ୍ର ଓ ଜ୍ୟୋତିଷଶାସ୍ତ୍ର ଅଦ୍ଦ୍ୟୟନ ପ୍ରତି ଆକୃଷ୍ଟ ହୋଇଥିଲେ । ଏ ଯୁଗର ଶ୍ରେଷ୍ଠ ଫାର୍ସୀକବି ଅମିର ଖସ୍ରୁ ଭାରତୀୟ କାବ୍ୟ ଅନୁସରଣରେ କାବ୍ୟ ରଚନା କରିଥିଲେ । ଉତ୍ତର ଭାରତର ବହୁପ୍ରଚଳିତ [[ହିନ୍ଦୀ ଭାଷା]] ଓ ମୁସଲମାନ ସୁଲତାନମାନଙ୍କ ପୃଷ୍ଠପୋଷକତା ଲାଭ କରୁଥିବା ଫାର୍ସୀଭାଷାର ସମ୍ମିଶ୍ରଣରେ ସେଯୁଗରେ '''ଉର୍ଦ୍ଦୁ''' ନାମକ ଏକ ନୂତନ ଭାଷା ଉତ୍ପତ୍ତି ଘଟିଥିଲା । ଏହାହିଁ ଭାରତୀୟ ମୁସଲମାନଙ୍କର ପ୍ରଧାନ ଭାଷାରେ ପରିଣତ ହେଲା ଓ ପରବର୍ତ୍ତୀ କାଳରେ ଏଥିରେ ବହୁ ପୁସ୍ତକ ରଚିତ ହୋଇଥିଲା ।
 
== ଆଧାର ==
{{ଆଧାର}}
== ବାହାର ତଥ୍ୟ ==
* [http://apps.facebook.com/urduunicode/ UrduUnicode]
* [http://www.theurdulanguage.com History of Urdu] (Urdu Site)
{{Languages of India}}
{{ମୁଣ୍ଡିଆ}}