"ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଆଧାର
ଟିକେ ରୋବଟ୍‌: ପ୍ରସାଧନ ବଦଳ
୧୮ କ ଧାଡ଼ି:
}}
 
ଓଡିଶାର କଳା ଓ ସଂସ୍କୃତିର ପ୍ରଚାର, ପ୍ରସାର, ସଂରକ୍ଷଣ ଓ ଅନୁସନ୍ଧାନର ଆବଶ୍ୟକତାକୁ ଦୃଷ୍ଟିରେ ରଖି, ୧୯୯୯ ମସିହାରେ, ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟର ସ୍ଥାପନା କରାଯାଇଥିଲା ।<ref name="GuptaKumar2006">{{cite book|author1=Ameeta Gupta|author2=Ashish Kumar|title=Handbook of Universities|url=http://books.google.com/books?id=Rs-jsaPenxYC&pg=PA852|accessdate=26 September 2012|year=2006|publisher=Atlantic Publishers & Dist|isbn=978-81-269-0608-6|pages=852–}}</ref><ref name="Bhargava2006">{{cite book|author=S. C. Bhatt, Gopal K. Bhargava|title=Land and People of Indian States and Union Territories: In 36 Volumes. Orissa|url=http://books.google.com/books?id=iDsORXsjZ5QC&pg=PA215|accessdate=26 September 2012|year=2006|publisher=Gyan Publishing House|isbn=978-81-7835-377-7|pages=215–}}</ref><ref name="Universities2006">{{cite book|author=Association of Indian Universities|title=Universities handbook|url=http://books.google.com/books?id=o10lAQAAIAAJ|accessdate=26 September 2012|year=2006|publisher=Association of Indian Universities|page=1265}}</ref> କଳା ଓ ସଂସ୍କୃତିକୁ ପ୍ରାଧାନ୍ୟ ଦେଇ ଗଠନ କରାଯାଇଥିବା ଦେଶରେ ଏହା ପ୍ରଥମ ଓ ଏକମାତ୍ର ବିଶ୍ଵବିଦ୍ୟାଳୟ ।<ref name="DasSamsad2003">{{cite book|author1=Harish Chandra Das|author2=State Level Vyasakabi Fakir Mohan Smruti Samsad|title=The cultural heritage of Khurda|url=http://books.google.com/books?id=BxRuAAAAMAAJ|accessdate=26 September 2012|year=2003|publisher=State Level Vyasakabi Fakir Mohan Smruti Samsad|page=440}}</ref> ଏହି ବିଶ୍ଵବିଦ୍ୟାଳୟ ସହ ୪ଟି ସରକାରୀ ଶିକ୍ଷା ଅନୁଷ୍ଠାନ ଓ ୩୮ଟି ଘରୋଇ ଶିକ୍ଷା ଅନୁଷ୍ଠାନ ଅନୁବନ୍ଧିତ ଅଛନ୍ତି । ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟ ତଥା ଏହାର ଅନୁବନ୍ଧିତ ଅନୁଷ୍ଠାନ ମାଧ୍ୟମରେ କଳା ଓ ସଂସ୍କୃତିର ବିଭିନ୍ନ ବିଭାଗରେ ଶିକ୍ଷାଦାନ କରାଯାଇଥାଏ । <ref>http://www.orissalinks.com/archives/4927</ref> ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟ ଅପେକ୍ଷାକୃତ ଏକ ନୂତନ ବିଶ୍ଵବିଦ୍ୟାଳୟ ହୋଇଥିଲେ ମଧ୍ୟ, ଓଡିଶାର କଳା ଓ ସଂସ୍କୃତିର ପ୍ରଚାର ଓ ପ୍ରସାର କ୍ଷେତ୍ରରେ ବଳିଷ୍ଠ ଅବଦାନ ଦେଇପାରିଛି ।<ref>http://www.news4education.com/article.php?id=1499</ref>
 
== ଆଧାର ==