"ଆଣ୍ଡ୍ରଏଡ଼" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ r2.7.3) (Robot: Adding mn:Андройд (үйлдлийн систем)
ଟିକେ ରୋବଟ୍‌: ପ୍ରସାଧନ ବଦଳ
୨୬ କ ଧାଡ଼ି:
| website = {{URL|http://www.android.com/}}
}}
ଆଣ୍ଡ୍ରଏଡ ଅଥବା ଆନ୍ଦ୍ରଏଡ (IPA:/ˈændrɔɪd/)[[ଲିନକ୍ସ]] ଉପରେ ଆଧାରିତ ଏକ ମୋବାଇଲ [[ସଫ୍ଟୱେର]] । ଏହାକୁ ମୂଖ୍ୟତଃ ସ୍ମାର୍ଟଫୋନ ଏବଂ ଟାବଲେଟ କମ୍ପ୍ୟୁଟର ଇତ୍ୟାଦିକୁ ସଂଚାଳନ କରିବାରେ ଉପଯୋଗ କରାଯାଇଥାଏ । ଏହାର ବିକାଶ ମୂଳରୁପରେ ୨୦୦୫ ମସିହାରେ [[ଗୁଗଲ|ଗୁଗୁଲ]] କରିଥିଲା ଏବଂ ତା ପରେ ୨୦୦୭ ରେ ଓପନ ହାଣ୍ଡସେଟ [[ଆଲାଏନ୍ସ]] ଏହାକୁ ଆଗକୁ ବଢାଇଥିଲା ।
== ଇତିହାସ ==
[[ଫାଇଲ:G1, Nexus One, Nexus S, Galaxy Nexus.jpg|thumb|ଆଧୁନିକ ଆଣ୍ଡ୍ରଏଡ]]
ଯୁକ୍ତରାଷ୍ଟ୍ର ଆମେରିକାର କାଲିଫର୍ଣ୍ଣିଆରେ ଥିବା ପାଲୋ ଅଲ୍ଟୋ ଠାରେ ଆଣ୍ଡ୍ରଏଡ, Inc.ର ଉତ୍ପତ୍ତି ହେଇଥିଲା ।
ଏହା ପ୍ରଥମେ 1.3 ସଂସ୍କରଣ ରେ ବାହାରିଥିଲା ଜାହାକି ଲୋକଙ୍କ ମନକୁ ପସନ୍ଦ ଆସିଥିଲା । ପରେ ଏହାର ବିଭିନ୍ନ ସଂସ୍କରଣ ବାହାରିଲା ।
* ''' ୨.୨ ଫ୍ରୋୟୋ '''
* ''' ୨.୩ ଜିଙ୍ଗରବ୍ରେଡ '''
* '''୩.୦ ହନିକମ୍ବ'''
* '''୩.୧ ହନିକମ୍ବ''',
* '''୩.୨ହନିକମ୍ବ''',
* '''୪.୦ ଆଇସ କ୍ରିମ-ସାଣ୍ଡଵିଚ''',
== ବିଶେଷତ୍ଵ ==
* ହ୍ୟାଣ୍ଡସଟ ଲେ-ଆଉଟ
* କନେକଟିଭିଟି
* ମେସେଜ
* ଏକରୁ ଅଧିକ ଭାଷା
* ୱେବ ବ୍ରାଉଜର
* ଜାଭା ସ୍କ୍ରିପ୍ଟ
* ମିଡିଆ ସପୋର୍ଟ
* ଷ୍ଟ୍ରିମିଙ୍ଗ ମେଡିଆ ସପୋର୍ଟ
* ମଲ୍ଟି ଟଚ
* ବ୍ଲୁ-ଟୁଥ
* ଭିଡିଓ କଲିଙ୍ଗ
* ମଲ୍ଟି-ଟାସ୍କିଙ୍ଗ
* ଟେଥରିଙ୍ଗ
* ସ୍କ୍ରିନ କ୍ୟାପଚର
* ଏକ୍ସଟ୍ରନାଲ ମେମୋରି ଷ୍ଟୋରେଜ
 
== ଆଧାର ==