"ଆଉରଙ୍ଗଜେବ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ରୋବଟ୍‌: ପ୍ରସାଧନ ବଦଳ
୨ କ ଧାଡ଼ି:
{{ଛୋଟ| Aurangzeb}}
{{Infobox royalty
| name ='''ଆଉରଙ୍ଗଜେବ '''
Abul Muzaffar Muhi-ud-Din Muhammad Aurangzeb
| title=
| image = Aurangzeb T0000253 104.jpg
| imgw = 200px
| caption = Aurangzeb seated on the [[Peacock Throne]].
| succession = [[Fileଫାଇଲ:Flag of the Mughal Empire.svg|border|22x20px]] 6th [[Mughal Emperor]]
| reign = 31 July 1658 – 3 March 1707
| coronation = 15 June 1659 at [[Red Fort]], [[ଦିଲ୍ଲୀ]]
| predecessor = [[ଶାହଜାହାନ]]
| successor = [[ବାହାଦୁର ଶାହ I]]
| spouses = [[Rabia Durrani|Dilras Banu Begum]]
Nawab Raj Bai Begum
Aurangabadi Mahal
Udaipuri Mahal
| issue = [[Zeb-un-Nissa]]
Zinat-un-Nissa
[[Muhammad Azam Shah]]
Mehr-un-Nissa
[[Sultan Muhammad Akbar|Muhammad Akbar]]
Sultan Muhammad
[[Bahadur Shah I]]
Badr-un-Nissa
Zubdat-un-Nissa
Muhammad Kambaksh
| full name = Abul Muzaffar Muhi-ud-Din Muhammad Aurangzeb
୨୬ କ ଧାଡ଼ି:
| religion = [[ଇସଲାମ]]

'''ଆଉରଙ୍ଗଜେବ''' [[ଭାରତ]]ର ଜଣେ ମୋଗଲ ସମ୍ରାଟ ଓ [[ଶାହଜାହାନ]]ଙ୍କ ପୁତ୍ର ଥିଲେ । ପିତାଙ୍କୁ ବନ୍ଦୀ କରିବା ପରେ ଆଉରଙ୍ଗଜେବ ୧୬୫୮ ଖ୍ରୀଷ୍ଟାବ୍ଦରେ [[ଆଗ୍ରା]]ଠାରେ ସିଂହାସନ ଆରୋହଣ କରିଥିଲେ । <ref>http://www.preservearticles.com/201012302033/aurangzeb-biography.html</ref>୧୬୫୯ ରେ ସେ [[ଦିଲ୍ଲୀ]]ର ମହାସମାରୋହରେ ତାଙ୍କର ଅଭିଷେକ କରେଇ ନିଜକୁ ଆଲମଗିରି ବା '''ପୃଥିବୀ-ବିଜୟୀ''' ଉପାଧିରେ ଭୂଷିତ କରେଇଥିଲେ । <ref>http://www.gardenvisit.com/biography/aurangzeb</ref><ref>http://www.enotes.com/aurangzeb-reference/aurangzeb</ref>
== ସିଂହାସନ ଆରୋହଣ ==
==ରାଜତ୍ଵ==
ଆଉରଙ୍ଗଜେବଙ୍କର ରାଜତ୍ଵର ୫୦ବର୍ଷ ମଧ୍ୟରୁ ପ୍ରଥମାର୍ଦ୍ଧ ଉତ୍ତର ଭାରତରେ ସାମରିକ ଓ ବେସାମରିକ ବିଭାଗମାନଙ୍କର ଉନ୍ନତି କରାଇବାରେ କଟିଥିଲା । ତାଙ୍କର ରାଜତ୍ଵର ଦ୍ଵିତୀୟାର୍ଦ୍ଧ ଦାକ୍ଷିଣାତ୍ୟରେ ବିଜାପୁର ଓ [[ଗୋଲକୁଣ୍ଡା]]ର ଶାସକ ଓ ମହାରାଷ୍ଟ୍ରୀୟମାନଙ୍କ ସହିତ ସଂଘର୍ଷରେ କଟିଥିବାରୁ ଉତ୍ତର ଭାରତରେ ଶାସନ ଅବହେଳିତ ଓ ବିଶୃଙ୍ଖଳ ହୋଇଥିଲା । ତାନକ ସମୟରେ ମୋଗଲ ସାମ୍ରାଜ୍ୟର ଶକ୍ତି ଓ ସୀମା ବୃଦ୍ଧି ପାଇଥିଲେ ମଧ୍ୟ ମୋଗଲ ସାମ୍ରାଜ୍ୟର ପତନ ଆରମ୍ଭ ହୋଇଥିଲା ।

== ଧର୍ମ ନୀତି ==
ଆଉରଙ୍ଗଜେବ ନୈଷ୍ଠିକ ମୁସଲମାନ ଥିଲେ ମଧ୍ୟ ଅନ୍ୟ ଧର୍ମାବଲମ୍ବୀମାନଙ୍କ ପ୍ରତି ଅନୁଦାର ଥିଲେ । ସେ ରାଜନୀତିରେ ଧର୍ମକୁ ସଂଯୋଗ କରି ବଡ଼ ଭୁଲ କରିଥିଲେ । [[ଆକବର]]ଙ୍କର ଉଦାର ଧର୍ମନୀତି ବଦଳେଇ ସେ ଅନ୍ୟ ଧର୍ମାବଲମ୍ବୀଙ୍କ ପ୍ରତି ବଡ଼ କଠୋର ହୋଇପଡିଥିଲେ । ସେ [[ହିନ୍ଦୁ]] ମାନଙ୍କୁ ଘୃଣା କରୁଥିଲେ । ସେ ସୁନ୍ନି ମୁସଲମାନ ଥିଲେ । ତେଣୁ ସିହା ମୁସଲମାନଙ୍କୁ ଭଲ ପାଉନଥିଲେ । [[ଭାରତ]]ରେ ସୁନ୍ନି ମୁସଲମାନ ଧର୍ମ ପ୍ରତିଷ୍ଠା କରିବା ତାଙ୍କର ଲକ୍ଷ୍ୟ ଥିଲା । ସେ ଆକବରଙ୍କ ଉଦାର ହିନ୍ଦୁ ନୀତି ବଦଳେଇ ହିନ୍ଦୁମାନଙ୍କ ଉପରେ ନାନା ପ୍ରକାର ଅତ୍ୟାଚାର କରୁଥିଲେ । ତାଙ୍କ ଆଦେଶରେ [[କାଶୀ]], [[ମଥୁରା]] ଓ [[ଗୁଜରାଟ]]ର ବିଖ୍ୟାତ [[ହିନ୍ଦୁମନ୍ଦିର]]ମାନ ଭାଙ୍ଗି ଦିଆଯାଇଥିଲା । ହିନ୍ଦୁମାନେ ନୂଆ ମନ୍ଦିର ନିର୍ମାଣ କରି ପାରିବେ ନାହିଁ ଓ ପୁରାତନ ମନ୍ଦିର ମରାମତି କରିପାରିବେ ନାହିଁ ବୋଲି ଆଦେଶ ଜାରି କରିଥିଲେ ।<ref>http://www.indianetzone.com/47/religious_policies_aurangzeb.htm</ref> <ref>http://www.sscnet.ucla.edu/southasia/History/Mughals/Aurang2.html</ref>

== ରାଜ୍ୟ ବିସ୍ତାର ==
==ଆଧାର==
{{ଆଧାର}}
== ବାହାର ତଥ୍ୟ ==
{{Commons category}}
* [http://www.aurangzeb.info Aurangzeb, as he was according to Mughal Records]
୪୭ କ ଧାଡ଼ି:
[[ar:أورانك زيب عالمكير]]
[[az:Sultan Övrəngzeb (Aləmgir)]]
[[bn:আওরঙ্গজেব]]
[[bg:Аурангзеб]]
[[bn:আওরঙ্গজেব]]
[[ca:Aurangzeb]]
[[cs:Aurangzéb]]
୫୪ କ ଧାଡ଼ି:
[[de:Aurangzeb]]
[[en:Aurangzeb]]
[[es:Aurangzeb]]
[[eo:Aŭrangzebo]]
[[es:Aurangzeb]]
[[fa:اورنگ‌زیب]]
[[fi:Aurangzeb]]
[[fr:Aurangzeb]]
[[gu:ઔરંગઝેબ]]
[[ko:아우랑제브]]
[[hi:औरंग़ज़ेब]]
[[id:Aurangzeb]]
[[is:Aurangzeb]]
[[it:Aurangzeb]]
[[ja:アウラングゼーブ]]
[[ko:아우랑제브]]
[[lt:Aurangzebas]]
[[ml:ഔറംഗസേബ്]]
[[mr:औरंगजेब]]
[[ms:Aurangzeb]]
[[ne:औरंगजेव]]
[[nl:Aurangzeb]]
[[ne:औरंगजेव]]
[[ja:アウラングゼーブ]]
[[no:Aurangzeb]]
[[uzpl:Aurang AlamgirAurangzeb]]
[[pnb:اورنگزیب]]
[[pl:Aurangzeb]]
[[pt:Aurangzeb]]
[[ru:Аурангзеб]]
[[sa:औरङ्गजेबः]]
[[sr:Аурангзеб]]
[[fi:Aurangzeb]]
[[sv:Aurangzeb]]
[[ta:அவுரங்கசீப்]]
Line ୮୬ ⟶ ୮୫:
[[uk:Ауранґзеб]]
[[ur:اورنگزیب عالمگیر]]
[[uz:Aurang Alamgir]]
[[vi:Aurangzeb]]
[[zh:奥朗则布]]