"ଅଭିମନ୍ୟୁ ସାମନ୍ତସିଂହାର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ wikidify
ଟିକେ ରୋବଟ୍‌: ପ୍ରସାଧନ ବଦଳ
୧୨ କ ଧାଡ଼ି:
}}
 
'''ଅଭିମନ୍ୟୁ ସାମନ୍ତ ସିଂହାର''' (୧୭୫୭-୧୮୦୭) <!--ଅଷ୍ଟାଦଶ ଶତାବ୍ଦୀ--> [[କଟକ ଜିଲା|କଟକ ଜିଲାର]] ବଳିଆ ଠାରେ ଜନ୍ମିତ ଜଣେ ପୁରାତନ [[ଓଡ଼ିଆ ଭାଷା|ଓଡ଼ିଆ]] କବି । ତରୁଣ ବୟସରେ ସେ ବାଘ ଗୀତ, ଚଢାଇ ଗୀତ ଆଦି ରଚନା କରି ଓଡିଆ ଲୋକ ସାହିତ୍ୟକୁ ସମୃଦ୍ଧ କରିଛନ୍ତି । ରାଧାକୃଷ୍ଣ ପ୍ରେମ ସମ୍ପର୍କରେ ସେ ଅନେକ କାବ୍ୟ ରଚନା କରିଛନ୍ତି । [[ବିଦଗ୍ଧ ଚିନ୍ତାମଣି]] ତାଙ୍କ ଶ୍ରେଷ୍ଠ କୃତି ।
 
== ଜୀବନୀ ==
୨୧ କ ଧାଡ଼ି:
 
== ସାହିତ୍ୟ କୃତି ==
* ବିଦଗ୍ଧ ଚିନ୍ତାମଣି
:{{Rquote|right|ବଳିଆ ବୋଲି ଯେ ଏକ ନଗର ତହିଁ ନୃପତି ସାମନ୍ତ ସିଂହାର|ବାଘ ଗୀତ,ବିଦଗ୍ଧ ଚିନ୍ତାମଣି}}
ବିଦଗ୍ଧ ଚିନ୍ତାମଣି ତାଙ୍କ ରଚିତ [[ଓଡ଼ିଆ ସାହିତ୍ୟ]]ର ଏକ ମୁଲ୍ୟବାନ ଗ୍ରନ୍ଥ । ଏଥିରୁ ତାଙ୍କ ଜନ୍ମ ବିଷୟରେ ମଧ୍ୟ ଜାଣିହୁଏ ।
୨୮ କ ଧାଡ଼ି:
ତାଙ୍କ ପିତା ଇନ୍ଦ୍ରଜିତ ସାମନ୍ତ ସିଂହାରଙ୍କ ସମ୍ପର୍କରେ ବି ଏଥିରେ ବର୍ଣ୍ଣିତ । ସେ ଯେ ସେଠାକାର ରାଜା ଥିଲେ ଓ ତାଙ୍କ ଲେଖାପାଇଁ ଉତ୍ସାହିତ କରିଥିଲେ ତାହା ଏଥିରେ ବର୍ଣ୍ଣିତ ।
 
* ବାଘ ଗୀତ
* ଚଢ଼େଇ ଗୀତ
* ବୋଲେ ହୁଁ
* ପ୍ରେମ ଚିନ୍ତାମଣି <!--ପ୍ରୀତି ଚିନ୍ତାମଣି,-->
* ପ୍ରେମ କଳା
* ରସବତୀ
* ସୁଲକ୍ଷଣା
* ପ୍ରେମତରଙ୍ଗିଣୀ
 
== ଆଧାର ==
{{ଆଧାର}}
 
== ବାହାର ଆଧାର ==
* ଓଡିଆ ସାହିତ୍ୟର ଇତିହାସ, ମାୟାଧର ମାନସିଂହ, ପ୍ରକାଶକ: ଗ୍ରନ୍ଥ ମନ୍ଦିର
* ପ୍ରାଚୀନ ଓଡିଆ କବିତା ସମ୍ଭାର, ସମ୍ପାଦନା: ଯତୀନ୍ଦ୍ର ମୋହନ ମହାନ୍ତି, ପ୍ରକାଶକ: ସୁବର୍ଣ୍ଣରେଖା, ଭୁବନେଶ୍ଵର