"ଅଙ୍ଗୁର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Robot: Cosmetic changes
ଟିକେ ରୋବଟ୍‌: ପ୍ରସାଧନ ବଦଳ
୭୭ କ ଧାଡ଼ି:
ଅଙ୍ଗୁର କୋଳି ପେନ୍ଥା ପେନ୍ଥା ହୋଇ ଫଳିଥାଏ। ଗୋଟିଏ ପେନ୍ଥାରେ ୧୫ରୁ ୩୦୦ କୋଳି ରହିଥାଏ। ଏହା ଭିନ୍ନ ଭିନ୍ନ ରଙ୍ଗର ହୋଇଥାଏ ଯଥା: ଲାଲ୍, ବାଇଗଣି (ନାରଙ୍ଗୀ), କଳା, ସବୁଜ, ହଳଦିଆ, ଗାଢ଼ନୀଳ, କମଳାରଙ୍ଗ ଓ ଗୋଲାପି ଇତ୍ୟାଦି ରଙ୍ଗର ଅଙ୍ଗୁର ଦେଶ ବିଦେଶରେ ମିଳେ। ଧଳାଅଙ୍ଗୁର ପ୍ରକୃତରେ ସବୁଜ ରଙ୍ଗର ହୋଇଥାଏ ଓ ଅନୁବଂଶୀକ ରୂପେ ଏହା ନାରଙ୍ଗୀ ଜାତୀୟ ଅଙ୍ଗୁରରୁ ଉଦ୍ଭୁତ। ଏଥିରେ ଆନ୍ଥୋସିଆନିନ ନାମକ ରଙ୍ଗ କଣିକା ପ୍ରସ୍ତୁତକାରି ରସାୟନ ପ୍ରସ୍ତୁତ ହେବା ବନ୍ଦ ହୋଇଯିବାରୁ ଏହା ବାଇଗଣି ବଦଳରେ ସବୁଜ ରଙ୍ଗ ଧାରଣ କରେ। <ref>{{cite journal|title=White grapes arose through the mutation of two similar and adjacent regulatory genes|author=Walker AR, Lee E, Bogs J, McDavid DA, Thomas MR, Robinson SP|journal=Plant J|year=2007|volume=49|issue=5|pages=772&ndash;85|pmid=17316172 | doi = 10.1111/j.1365-313X.2006.02997.x|month=Mar|first1=AR|first2=E|first3=J|first4=DA|first5=MR|first6=SP|issn=0960-7412}}</ref>
== ଇତିହାସ ==
ଅଙ୍ଗୁର ଚାଷ ୬୦୦୦ ରୁ ୮୦୦୦ ବର୍ଷ ପୂର୍ବେ ପ୍ରାଚ୍ୟ ଦେଶ ମାନଙ୍କରେ ଆରମ୍ଭ ହୋଇଥିଲା। <ref>{{cite journal |author=Patrice This, Thierry Lacombe, Mark R. Thomash |title=Historical Origins and Genetic Diversity of Wine Grapes |work= Trends in Genetics |volume= 22| issue = 8 |url=http://oak.cats.ohiou.edu/~ballardh/pbio480/thisetal2006-winegrapegeneticdiversity.pdf }}</ref> ଇଷ୍ଟ ନାମକ ସୂକ୍ଷ୍ମଜୀବ (microorganism) ପ୍ରାକୃତିକ ରୂପେ ଅଙ୍ଗୁରର ଚୋପାରେ ବଢ଼ିଥାଏ। ଏହାକୁ ନିରୀକ୍ଷଣ କରି ସୁରାଜାତୀୟ (alcoholic) ପାନୀୟ ବିକଶିତ ହୋଇଥିଲା। ପାଖାପାଖି ୪୦୦୦ ଖ୍ରୀ.ପୂ.ରେ ଆର୍ମେନିଆରେ ସର୍ବପୁରାତନ ମଦଭାଟି (winery)ର ସନ୍ଧାନ ମିଳେ।
[[ଫାଇଲ:Grapes Angoor.JPG|thumb|left|250px|୨୦୦୮ରେ ଇରାନର ୟାକୁଟି ଅଙ୍ଗୁର ଉତ୍ପାଦନ]]
== ଉପଯୋଗ ==
୮୩ କ ଧାଡ଼ି:
* ଅତ୍ୟଧିକ ରକ୍ତସ୍ରାବକୁ ବନ୍ଦ କରେ।
* ପରିସ୍ରା ସଫାକରେ।
* ରକ୍ତହୀନତା ଦୂର କରେ।
* ନିଦ୍ରାହୀନତା ଦୂରକରେ।
* କର୍କଟ ରୋଗର ପ୍ରତିରୋଧ କରେ।
=== ଅନ୍ୟାନ୍ୟ ===
* ଅଙ୍ଗୁରରୁ ସୁସ୍ୱାଦୁ ଜାମ, ଜେଲି, ସୁରା, ଭିନେଗାର ଆଦି ପ୍ରସ୍ତୁତ କରାଯାଏ।
"https://or.wikipedia.org/wiki/ଅଙ୍ଗୁର"ରୁ ଅଣାଯାଇଅଛି