"ସୀତାକାନ୍ତ ମହାପାତ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଜୀବିକା
ଟିକେ ରୋବଟ୍‌: ପ୍ରସାଧନ ବଦଳ
୧୬ କ ଧାଡ଼ି:
}}
 
'''ସୀତାକାନ୍ତ ମହାପାତ୍ର''' (ଜନ୍ମ ୧୭ ସେପ୍ଟେମ୍ବର, ୧୯୩୭, [[ମାହାଙ୍ଗା]], [[କଟକ]], [[ଓଡ଼ିଶା]]) [[ଓଡ଼ିଆ ଭାଷା|ଓଡ଼ିଆ]] ଓ [[ଇଂରାଜୀ ଭାଷା]]ର ଜଣେ ଜଣାଶୁଣା [[କବି]] ଓ [[ସାହିତ୍ୟ ସମାଲୋଚକ]] ।<ref>{{cite news|url=http://www.hinduonnet.com/thehindu/lr/2002/12/01/stories/2002120100210200.htm|title=Deceptive simplicity |date=Dec 01, 2002|publisher=The Hindu}}</ref><ref>{{cite web|url=http://www.outlookindia.com/article.aspx?202162|title=The Mahapatra Muse: Two deeply vivid volumes of poems from the oriya masters |coauthors=Keki N. Daruwalla|date=Sep 25, 1996|publisher=The Outlook}}</ref> ସେ ଭାରତୀୟ ପ୍ରଶାସନିକ ସେବା <!--<!--[[Indian Administrative Service]] (IAS)-->(ଆଇ.ଏ.ଏସ.)ରେ ୧୯୬୧ରୁ ଦୀର୍ଘକାଳ ଧରି କାମ କରିବା ପରେ ୧୯୯୫ରେ ଅବସର ନେଇ [[ଦିଲ୍ଲୀ]]ର [[ନ୍ୟାସନାଲ ବୁକ ଟ୍ରଷ୍ଟ]]ର <!--[[National Book Trust]], [[New Delhi]]--> ସଭାପତି ଭାବରେ କାମ କରିଆସୁଛନ୍ତି । ଜ୍ଞାନପୀଠ ପୁରସ୍କାର ପାଇବାରେ ସେ ହେଉଛନ୍ତି ୩ୟ [[ଓଡ଼ିଆ ଲୋକ|ଓଡ଼ିଆ]] ।
 
== ସାହିତ୍ୟ ସର୍ଜନା ==
=== କବିତା ===
* ଅଷ୍ଟପଦୀ (୧୯୬୩)
* ଶବର ଆକାଶ (୧୯୭୧)
* ଆର ଦୃଶ୍ୟ (୧୯୮୧)
* ଶ୍ରେଷ୍ଠ କବିତା (୧୯୯୪)
=== ପ୍ରବନ୍ଧ ===
* ଶବ୍ଦ, ସ୍ଵପ୍ନ ଓ ନିର୍ଭୀକତା (୧୯୯୦)
=== ଭ୍ରମଣକାହାଣୀ ===
* ଅନେକ ଶରତ (୧୯୮୧)
=== ''ତାଳପତ୍ର ଉପରେ'' ===
* ଉଷାବିଳାସ
=== ଇଂରାଜୀ ===
* The ruined Temple and other poems, 1996 (କବିତା, ଅନୁବାଦ)
* Unending Rhythms (ଓଡ଼ିଶାର ଆଦିବାସୀଙ୍କ ବୋଲା କବିତା, ଅନୁବାଦ)<!--Oral poetry of Indian Tribals in translation).-->
 
== ପଦ ଓ ସମ୍ମାନ ==
=== ପଦ ===
* ସେକ୍ରେଟେରି, ସଂସ୍କୃତି, [[ଭାରତ ସରକାର]]
* ପ୍ରେସିଡେଣ୍ଟ, [[ଇଉନେସ୍କୋ|ଇଉନେସ୍କୋର ଶତକ ବ୍ୟାପୀ ସଂସ୍କୃତିକ ବିକାଶ]] (୧୯୯୪-୧୯୯୬) <!--UNESCO's World Decade for Cultural Development-->
୪୧ କ ଧାଡ଼ି:
* ଇଣ୍ଟରନ୍ୟାସନାଲ ଏକାଡେମି ଅଫ ପଏଟସ, କ୍ୟାମ୍ବ୍ରିଜ ବିଶ୍ଵବିଦ୍ୟାଳୟର ସମ୍ମାନନୀୟ କର୍ତ୍ତା <!--Honorary Fellow International Academy of Poets, Cambridge University.-->
* ନ୍ୟାସନାଲ ବୁକ ଟ୍ରଷ୍ଟ, [[ଦିଲ୍ଲୀ]]ର ସଭାପତି <!--Chairman of National Book Trust, New Delhi-->
=== ସମ୍ମାନ ===
* ଜ୍ଞାନପୀଠ ସମ୍ମାନ (୧୯୯୩)
* [[ସାରଳା ପୁରସ୍କାର]]<ref>[http://www.imfa.in/csr/saralaaward.htm ସାରଳା ପୁରସ୍କାର ବିଜେତାଙ୍କ ତାଲିକା]</ref> (୧୯୮୫)
୪୮ କ ଧାଡ଼ି:
* ସର୍ବୋଚ୍ଚ ସମ୍ମାନ, ସୋକା ବିଶ୍ୱବିଦ୍ୟାଳୟ, [[ଟୋକିଓ]] (୨୦୦୧) <!--‘Award of the Highest Honour' by Soka University of Tokyo, 2001.-->
 
== ଆଧାର ==
{{ଆଧାର}}
 
== ଅଧିକ ତଥ୍ୟ ==
* [http://www.loc.gov/acq/ovop/delhi/salrp/sitakantmahapatra.html The Library of Congress]