"କୁମ୍ଭ ମେଳା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ r2.7.3) (Robot: Adding tr:Kumb Mela
ଟିକେ ରୋବଟ୍‌: ପ୍ରସାଧନ ବଦଳ
୨୫ କ ଧାଡ଼ି:
 
{{Hinduism}}
'''କୁମ୍ଭ ମେଳା''', [[ହିନ୍ଦୁ ଧର୍ମ]]ର ପରମ୍ପରା ଓ ସଂସ୍କୃତିରେ ଏକ ମହାମେଳା ବା ମହାପର୍ବ । ଏହା [[ଭାରତ]] ଉପଖଣ୍ଡର ତ୍ରିବେଣୀ ସଙ୍ଗମଠାରେ ଆୟୋଜିତ ହୁଏ । ୧୨ ବର୍ଷରେ ଥରେ ହୁଏ କୁମ୍ଭ ମେଳା ଓ ପ୍ରତିତିନି ବର୍ଷରେ ଅଲଗା ଅଲଗା ସ୍ଥାନ [[ହରିଦ୍ଵାର]], [[ପ୍ରୟାଗ]], [[ଉଜ୍ଜୈନ]] ଓ [[ନାଶିକ]]ରେ ଅନୁଷ୍ଠିତ ହୁଏ । ଗଙ୍ଗା-ଯମୁନା-ସରସ୍ଵତୀର ସଙ୍ଗମସ୍ଥଳରେ ମହାକୁମ୍ଭମେଳା ସମୟରେ ଲକ୍ଷ ଲକ୍ଷ ସାଧୁସନ୍ଥ ତଥା ହିନ୍ଦୁ ଶ୍ରଦ୍ଧାଳୁ ସ୍ନାନ କରି ପୂଣ୍ୟ ଅର୍ଜନ କରନ୍ତି । ଏହି ମେଳା ଦୁଇ ମାସ ଧରି ଚାଲେ ।
ହିନ୍ଦୁମତେ ପବିତ୍ର ଗଙ୍ଗା, ଯମୁନା ଓ ପୌରାଣିକ ସରସ୍ଵତୀ ନଦୀର ସଙ୍ଗମ ସ୍ଥଳରେ ରାଜକୀୟ ସ୍ନାନ ଓ ଦର୍ଶନ ନିମନ୍ତେ ଦେଶର ବିଭିନ୍ନ ପ୍ରାନ୍ତରୁ ଲକ୍ଷ ଲକ୍ଷ ସାଧୁ, ସନ୍ଥ, ବାବାଜୀ, ମହନ୍ତ, ଧର୍ମଗୁରୁ ଓ ଉଲଗ୍ନ ନାଗା ସାଧୁଗଣଙ୍କ ସମେତ ପ୍ରାୟ ୧୦କୋଟି ଶ୍ରଦ୍ଧାଳୁ ଏକତ୍ର ହୋଇଥାନ୍ତି ।
== ସମୟ ==
{| class="wikitable sortable"
|-
୬୭ କ ଧାଡ଼ି:
|}
 
== କିମ୍ବଦନ୍ତୀ ==
ପୌରାଣିକ ମତେ ଅମୃତ ଭାଣ୍ଡ ପାଇଁ ଦେବାସୁରଙ୍କ ମଧ୍ୟରେ ସଂଘର୍ଷ ଚାଲିଥିବା ବେଳେ ଉକ୍ତ ଭାଣ୍ଡରୁ ଚାରିଟୋପା ଅମୃତ ଚାରୋଟି ସ୍ଥାନ ଆଲ୍ଲାହାବାଦ (ପ୍ରୟାଗ), ହରିଦ୍ଵାର, ଉଜ୍ଜୈନ ଓ ନାଶିକରେ ପଡ଼ିଯାଇଥିଲା । ଏବେ ସେହି ଚାରୋଟି ସ୍ଥାନରେ କୁମ୍ଭମେଳା ଅନୁଷ୍ଠିତ ହେଉଛି ।
 
== ଆଧ୍ୟାତ୍ମିକ ତାତ୍ପର୍ଯ୍ୟ ==
ପୌରାଣିକ ମତେ ଧର୍ମ, ଅର୍ଥ, କାମ ଓ ମୋକ୍ଷ ପୁରୁଷାର୍ଥ ଅଟେ୤ ଏଥିମଧ୍ୟରୁ ଅର୍ଥ ଓ କାମ ଲୌକିକ ଏବଂ ଧର୍ମ ଓ ମୋକ୍ଷ ପାରଲୌକିକ ଶ୍ରେଷ୍ଠତା ପାଇଁ ଉଦ୍ଦିଷ୍ଠ । କୁମ୍ଭସ୍ନାନ ଏହି ଚତୁର୍ବର୍ଗ ଫଳ ପ୍ରଦାନ କରିଥାଏ । କୁମ୍ଭପର୍ବରେ ବିଧିବିଧାନ ପୂର୍ବକ ସ୍ନାନ ଓ ଦାନ ଆଦି କଲେ ଶତ ଅଶ୍ବମେଧ ଯଜ୍ଞର ଫଳପ୍ରାପ୍ତି ତଥା ପରଲୋକ ମୁକ୍ତି ଅମୃତତ୍ଵ ପ୍ରାପ୍ତି ହୁଏ ।
== କୁମ୍ଭ ଯୋଗ ==
* ବୃହସ୍ପତି ଓ ସୂର୍ଯ୍ୟ ସିଂହ ରାଶିରେ: ତ୍ର୍ୟମ୍ବକେଶ୍ଵର, ନାସିକ
* ବୃହସ୍ପତି ଓ ସୂର୍ଯ୍ୟ ବିଛା ରାଶିରେ: ଉଜ୍ଜୟନୀ
୭୯ କ ଧାଡ଼ି:
* ବୃହସ୍ପତି ବୃଷ ରାଶିସ୍ଥ ହୋଇଥିବା ସମୟରେ, ରବି ଓ ଚନ୍ଦ୍ର ମକର ରାଶିରେ ପ୍ରବେଶ କଲେ ମାଘ ମାସ ଅମାବାସ୍ୟାରେ ମହାକୁମ୍ଭ ଯୋଗ ପଡ଼େ
 
== ୨୦୧୩ କୁମ୍ଭସ୍ନାନ ଯୋଗ ==
୫୫ଦିନ ପର୍ଯ୍ୟନ୍ତ ଆୟୋଜିତ ହେଉଥିବା କୁମ୍ଭମେଳାରେ ୬ଟି ମହାସ୍ନାନ ଆୟୋଜିତ ହେବ, ଯଥା:
* ପ୍ରଥମ: ୧୪ ଜାନୁଆରୀ (ମକର ସଂକ୍ରାନ୍ତି)
* ଦ୍ଵିତୀୟ: ୨୭ ଜାନୁଆରୀ (ପୌଷ ପୂର୍ଣ୍ଣିମା)
* ତୃତୀୟ: ୧୦ ଫେବୃଆରୀ (ମୌନୀ ଅମାବାସ୍ୟା)
* ଚତୁର୍ଥ: ୧୫ ଫେବୃଆରୀ (ବସନ୍ତ ପଞ୍ଚମୀ)
* ପଞ୍ଚମ: ୨୫ ଫେବୃଆରୀ (ମାଘ ପଞ୍ଚମୀ)
* ଷଷ୍ଠ ତଥା ଶେଷ: ୧୦ ମାର୍ଚ୍ଚ (ଶିବରାତ୍ରି)
 
== ଆଧାର ==
{{ଆଧାର}}
== ଅଧିକ ତଥ୍ୟ ==
* [http://www.amritfilm.net/?lang=en "Amrit Nectar of Immortality", documentary about the Kumbh Mela 2010 in Haridwar]
* [http://www.mahakumbhfestival.com/kumbh-mela/ mahakumbhfestival.com]
* [https://vimeo.com/18211108 Video of the 2001 Maha Kumbh Mela in Allahabad from ArtnetworkTV]
* [http://www.guardian.co.uk/travel/video/2010/mar/18/kumbh-mela-festival-india-hindu Video of 2010 Maha Kumbh Mela in Haridwar from Guardian.co.uk]
* [http://www.galli.in/2012/11/sinners-neeraj-mahajan.html Photo essay on Kumbh Mela]
{{ହିନ୍ଦୁ ପର୍ବ}}
{{ହିନ୍ଦୁ ଧର୍ମ}}
 
[[ଶ୍ରେଣୀ:ହିନ୍ଦୁ ପର୍ବ]]
 
{{ଅଧାଗଢା}}
 
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
 
[[ଶ୍ରେଣୀ:ହିନ୍ଦୁ ପର୍ବ]]
 
[[ar:كومبه ميلا]]