"ମହମ୍ମଦ ଇକବାଲ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
Makecat-bot (ଆଲୋଚନା | ଅବଦାନ) ଟିକେ r2.7.3) (Robot: Adding cs:Muhammad Iqbal |
ଟିକେ ରୋବଟ୍: ପ୍ରସାଧନ ବଦଳ |
||
୨୩ କ ଧାଡ଼ି:
}}
'''ସାର ମହମ୍ମଦ ଇକବାଲ''' (ଏକବାଲ) ({{lang-ur|محمد اقبال}}) (ନଭେମ୍ବର
ଇକବାଲଙ୍କୁ ପାକିସ୍ଥାନ, ଭାରତ ଓ ଅନ୍ୟାନ୍ୟ ବିଦେଶୀ ବିଦ୍ୱାନ ମାନଙ୍କ ଭିତରେ ଆଗଧାଡ଼ିର ଶାସ୍ତ୍ରୀୟ କବିର ମାନ୍ୟତା ମିଳିଛି। <ref name="dailytimes.co.pk">{{cite web|url=http://www.dailytimes.com.pk/default.asp?page=story_28-5-2003_pg3_6 |title=Leading News Resource of Pakistan |publisher=Daily Times |date=2003-05-28 |accessdate=2011-01-07}}</ref><ref>http://www.allamaiqbal.com/accessdate=2011-01-07}}</ref> ସେ ଏକାଧାରରେ ଜଣେ ଉଚ୍ଚକୋଟୀର କବି ଓ ଆଧୁନିକ ଯୁଗୀୟ ମୁସଲମାନ ଦାର୍ଶନର ଜଣେ ମହାନ ଚିନ୍ତା ନାୟକ ଅଟନ୍ତି। <ref>http://www.allamaiqbal.com/accessdate=2011-01-07}}</ref> ତାଙ୍କର ପ୍ରଥମ କବିତା ପୁସ୍ତକ ଅସରାର-ଏ-ଖୁଦି (ଆତ୍ମ ରହସ୍ୟ) ୧୯୧୫ ମସିହାରେ ପାରସ୍ୟ ଭାଷାରେ ମୁକ୍ତିଲାଭ କରିଥିଲା। ତାଙ୍କ ରଚିତ ଅନ୍ୟାନ୍ୟ ବହି ଗୁଡ଼ିକ ହେଲା ରୁମୁଜ-ଇ-ବେଖୁଦି, ପାୟାମ-ଇ-ମସ୍ରିକ ଓ ଜବୁର-ଇ-ଆଜମ୍। ତାଙ୍କର ଅତି ଲୋକପ୍ରିୟ ଉର୍ଦୁ ରଚନାବଳୀ ଭିତରେ ବଙ୍ଗ-ଇ-ଦାରା, ବାଲ-ଇ-ଜିବ୍ରିଲ, ଜର୍ବ-ଇ-କଲିମ ଓ ଆର୍ମୁଘନ-ଇ-ହିଜାଜର କିଛି ଅଂଶ ଅନ୍ୟତମ। <ref name="allamaiqbal.com">{{cite web |last= |first=Iqbal Academy |date=26 May 2006 |url=http://www.allamaiqbal.com/person/biography/biotxtread.html |title=Allama Iqbal – Biography |format=PHP |accessdate=2011-01-07}}</ref> ଉର୍ଦୁ ଓ ପାର୍ସୀ କବିତା ଛଡ଼ା ତାଙ୍କର କେତେକ ଉର୍ଦୁ ଓ ଇଂରାଜୀ ପତ୍ର ଓ ଭାଷଣ ବର୍ଷ ବର୍ଷର ସାଂସ୍କୃତିକ, ସାମାଜିକ, ଧାର୍ମୀକ ଓ ରାଜନୈତିକ ବିଭେଦକୁ ସମାଧାନ କରିବାରେ ବହୁତ ପ୍ରଭାବଶାଳୀ ସିଦ୍ଧ ହୋଇଅଛି।<ref>http://www.allamaiqbal.com/accessdate=2011-01-07}}</ref> ଇସଲାମ ଧର୍ମର ମୂଳତତ୍ୱ ଉପରେ ସେ ଯେଉଁ ବକ୍ତୃତାମାନ ଦେଇଥିଲେ ସେ ସବୁକୁ ଏକ ପୃଥୁଳକାୟ ପୁସ୍ତକାକାରରେ ସଂକଳିତ କରାଯାଇଅଛି।
ଦକ୍ଷିଣ ଏସିଆର ହିନ୍ଦୀ ଓ ଉର୍ଦୁ ଭାଷାଭାଷୀ ଲୋକମାନଙ୍କ ଭିତରେ ଇକବାଲ ''ଶୈର-ଇ-ମୁସରିକ'' ({{lang-ur|{{Nastaliq|شاعر مشرق}}}}) ଅର୍ଥାତ୍''ପ୍ରାଚ୍ୟ କବି'' ନାମରେ ପରିଚିତ।
== ଶିକ୍ଷା ==
ବାଲ୍ୟକାଳରେ ସେ ସୟଦ ମୀର ହସନଙ୍କଠାରୁ ପାରସ୍ୟ ଓ ଆରବୀ ଭାଷା ଶିକ୍ଷା କରିଥିଲେ। ସାହିତ୍ୟ ଓ କବିତା ପ୍ରତି ତାଙ୍କର ପ୍ରଗାଢ଼ ଅନୁରାଗ ଥିଲା। ସେ ଛାତ୍ରାବସ୍ଥାରେ ଅନେକ କବିତା ରଚନା କରି ବହୁ ପ୍ରଶଂସିତ ହୋଇଥିଲେ। ନୱାବ ମିର୍ଜା ଖାଁ – ‘ଦାରା’ ବୋଲି ଜଣେ ପ୍ରସିଦ୍ଧ କବି ଦିଲ୍ଲୀରେ ବାସ କରୁଥିଲେ। ହାଇଦ୍ରାବାଦର ନବାବ ତାଙ୍କୁ ନିଜର ଶିକ୍ଷକ ପଦରେ ବରଣ କରି ତାଙ୍କୁ ହାଇଦ୍ରାବାଦ ନେଇ ଯାଇଥିଲେ। ଭାରତର ବିଭିନ୍ନ ଅଞ୍ଚଳରୁ କବିବାନେ ସେମାନଙ୍କ କବିତା ସଂଶୋଧନ ପାଇଁ ତାଙ୍କ ପାଖକୁ ପଠାଉଥିଲେ। ଇକବଲ ମଧ୍ୟ ନିଜ କବିତା ତାଙ୍କପାଖକୁ ପଠାଇବାରୁ ସେ ଇକବଲଙ୍କ କବିତାକୁ ନିଜ କବିତାଠାରୁ ବି ଉଚ୍ଚକୋଟୀର ବୋଲି କହି ବହୁତ ପ୍ରଶଂସା କରିଥିଲେ।
୩୮ କ ଧାଡ଼ି:
ଅନନ୍ତର ଇକବାଲ ଜର୍ମାନ ଯାଇ ସେଠାରେ ନାନାଦି ଶାସ୍ତ୍ର ଅଧ୍ୟୟନ କରିଥିଲେ। ତତ୍ରତ୍ୟ ପଣ୍ଡିତମାନେ ତାଙ୍କ ରଚିତ ‘ପାରସ୍ୟ ଦେଶର ଦର୍ଶନ ଶାସ୍ତ୍ରର ଇତିହାସ’ ଗ୍ରନ୍ଥ ପାଠକରି ପ୍ରଭାବିତ ହୋଇଥିଲେ ଓ ତାଙ୍କୁ ଡ଼ାକ୍ତର ଉପାଧିରେ ଭୂଷିତ କରିଥିଲେ।
୧୯୨୨ରେ
ଭାରତ ସରକାର ମଧ୍ୟ ତାଙ୍କ ପ୍ରଭୂତ ଜ୍ଞାନର ପରିଚୟ ପାଇଁ ତାଙ୍କୁ ‘ସାର୍’ ଉପାଧିରେ ବିଭୁଷିତ କରିଥିଲେ। ତାଙ୍କର ବିଦବତ୍ତା ଓ କବିତ୍ୱକୁ ଲକ୍ଷ୍ୟକଲେ ଜଣାଯାଏ, ପିତୃଦତ୍ତନାମ ଇକବାଲ (ବା ଏକବାଲ ଅର୍ଥାତ୍ ସୌଭାଗ୍ୟ)କୁ ସେ ସାର୍ଥକ କରିଛନ୍ତି।
== ଶେଷ ଜୀବନ ==
|