"ଶ୍ରେୟା ଘୋଷାଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ r2.7.3) (Robot: Adding bat-smg:Shreya Ghoshal
ଟିକେ ରୋବଟ୍‌: ପ୍ରସାଧନ ବଦଳ
୧୯ କ ଧାଡ଼ି:
'''ଶ୍ରେୟା ଘୋଷାଲ''' (ଜନ୍ମ ୧୨ ମାର୍ଚ ୧୯୮୪) ଜଣେ ଭାରତୀୟ ଗାୟିକା । ସେ ଅନେକ [[ଅସିମୀୟା ଭାଷା|ଅସିମୀୟା]], [[ଓଡ଼ିଆ ଭାଷା|ଓଡ଼ିଆ]], [[ବଙ୍ଗାଳୀ ଭାଷା|ବଙ୍ଗଳା]], [[କନ୍ନଡ ଭାଷା|କନ୍ନଡ]], [[ମାଲୟାଲମ ଭାଷା|ମାଲୟାଲମ]], [[ମରାଠୀ ଭାଷା|ମରାଠୀ]], [[ପଞ୍ଜାବୀ ଭାଷା|ପଞ୍ଜାବୀ]], [[ତାମିଲ ଭାଷା|ତାମିଲ]],[[ତେଲଗୁ ଭାଷା|ତେଲଗୁ]] ଭାଷା ପାଇଁ କଣ୍ଠଦାନ କରିଛନ୍ତି । ସେ ମଧ୍ୟ ଅନେକ ପପ ଆଲବମ ରେ କଣ୍ଠଦାନ କରିଛନ୍ତି ।
 
ଶ୍ରେୟା [[ସା ରେ ଗା ମା ପା]] ପ୍ରତିଯୋଗିତା ପରେ [[ହିନ୍ଦୀ ଭାଷା|ହିନ୍ଦୀ]] ଚଳଚ୍ଚିତ୍ର''[[ଦେବଦାସ (୨୦୦୨ ସିନେମା)|ଦେବଦାସ]]'' ରୁ ତାଙ୍କ କ୍ୟାରିୟର ଆରମ୍ଭ ହେଲା, ଜାହାପାଇଁ ସେ [[ଫିଲ୍ମଫେୟାର ଆଵାଡ]] [[ଶ୍ରେଷ୍ଠ ନାରୀ ପ୍ରଚ୍ଛଦପଟ ଗାୟକ ପାଇଁ ଫିଲ୍ମଫେୟାର ପୁରସ୍କାର]]<!--[[Filmfare Award for Best Female Playback Singer]]--> ଓ [[ନୂଆ ସଙ୍ଗୀତ ପ୍ରତିଭା ପାଇଁ ଆର.ଡ଼ି. ବର୍ମନ ଫିଲ୍ମଫେୟାର ପୁରସ୍କାର]]<!--[[Filmfare RD Burman Award for New Music Talent]]--> ପାଇଥିଲେ । <ref name="Times">{{cite news|title=
Singing in Devdas was God's greatest gift: Shreya Ghoshal|url=http://timesofindia.indiatimes.com/city/calcutta-times/Singing-in-Devdas-was-Gods-greatest-gift-Shreya-Ghoshal/articleshow/16690191.cms|author=Priyanka Dasgupta|publisher=[[Times of India]]|accessdate=2002-07-21|date=21 July 2002}}</ref> ତାହା ପର ଠାରୁ ସେ ୨୦୦ ରୁ ଅଧିକ ସିନେମାରେ ଗାଇ ସରିଛନ୍ତି ଏବଂ ୪ ଟି ଜାତୀୟ ଓ ୪ ଟି ଫିଲ୍ମଫେୟାର ପୁରସ୍କାର ପାଇଛନ୍ତି ।
 
୪୯ କ ଧାଡ଼ି:
 
== ପୁରସ୍କାର ==
; ଜାତୀୟ ଚଳଚିତ୍ର ପୁରସ୍କାର
* ୨୦୦୩: ଶ୍ରେଷ୍ଟ ପ୍ରଚ୍ଛଦପଟ ନାରୀ ଗାୟୀକା ପାଇଁ ଜାତୀୟ ଚଳଚିତ୍ର ପୁରସ୍କାର - " ବୈରି ପିୟା"(ଦେବ୍‌ଦାସ୍‌- ହିନ୍ଦୀ)
* ୨୦୦୬: ଶ୍ରେଷ୍ଟ ପ୍ରଚ୍ଛଦପଟ ନାରୀ ଗାୟୀକା ପାଇଁ ଜାତୀୟ ଚଳଚିତ୍ର ପୁରସ୍କାର - "ଧିରେ ଜଲ୍‌ନା"(ପହେଲି-ହିନ୍ଦୀ)
* ୨୦୦୮:ଶ୍ରେଷ୍ଟ ପ୍ରଚ୍ଛଦପଟ ନାରୀ ଗାୟୀକା ପାଇଁ ଜାତୀୟ ଚଳଚିତ୍ର ପୁରସ୍କାର - "ୟେ ଇସ୍କ ହାୟେ"(ଜବ୍‌ ଉଇ ମେଟ୍‌-ହିନ୍ଦୀ)
* ୨୦୦୯:ଶ୍ରେଷ୍ଟ ପ୍ରଚ୍ଛଦପଟ ନାରୀ ଗାୟୀକା ପାଇଁ ଜାତୀୟ ଚଳଚିତ୍ର ପୁରସ୍କାର - "ଜିଭ୍‌ ରଙ୍ଗଲା"(ଜୋଗୱା -ମରାଠି) ଏବଂ "ଫେରାରି ମୋନ୍"(ଅନ୍ତହିନ୍-ବଙ୍ଗାଳୀ)
 
== ଆଧାର ==