"ଛତିଆ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଯୋଗସୂତ୍ର ପେଡ଼ି
ଟିକେ ରୋବଟ୍‌: ପ୍ରସାଧନ ବଦଳ
୩୭ କ ଧାଡ଼ି:
}}
 
'''ଛତିଆ''' [[ଓଡ଼ିଶା]]ର [[ଯାଜପୁର ଜିଲ୍ଲା]]ରେ ଅବସ୍ଥିତ ଏକ ପର୍ଯ୍ୟଟକ ସ୍ଥାନ । ଏଠାରେ ଥିବା ପ୍ରସିଦ୍ଧ ବର ଗଛ ପାଇଁ ଏହା 'ଛତିଆବଟ' ନାମରେ ମଧ୍ୟ ପରିଚିତ । ଏଠାରେ ଥିବା ଜଗନ୍ନାଥ ମନ୍ଦିର ଆଧୁନିକ ଉତ୍କଳୀୟ ସ୍ଥାପତ୍ୟ କଳାର ଏକ ଜ୍ଵଳନ୍ତ ଉଦାହରଣ । ଚୋଡ଼ଗଙ୍ଗଦେବଙ୍କର ପାଞ୍ଚଟି ପ୍ରଧାନ ଦୁର୍ଗ ମଧ୍ୟରୁ ଅନ୍ୟତମ ଦୁର୍ଗ ଅମରାବତୀ-କଟକର ଅବଶେଷ ମଧ୍ୟ ଏହି ଠାରେ ଅବସ୍ଥିତ। <ref name="BeheraPaṭṭanāẏaka1990">{{cite book|author1=Karuna Sagar Behera|author2=Jagannātha Paṭṭanāẏaka|author3=Harish Chandra Das|coauthors=Universe (Organization)|title=Cuttack, one thousand years|url=http://books.google.com/books?id=wyxGAQAAIAAJ|accessdate=13 July 2012|year=1990|publisher=Cuttack City Millennium Celebrations Committee, The Universe|page=81}}</ref>[[ସାରଳା ଦାସ|ସାରଳା]] ମହାଭାରତ ଅନୁସାରେ [[ପାଣ୍ଡବ]]ମାନେ ନିଜର ସ୍ଵର୍ଗଗମନ ପୁର୍ବରୁ କଳିଙ୍ଗ ଯାତ୍ରା କରିଥିଲେ । ଏହି ଯାତ୍ରା ସମୟରେ ସେମାନେ ଅମରାବତୀ-କଟକରେ ୭୫ ବର୍ଷ କାଳ ରହିଥିଲେ । ହରି ସାହୁ ନାମକ ଜନେ ସ୍ଥାନୀୟ ବାସିନ୍ଦା ନିଜ ଝିଅ 'ସୁହାନି କନ୍ୟା'ଙ୍କୁ ଜ୍ୟେଷ୍ଠ ପାଣ୍ଡବ ଯୁଧିଷ୍ଠିରଙ୍କୁ ଏହି ସମୟରେ ବିଭା ଦେଇଥିଲେ । ପାଣ୍ଡବ ମାନଙ୍କର ନାତୀ ପରିକ୍ଷୀତଙ୍କୁ 'ଜଜାନ ନଗର'ର ରାଜା କରାଯାଇଥିଲା । ଜଜାନ ନଗର' ବର୍ତମାନ [[ଚୌଦ୍ଵାର]] ନାମରେ ପରିଚିତ ।<ref name="BeheraPaṭṭanāẏaka1990">{{cite book|author1=Karuna Sagar Behera|author2=Jagannātha Paṭṭanāẏaka|author3=Harish Chandra Das|coauthors=Universe (Organization)|title=Cuttack, one thousand years|url=http://books.google.com/books?id=wyxGAQAAIAAJ|accessdate=13 July 2012|year=1990|publisher=Cuttack City Millennium Celebrations Committee, The Universe|page=221}}</ref> ସନ୍ଥ [[ହାଡ଼ି ଦାସ]]ଙ୍କ ରଚିତ [[ମାଳିକା]]ରେ '''ଛତିଆ'''ର ସ୍ଵତନ୍ତ୍ର ବର୍ଣ୍ଣନା କରାଯାଇଛି । ସନ୍ଥ ହାଡ଼ି ଦାସ ମଧ୍ୟ ଏହିଠାରେ ସମାଧୀ ନେଇଥିଲେ ।<ref name="MohapatraEkāḍemī1989">{{cite book|author1=Ramesh Prasad Mohapatra|author2=Oḍiśā Sāhitya Ekāḍemī|title=Temple legends of Orissa|url=http://books.google.com/books?id=83zXAAAAMAAJ|accessdate=13 July 2012|year=1989|publisher=Orissa Sahitya Akademi|page=71}}</ref> ମହାପୁରୁଷ ହାଡ଼ି ଦାସଙ୍କ ସମ୍ମାନରେ ଏଠାରେ ଥିବା ମହାବିଦ୍ୟାଳୟକୁ ତାଙ୍କ ନାମରେ ନାମିତ କରାଯାଇଅଛି ।
 
 
== ଆଧାର ==
{{ଆଧାର}}
== ଅଧିକ ତଥ୍ୟ ==
* [http://www.world66.com/asia/southasia/india/orissa/chhatia/sights/ world66.com]
* [https://www.batoi.com/360/odisha/cuttack/chhatia/ batoi.com]
* [http://www.mhdmahavidyalaya.org/ mhdmahavidyalaya.org]
 
{{ଜଗନ୍ନାଥ}}
{{ହିନ୍ଦୁ ମନ୍ଦିର}}
{{ଯାଜପୁର ଜିଲ୍ଲା}}
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
 
[[ଶ୍ରେଣୀ:ଓଡ଼ିଶାର ହିନ୍ଦୁ ମନ୍ଦିର]]
Line ୫୬ ⟶ ୫୭:
[[ଶ୍ରେଣୀ:ଯାଜପୁର ଜିଲ୍ଲା]]
 
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
[[en:Chhatia Bata]]
"https://or.wikipedia.org/wiki/ଛତିଆ"ରୁ ଅଣାଯାଇଅଛି