"ଜାନକୀ ବଲ୍ଲଭ ପଟ୍ଟନାୟକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ତଥ୍ୟପେଡ଼ି-ଅଦ୍ୟତନ
ଟିକେ ରୋବଟ୍‌: ପ୍ରସାଧନ ବଦଳ
୨୧ କ ଧାଡ଼ି:
|spouse = [[ଜୟନ୍ତୀ ପଟ୍ଟନାୟକ]]
|children =
|alma_mater = [[ଉତ୍କଳ ବିଶ୍ଵବିଦ୍ୟାଳୟ]],<br /> [[ବନାରସ ହିନ୍ଦୁ ବିଶ୍ଵବିଦ୍ୟାଳୟ]]
|religion = [[ହିନ୍ଦୁ ଧର୍ମ]]
|website = [http://online.assam.gov.in/governors-page Official Website]
୩୦ କ ଧାଡ଼ି:
'''ଜାନକୀ ବଲ୍ଲଭ ପଟ୍ଟନାୟକ''' (ଜନ୍ମ: ୩ ଜାନୁଆରୀ ୧୯୨୭) [[ଓଡ଼ିଶା]]ର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ [[ଆସାମ]]ର ଏବେକାର ରାଜ୍ୟପାଳ ।
 
=== ଜୀବନ ===
ଜାନକୀ ବଲ୍ଲଭ ପଟ୍ଟନାୟକ [[ପୁରୀ ଜିଲ୍ଲା|ପୁରୀ ଜିଲ୍ଲାର]] ରାମେଶ୍ଵରଠାରେ ଜନ୍ମ ନେଇଥିଲେ ।<ref>{{cite web |url= http://www.odishafiles.com/2012/11/shri-janaki-ballav-patnaik.html |title=Odisha Files: Jobs &#124; Education &#124; Politics &#124; Tourism &#124; Events: Shri Janaki Ballav Patnaik |first= |last=|work=odishafiles.com |year=2012|quote=born on 3rd January 1927 at Rameswar of Puri. |accessdate=5 February 2013}}</ref> ୧୯୪୭ ମସିହାରେ ଉତ୍କଳ ବିଶ୍ଵବିଦ୍ୟାଳୟରୁ ସଂସ୍କୃତରେ ସ୍ନାତକ ଉପାଧି ହାସଲ କରିବା ପରେ ୧୯୪୯ ମସିହାରେ ଆହ୍ଲାବାଦ ବିଶ୍ଵବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଉପାଧି ହାସଲ କରିଥିଲେ ।
 
== ରାଜନୈତିକ ଜୀବନ ==
* [[ଓଡ଼ିଶା]]ରେ: ତିନିଥର [[ଓଡ଼ିଶା]]ରମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିଲେ୤
** ୧୯୮୦ ମସିହା ୤
** ୧୯୮୫ ମସିହା ୤
** ୧୯୯୫ ମସିହା ୤
** ଓଡ଼ିଶା ବିଧାନସଭାରେ ବିରୋଧି ଦଳ ନେତା
* କେନ୍ଦ୍ରରେ:
** ୧୯୭୧ରେ ଲୋକସଭାକୁ ନିର୍ବାଚିତ ଓ ଉପ-ରକ୍ଷା ମନ୍ତ୍ରୀ (୧୯୭୩-୭୫)
** ୧୯୮୦ରେ ଲୋକସଭାକୁ ନିର୍ବାଚିତ ଓ ପର୍ଯ୍ୟଟନ, ବେସାମରିକ ବିମାନ ଚଳାଚଳ ଓ ଶ୍ରମ ମନ୍ତ୍ରୀ
 
== ସାହିତ୍ୟ ସର୍ଜନା ==
ଜାନକୀ ବଲ୍ଲଭଙ୍କ ଦ୍ଵାରା ଲିଖିତ ଓ ଅନୁଦିତ ପୁସ୍ତକ ଗୁଡିକ ହେଲା:
* ବାଚସ୍ପତି ମହୋଦୟ (୨୦୧୨): ୨୦୦୪ ରୁ ୨୦୦୯ ପର୍ଯ୍ୟନ୍ତ ବିରୋଧୀ ଦଳର ନେତାଭାବେ ଓଡ଼ିଶା ବିଧାନସଭାରେ ଦେଇଥିବା ବକ୍ତବ୍ୟ ଗୁଡ଼ିକର ସଙ୍କଳନ ୤
* ଗୌତମ ବୁଦ୍ଧ
* ସ୍ଵପ୍ନ ଓ ସଙ୍କଳ୍ପ
* ସିନ୍ଧୁ ଉପତ୍ୟକା
* ମହାଭାରତ
* ରାମାୟଣ
* ପ୍ରବନ୍ଧ ସଙ୍କଳନ
* ସ୍ଵାଧୀନତା ସଙ୍ଗ୍ରାମର ସ୍ମୃତି
=== ଅନୁବାଦ ===
* ନୀତି ଶତକ
* ଶୃଙ୍ଗାର ଶତକ
୬୦ କ ଧାଡ଼ି:
* ଶ୍ରୀମଦ ଭାଗବତ
* ଗୋକୁଳାନନ୍ଦ ଗ୍ରନ୍ଥାବଳି
=== ସମ୍ପାଦନା ===
* ସମ୍ପାଦକ, ଇଷ୍ଟର୍ଣ୍ଣ ଟାଇମ୍ସ (ଇଂରାଜୀ ଦୈନିକ), ୧୯୫୨-୬୬
* ସମ୍ପାଦକ, [[ପ୍ରଜାତନ୍ତ୍ର]], ([[ଓଡ଼ିଆ ଭାଷା|ଓଡ଼ିଆ]] ଦୈନିକ) ୧୯୫୨-୬୭
* ପ୍ରତିଷ୍ଠାତା ଓ ସମ୍ପାଦକ, ପୌରୁଷ (ମାସିକ ଓଡ଼ିଆ ପତ୍ରିକା)
 
== ପୁରସ୍କାର ଓ ସମ୍ମାନ ==
==ଆଧାର==
{{ଆଧାର}}
୮୭ କ ଧାଡ଼ି:
 
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
 
[[bn:জানকীবল্লভ পট্টনায়ক]]
[[en:Janaki Ballabh Patnaik]]