"ଆହମ୍ମଦୀୟ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ r2.7.2+) (Robot: Modifying fa:احمدیه to fa:جنبش احمدیه |
ଟିକେ ରୋବଟ୍: ପ୍ରସାଧନ ବଦଳ |
||
୧ କ ଧାଡ଼ି:
{{ଛୋଟ|Ahmadiyya}}
'''ଆହମ୍ମଦୀୟ ବା ଆହମ୍ମଦୀୟା'''({{lang-ar|أحمدية}};{{lang-ur|{{Nastaliq|احمدِیہ}}}}) ହେଉଛି ଏକ ଇସଲାମୀୟ ସମାଜ ସୁଧାର ଆନ୍ଦୋଳନ ।<ref>{{cite web | url= http://ammanmessage.com/index.php?option=com_content&task=view&id=91&Itemid=74|title=The Amman Message}}</ref><ref>{{cite book|last=Valentine|first=Simon|title=Islam and the Ahmadiyya jamaʻat: history, belief, practice|year=2008|publisher=Columbia University Press|isbn=978-0-231-70094-8|url=http://books.google.co.uk/books?ei=aDJnT9SzMsWr8AOw54WpCA&id=Q78O1mjX2tMC&dq=Ahmadiyya+islamic&q=+islamic+reform#v=snippet&q=islamic%20reform&f=false|page=xv}}</ref><ref>{{cite book|last=Morgan|first=Diane|title=Essential Islam: a comprehensive guide to belief and practice|year=2009|publisher=Greenwood Press|isbn=978-0-313-36025-1|page=242}}</ref> ଯାହା [[ମୀର୍ଜା ଘୁଲାମ ଅହମ୍ମଦ]](୧୮୩୫-୧୯୦୮)ଙ୍କ ଜୀବନ ଓ ଶିକ୍ଷା ଉପରେ ଆଧାରିତ ହୋଇ ଉନବିଂଶ ଶତାବ୍ଦୀରେ ବ୍ରୀଟିଶ ଶାସନାଧିନ ଭାରତରେ ପ୍ରତିଷ୍ଠିତ ହୋଇଥିଲା ଯିଏକି ବିଭିନ୍ନ ପାଶ୍ଚାତ୍ୟ ଧର୍ମାଦିର ଭବିଷ୍ୟବାଣୀରେ ବର୍ଣ୍ଣିତ ଈଶ୍ୱରଙ୍କ ଶେଷନିଷ୍ପତ୍ତି ଦିନର ଅଗ୍ରଦୂତ ଓ ଇସଲାମ ଧର୍ମରେ ବର୍ଣ୍ଣିତ ଇସଲାମ ଧର୍ମର ବିଜୟ ଆଣିବାରେ ସିଦ୍ଧ ହୋଇଥିଲେ ବୋଲି ନିଜକୁ ଘୋଷଣା କରିଥିଲେ। ସେ ନିଜକୁ ଚତୁର୍ଦଶ ଶତାବ୍ଦୀର ମୁଜାଦିଦ (ଈଶ୍ୱରୀୟ ସଂସ୍କାରକ) ଓ ମୁସଲମାନଙ୍କର ପ୍ରତୀକ୍ଷିତ ମହଦି ଓ ପ୍ରତିଜ୍ଞାବଦ୍ଧ ମସିହାରୂପେ ଘୋଷଣା କରିଥିଲେ
== ଆଧାର ==
{{ଆଧାର}}
|