"ହୀରା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ r2.7.2) (Robot: Adding simple:Diamond
ଟିକେ ରୋବଟ୍‌: ପ୍ରସାଧନ ବଦଳ
୩୦ କ ଧାଡ଼ି:
|diaphaneity = [[Transparency (optics)|Transparent]] to subtransparent to translucent
|references =<ref name=mindat>{{cite web|publisher=Mindat|title=Diamond|url=http://www.mindat.org/min-1282.html|accessdate=2009-07-07}}</ref><ref name=webmin>{{cite web|publisher=WebMineral|title=Diamond|url=http://webmineral.com/data/Diamond.shtml|accessdate=2009-07-07}}</ref>}}
ହୀରା ଅଙ୍ଗାରକ ପରମାଣୁମାନଙ୍କର ଏକ ପୁନର୍ବିନ୍ୟାସ ଅଟେ । ଗୋଟିଏ ପ୍ରକାରର ବସ୍ତୁମାନଙ୍କ ମଧ୍ୟରେ ହୀରା ହେଉଛି ସବୁଠୁ କଠିନ । ସେଥିପାଇଁ ଅନେକ ଶିଳ୍ପରେ ହୀରାକୁ କାଟିବା ଏବଂ ଚିକ୍କଣ କରିବାରେ ବ୍ୟବହାର କରାଯାଏ । ଅନେକ ହୀରା ସ୍ୱଚ୍ଛ ଥିବାବେଳେ କିଛି ହଳଦିଆ, ଲାଲ୍‌, ନୀଳ, ସବୁଜ ଓ ଗୋଲାପୀ ପରି ରଙ୍ଗୀନ ହୋଇଥାଏ । ବଡ଼ ହୀରାଗୁଡ଼ିକ ବିରଳ ଓ ଦାମୀ । ହୀରା ଅତ୍ୟନ୍ତ କଠିନ ଓ ଭଲ ଆଲୋକ ବିଚ୍ଛୁରଣ କରୁଥିବାରୁ ବହୁତ ଉପଯୋଗୀ । ଉଭୟ ପ୍ରାକୃତିକ ଓ କୃତ୍ରିମ ହୀରା ଉପଲବ୍ଧ । ପୃଥିବୀ ପ୍ରାକୃତିକ ହୀରା ତିଆରି କରେ । ମଣିଷ କୃତ୍ରିମ ହୀରା ତିଆରି କରେ । ମଣିଷ ଜାଣିଥିବା ସବୁଠାରୁ କଠିନ ପ୍ରାକୃତିକ ବସ୍ତୁ ହେଉଛି ହୀରା ।
 
ଗ୍ରାଫାଇଟ୍‌, କୋଇଲା ପରି ହୀରା ମଧ୍ୟ ବିଶୁଦ୍ଧ ଅଙ୍ଗାରକରୁ ତିଆରି । କିନ୍ତୁ ହୀରା ଅତ୍ୟନ୍ତ କଠିନ ଓ ସ୍ପଟିକ ଭାବେ ଉପଲବ୍ଧ ।
୪୨ କ ଧାଡ଼ି:
ପୃଥିବୀ ଗହ୍ବରରେ ପ୍ରବଳ ଚାପ ଓ ତାପ ଦ୍ୱାରା ହୀରା ତିଆରି ହୁଏ । ଅତି ଚାପ ଓ ତାପ ଯୋଗୁ ଏହା ତରଳରେ ପରିଣତ ହୋଇ ଆଗ୍ନେୟ ଉଦ୍ଗିରଣରେ ଭୂପୃଷ୍ଠକୁ ଆସେ ଓ ହୀରା ସ୍ପଟିକରେ ପରିଣତ ହୁଏ । (ତେଣୁ ହୀରା ଏକ ଆଗ୍ନେୟ ଶିଳା ।) ବେଳେବେଳେ ମାଗ୍ମା ସହିତ ହୀରା ଅଗ୍ନେୟଗିରିର ଉପରକୁ ଚାଲିଆସେ । ଆଗ୍ନେୟ ଉଦ୍ଗିରଣର ଅନେକ ଦିନ ପରେ ଲୋକେ ହୀରା ପାଆନ୍ତି । କେତେବେଳେ ହୀରା ଭୂମି ଉପରେ ମଧ୍ୟ ମିଳେ । କିନ୍ତୁ ଦକ୍ଷିଣ ଆଫ୍ରିକା ପରି ସ୍ଥାନରେ ଖଣି ଖୋଳିଲା ପରେ ହୀରା ମିଳେ । ହୀରା ପ୍ରଥମେ ଭାରତରେ ମିଳିଥିଲା ।
 
== ଆଧାର ==
{{reflist}}
== ଅନ୍ୟ ୱେବ୍‌ସାଇଟ୍ ==
୫୩ କ ଧାଡ଼ି:
* Tyson, Peter (November 2000). [http://www.pbs.org/wgbh/nova/diamond/sky.html "Diamonds in the Sky"]. Retrieved March 10, 2005.
 
[[Categoryଶ୍ରେଣୀ:ମୂଲ୍ୟବାନ ପଥର]]
[[Categoryଶ୍ରେଣୀ:ଅଙ୍ଗାରକ]]
[[Categoryଶ୍ରେଣୀ:Birthstones]]
 
{{Link FA|en}}
"https://or.wikipedia.org/wiki/ହୀରା"ରୁ ଅଣାଯାଇଅଛି