"ଉଇକିପିଡ଼ିଆ:ଜାଣିବା କଥା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୧୧୬ କ ଧାଡ଼ି:
 
== ଓଡ଼ିଆ ଉଇକିପିଡ଼ିଆ ପାଇଁ ଗୁଗଲ କିମ୍ବା ୟାହୁ ଗ୍ରୁପ ଭଳି କିଛି ଆଲୋଚନା ଗୋଠ ଅଛି କି ? ମୁଁ ଓଡ଼ିଆ ଉଇକିଆଳିଙ୍କ ସଙ୍ଗେ ଅନଲାଇନ ଚାଟ କରିପାରିବି କି ? ==
ହଁ, ଓଡ଼ିଆ ଉଇକିପିଡ଼ିଆର ଏକ ମେଲ ତାଲିକା ଅଛି । ସେହି ମେଲ ତାଲିକାଟିରେ ନିଜ ନାମ ଲେଖାଇ ଆପଣ ବାକି ଉଇକିଆଳିଙ୍କ ସଙ୍ଗେ ଆଲୋଚନା କରିପାରିବେ । ମେଲ ତାଲିକାରେ ନାମ ଲେଖାଇବା ପାଇଁ ଏଠାକୁ - [[mail:wikipedia-or|https://lists.wikimedia.org/mailman/listinfo/wikipedia-or ଏଠାକୁ] କୁ] ଯାଆନ୍ତୁ, ଆଉ ଆଲୋଚନା କରନ୍ତୁ ।
 
ଏକ ଫ୍ରିନୋଡ଼ ଇଣ୍ଟରନେଟ ରିଲେ ଚାଟ (IRC) ଓଡ଼ିଆ ଉଇକିପିଡ଼ିଆ ପାଇଁ ବି ଅଛି ଯେଉଁଥିରେ ଆପଣ ଅନଲାଇନରେ ଥିବା ପୃଥିବି ଯାକର ଓଡ଼ିଆ ଉଇକିଆଳିଙ୍କ ସାଙ୍ଗରେ ଆଲୋଚନା କରିପାରିବେ । ସାଇଟ: {{irc|wikipedia-or}}
*Server: ircwebchat.freenode.net (http://webchat.freenode.net/?channels=#wikipedia-or)
*Channel: #wikipedia-or
 
ଫେସବୁକ ଗ୍ରୁପରେ ମଧ୍ୟ ପଚାରି ପାରିବେ → [//fb.com/groups/OdiaWiki/ Odia Wkipedia] (http://facebook.com/groups/OdiaWiki/)
 
ଆହୁରି ଅଧିକ ଜାଣିବା ପାଇଁ [[WP:ଚାଟସଭା|ଚାଟସଭା]] (http://or.wikipedia.org/wiki/WP:CS)]] ଦେଖନ୍ତୁ ।
 
ଆହୁରି କିଛି ପ୍ରଶ୍ନ ଥିଲେ '''[mailto:wikipedia-or@lists.wikimedia.org wikipedia-or@lists.wikimedia.org]''' ବା '''[mailto:odiawiki@gmail.com odiawiki@gmail.com]''' କୁ ମେଲ ପଠାନ୍ତୁ ।
<noinclude>
|}
|}</noinclude>
 
[[ar:ويكيبيديا:أسئلة متكررة]]
୧୯୯ କ ଧାଡ଼ି:
[[zh:Wikipedia:常见问题解答]]
[[zh-min-nan:Wikipedia:FAQ]]
|}</noinclude>