"ଉଇକିପିଡ଼ିଆ:ଶିକ୍ଷଣ/Editing" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ସଜଡା
ଟିକେ (Cleanup; incorrect protection templates using AWB)
(ସଜଡା)
କେତେକ [[Wikipedia:Protection policy|କିଳାଯାଇଥିବା ପୃଷ୍ଠାକୁ ଛାଡ଼ି]] ପ୍ରତି ପୃଷ୍ଠାରେ ଏକ "'''''ଏହାକୁ ବଦଳାନ୍ତୁ '''''" ପତି ରହିଛି ଯାହା ଆପଣଙ୍କୁ ସେହି ପୃଷ୍ଠାକୁ ସମ୍ପାଦନା କରିବାରେ ସାହାଯ୍ୟ କରିଥାଏ । ଏହା [[ଉଇକିପିଡ଼ିଆ]]ର ଏକ ସାଧାରଣ ସୁବିଧା ଯାହା ଏକ ପ୍ରସଙ୍ଗରେ ଥିବା ଭୁଲଭଟକାକୁ ସୁଧାରି ତାହାକୁ ଉନ୍ନତ କରିବାରେ ସାହାଯ୍ୟ କରିଥାଏ । ଯଦି ଆପଣ କିଛି ନୂଆ ତଥ୍ୟ ଯୋଗ କରୁଛନ୍ତି ତେବେ ସେଥିରେ ଦୟାକରି [[Wikipedia:Citing sources|ମୂଳ ଆଧାର]], ବା ଯେଉଁଠାରୁ ଆପଣ ତଥ୍ୟଟି ଜାଣିବାକୁ ପାଇଛନ୍ତି ତାହା ଉଲ୍ଲେଖ କରନ୍ତୁ, କାରଣ, [[Wikipedia:Verifiability|ଆଧାର ବିନା ଲେଖାଯାଇଥିବା ତଥ୍ୟ ହଟାଇଦିଆଯିବାର ସମ୍ଭାବନା ଥାଏ ]] ।
 
ଆପଣ ଯେତେବେଳେ ଏକ ପୃଷ୍ଠାରେ କିଛି ବଦଳାନ୍ତି '''[[Help:Edit summary|ସମ୍ପାଦନା ସାରକଥା]]''' ଘରେ ଆପଣଙ୍କ ସମ୍ପାଦନାର ସମ୍ପାଦନା ସାରକଥାଟିଏ ଲେଖିବା ଉଚିତ (ଏହା ସମ୍ପାଦନା ଘର ତଳେ ପାଇପାରିବେ) । ଆପଣଙ୍କ ସମ୍ପାଦନା ସାରକଥାଟି ଅଳ୍ପ ହେଲେ ବି କିଛି ଅସୁବିଧା ନାହିଁ । ଯଥା, ଯଦି ଆପଣ ଏକ ବନାନ ସୁଧାରିଲେ, କେବଳ "ବନାନ" ବୋଲି ସମ୍ପାଦନା ସାରକଥାରେ ଲେଖିଲେ ବି ଚଳିବ ।
 
ଏଥି ସହିତ ଆପଣ '''[[Help:Show preview|ଦେଖଣା]]''' ଉପରେ କ୍ଲିକ କରି ସାଇତିବା ପରେ ଆପଣଙ୍କ ଲେଖାଟି କେମିତି ଦେଖାଯିବ ତାହା ଦେଖିପାରିବେ । ସମ୍ପାଦନା ଶିଖିବା ପାଇଁ ଆପଣ [[Wikipedia:Tutorial/Editing/sandboxSandbox|ପରଖ ଘର]]କୁ ଯାଇ "''ଏହାକୁ ବଦଳାନ୍ତୁ''" ପତି ଉପରେ କ୍ଲିକ କରନ୍ତୁ । କ୍ଲିକ କଲା ପରେ ତାହା ଏକ ସମ୍ପାଦନା ଘର ଖୋଲିବ ଯେଉଁଠାରେ ଆପଣ ଲେଖା ସବୁ ଦେଖିପାରିବେ । ସେଠାରେ ଇଆଡୁକିଛି ସିଆଡୁ କିଛିବି ଲେଖି ଦିଅନ୍ତୁ । ଏବେ '''ଏହାକୁ ବଦଳାନ୍ତୁଦେଖଣା'''ରେ କ୍ଲିକ କରନ୍ତୁ ଆଉ ଦେଖନ୍ତୁ ଆପଣ କଣ ଲେଖିଛନ୍ତି ।
 
==ସମ୍ପାଦନା ସମ୍ପାଦନା ସାରକଥା==
ଆପଣ ଉପରେ ଯଦି ପରଖଟିଏ କରିଥାନ୍ତି ତେବେ "ସାଇତିବେ" ରେ କ୍ଲିକ କରି ଲେଖାଟିକୁ ସାଇତିରଖନ୍ତୁ । ଆପଣ ଅନ୍ୟମାନଙ୍କ ବୁଝିବା ଭଳି ଅଳ୍ପଟିକେ "ସମ୍ପାଦନା ସାରକଥା"ରେ ଲେଖିଦିଅନ୍ତୁ; ଯଥା: ''ପରଖ'', ''ବନାନ'' ଆଦି ।
 
 
{{-}}
<div style="float:left; align:left; margin-top: -1.5em; background-color: #f5faff; padding: .2em .6em; font-size: 130%; border: 1px solid #cee0f2;">''' [[Wikipedia:Tutorial/Editing/sandboxSandbox|ପରଖ ଘରଘରେ]]''ଟିକୁ ସମ୍ପାଦନା କରନ୍ତୁ'''</div>
<noinclude>
<div style="float:right; margin-top: 0.0em; margin-bottom:3px; background-color: #cee0f2; padding: .2em .6em; font-size: 130%; border: 1px solid #a3b1bf;">'''[[Wikipedia:Tutorial/Formatting|ସଜାଣି]]''' ବାବଦରେ ଅଧିକ ଜାଣନ୍ତୁ <span style="font-size: larger; font-weight: bold;">→</span></div>
୫,୬୦୧

ଗୋଟି ସମ୍ପାଦନା