"ଉଇକିପିଡ଼ିଆ:ଶିକ୍ଷଣ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Robot: Removing et:Vikipeedia:Vikiprojekt Tõlkimine/Sissejuhatus (deleted)
link
୧୨ କ ଧାଡ଼ି:
ଏହା ଏକ ପ୍ରାଥମିକ ''ଶିକ୍ଷଣ'', [[Help:Wikipedia: The Missing Manual|ଏକ ସବିଶେଷ ବଖାଣ]] ନୁହେଁ । ଯଦି ଆପଣ ଅଧିକ ଜାଣିବାକୁ ଚାହୁଁଥାନ୍ତି, ତେବେ ବାକି ପୃଷ୍ଠାମାନଙ୍କୁ ଯିବାପାଇଁ ଏଠାରେ ଲିଙ୍କସବୁ ଅଛି । ଆପଣ ସେସବୁକୁ ଅଲଗା ପତି/ଉଇଣ୍ଡୋ (Tab/Window)ରେ ଖୋଲି ପଢ଼ି ପାରନ୍ତି ।
 
"''[[WP:Sandbox|ପରଖ ଘର'']]"କୁ ଯିବା ପାଇଁ ଲିଙ୍କ ସବୁ ଅଛି ଯେଉଁଥିରେ ଆପଣ ଯଦି କିଛି ଶିଖିବାକୁ ଚାହୁଁଥାନ୍ତି ସେଠାରେ ଅଭ୍ୟାସ କରିପାରିବେ । ନୂଆ ନୂଆ ପରଖ କରନ୍ତୁ ଓ ନୂଆ ନୂଆ କଥା ଜାଣନ୍ତୁ! ସେଠାରେ ଆପଣ କିଛି ପରଖ କଲେ କେହି କିଛି ଭାବିବେ ନାହିଁ ।
 
ତେଣୁ, [[Wikipedia:Tutorial/Editing|ଆସନ୍ତୁ ଉଇକିପିଡ଼ିଆରେ ଲେଖାସବୁକୁ ବଦଳାଇବା ଶିଖିବା]]!!