"ତିଥି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Robot: Adding ml:തിഥി
ଟିକେ →‎ପକ୍ଷ: ନୂତନ ପ୍ରସଙ୍ଗ ପକ୍ଷ ତିଆରି କରାଗଲା
୩୮ କ ଧାଡ଼ି:
# ପୂର୍ଣ୍ଣାମୃତା- ଜଳ ଓ ଓଷଧିଗଣ ୤
:(ଚନ୍ଦ୍ରମଣ୍ଡଳରେ ଷୋଳଟି କଳା ମଧ୍ୟରୁ, ‘ଅମା’ କଳାଟି ‘ମହାକଳା’ ନାମରେ ଅଭିହିତ ୤ ମାଳାର ସୂତ୍ରପରି ଏହି କଳାଟି ଅନ୍ୟ ସକଳ କଳାରେ ବିଦ୍ଧ ୤ ଏହା ନିତ୍ୟ, ଅର୍ଥାତ ଏହାର କ୍ଷୟ ବୃଦ୍ଧି ନାହିଁ ୤ ଏହି କଳାକୁ ଅପର ସମଗ୍ର କଳା ଆଶ୍ରୟ କରିଥାଏ ୤ [[ଅମାବାସ୍ୟା|ଅମାବସୀ]] ଦିନ କେବଳ ଏହି ‘ଅମା’ କଳାଟି ଚନ୍ଦ୍ରଙ୍କଠାଋଏ ଥାଏ ୤)
 
==ପକ୍ଷ==
୧୫ ତିଥିରେ ଏକ ପକ୍ଷ ହୁଏ ୤
===କୃଷ୍ଣପକ୍ଷ===
[[ପୂର୍ଣ୍ଣିମା|ପୂଣ୍ଣମୀ]]ର ପରଦିନ କୃଷ୍ଣପକ୍ଷର ଆରମ୍ଭ ହୁଏ ୤ କୃଷ୍ଣପକ୍ଷର ପ୍ରଥମ ତିଥି [[ପ୍ରତିପଦ]], ତାପରେ ଯଥାକ୍ରମେ [[ଦ୍ୱିତୀୟା]], [[ତୃତୀୟା]], [[ଚତୁର୍ଥୀ]], [[ପଞ୍ଚମୀ]], [[ଷଷ୍ଠୀ]], [[ସପ୍ତମୀ]], [[ଅଷ୍ଟମୀ]], [[ନବମୀ]], [[ଦଶମୀ]], [[ଏକାଦଶୀ]], [[ଦ୍ଵାଦଶୀ]], [[ତ୍ରୟୋଦଶୀ]], [[ଚତୁର୍ଦ୍ଦଶୀ]] ଓ [[ଅମାବାସ୍ୟା]] ଏପରି ୧୫ ତିଥିରେ କୃଷ୍ଣପକ୍ଷ [[ଅମାବାସ୍ୟା]] ଦିନ ଶେଷ ହୁଏ ୤
===ଶୁକ୍ଳପକ୍ଷ===
[[ଅମାବାସ୍ୟା]]ର ପରଦିନ ଶୁକ୍ଳପକ୍ଷ ଆରମ୍ଭ ହୁଏ – ଶୁକ୍ଳପକ୍ଷର ପ୍ରଥମ ତିଥି [[ପ୍ରତିପଦ]], ତାପରେ ଯଥାକ୍ରମେ [[ଦ୍ୱିତୀୟା]], [[ତୃତୀୟା]], [[ଚତୁର୍ଥୀ]], [[ପଞ୍ଚମୀ]], [[ଷଷ୍ଠୀ]], [[ସପ୍ତମୀ]], [[ଅଷ୍ଟମୀ]], [[ନବମୀ]], [[ଦଶମୀ]], [[ଏକାଦଶୀ]], [[ଦ୍ଵାଦଶୀ]], [[ତ୍ରୟୋଦଶୀ]], [[ଚତୁର୍ଦ୍ଦଶୀ]] ଆଦି ୧୫ ତିଥିରେ ଶୁକ୍ଳପକ୍ଷ [[ପୂର୍ଣ୍ଣିମା|ପୂର୍ଣ୍ଣମୀ]] ଦିନ ଶେଷ ହୁଏ ୤
===ଅପରପକ୍ଷ===
[[ହିନ୍ଦୁ ଧର୍ମ]] ପରମ୍ପରା ଅନୁଯାୟୀ [[ଆଶ୍ୱିନ]] [[ମାସ]] କୃଷ୍ଣପକ୍ଷ [[ପ୍ରତିପଦ]] ଠାରୁ [[ଅମାବାସ୍ୟା]] ପଯ୍ୟନ୍ତ 'ଅପରପକ୍ଷ' ବା 'ପିତୃପକ୍ଷ' ପାଳନ କରାଯାଏ |
 
==ଆଧାର==
"https://or.wikipedia.org/wiki/ତିଥି"ରୁ ଅଣାଯାଇଅଛି