"ଚତୁର୍ଥୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ r2.7.3) (Robot: Adding mr:चतुर्थी
୧ କ ଧାଡ଼ି:
{{ଛୋଟ|Chaturthi}}
'ଚତୁର୍ଥୀ' ଚନ୍ଦ୍ରପକ୍ଷର ଚତୁର୍ଥ ଦିବସ - ଚନ୍ଦ୍ରର ଚତୁର୍ଥ କଳାର ହ୍ରାସ ବା ବୃଦ୍ଧିଜନିତ [[ତିଥି]] । [[ତୃତୀୟା]]ର ପରବର୍ତ୍ତୀ ଓ [[ପଞ୍ଚମୀ]]ର ପୂର୍ବବର୍ତ୍ତୀ ତିଥି୤ କୃଷ୍ଣ ପକ୍ଷର ଚତୁର୍ଥୀକୁ କୃଷ୍ଣା ଚତୁର୍ଥୀ ଓ ଶୁକ୍ଳ ପକ୍ଷର ଚତୁର୍ଥୀକୁ ଶୁକ୍ଳା ଚତୁର୍ଥୀ କୁହାଯାଇଥାଏ ।
==ପର୍ବପର୍ବାଣୀ==
 
* [[ବୈଶାଖ]] ଶୁକ୍ଳ ଚତୁର୍ଥୀ: ଯବ ଚତୁର୍ଥୀ
* [[ଭାଦ୍ରବ]] ଶୁକ୍ଳ ଚତୁର୍ଥୀ: [[ଗଣେଶ ପୂଜା]]
* [[କାର୍ତ୍ତିକ]] କୃଷ୍ଣ ଚତୁର୍ଥୀ: [[କରୱ।ଚୌଥ]]
* [[ମାଘ]] ଶୁକ୍ଳ ଚତୁର୍ଥୀ: [[ତିଳ ଚତୁର୍ଥୀ]]; କୁନ୍ଦ ଚତୁର୍ଥୀ; ବରଦା ଚତୁର୍ଥୀ: ଗଣେଷ ଜୟନ୍ତୀ
* ମାଘ କୃଷ୍ଣ ଚତୁର୍ଥୀ: ସଙ୍କଟ ଚତୁର୍ଥୀ<ref>{{cite web |url= http://www.indif.com/nri/kathas/sakat_chauth/sakat_chauth_katha.asp |title=Sakat Chauth, Magh Krishna Chaturthi, Sakat Chauth Vrat Katha (Story) in Hindi |first= |last=|work=indif.com |quote=In the month of ‘Magh’ (January) on the fourth day of Krishan Paksh, the Sankat-haran, Ganapati or Lord Ganesha is worshipped. This day is called ‘Sakat Chauth’. |accessdate=20 December 2012}}</ref>: ସଙ୍କଟ ହରଣ ଗଣପତି [[ଗଣେଶ|ଗଣେଶଙ୍କ]] [[ପୂଜା (ଉପାସନା)|ପୂଜା]] କରାଯାଏ ।
 
୧୮ କ ଧାଡ଼ି:
 
<!-- ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
 
[[en:Chaturthi]]
[[hi:चतुर्थी]]
"https://or.wikipedia.org/wiki/ଚତୁର୍ଥୀ"ରୁ ଅଣାଯାଇଅଛି