"ଗୌରୀଶଙ୍କର ରାୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଇଂରାଜୀ ଠିକଣା
ଟିକେ ମୃତ୍ୟୁ ତାରିଖ: ୫ ମାର୍ଚ୍ଚ > ୭ ମାର୍ଚ୍ଚ
୮ କ ଧାଡ଼ି:
| birth_date = {{Birth date|1838|07|13|df =y}}<!--{{Birth date|1838|07|13}}-->
| birth_place = ଦୀକ୍ଷିତପଡ଼ା, ଅସୁରେଶ୍ଵର, [[କଟକ ଜିଲ୍ଲା|କଟକ]]
| death_date = {{Death date and age|1917|03|0507|1838|07|13}}<!-- {{Death date and age|YYYY|MM|DD|YYYY|MM|DD}} (death date then birth date) -->
| death_place =
| nationality = [[ଭାରତ|ଭାରତୀୟ]]
୨୦ କ ଧାଡ଼ି:
| website = http://karmaveergourishankar.org/
}}
'''ଗୌରୀଶଙ୍କର ରାୟ''' ୧୮୩୮ ମସିହା ଜୁଲାଇ ୧୩ ତାରିଖ, ଆଷାଢ଼ ଶୁକ୍ଳ ଚତୁର୍ଦ୍ଦଶୀ ଦିନ [[କଟକ ଜିଲ୍ଲା]] ଅସୁରେଶ୍ୱର ଅନ୍ତର୍ଗତ ଦୀକ୍ଷିତପଡ଼ା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ।
 
'''ଗୌରୀଶଙ୍କର ରାୟ''' ୧୮୩୮ ମସିହା ଜୁଲାଇ ୧୩ ତାରିଖ ଦିନ [[କଟକ ଜିଲ୍ଲା]] ଅସୁରେଶ୍ୱର ଅନ୍ତର୍ଗତ ଦୀକ୍ଷିତପଡ଼ା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ।
[[ଓଡ଼ିଶା]] ମୋଗଲ ଶାସନାଧୀନ ହେଲା ପରେ ବଙ୍ଗର ଶାସନ କର୍ତ୍ତା ତୋଡ଼ରମଲ୍ଲଙ୍କୁ ଓଡ଼ିଶାର ରାଜସ୍ୱ-ବନ୍ଦୋବସ୍ତ କରିବାକୁ ପଠାଇଥିଲେ। ତାଙ୍କ ସହିତ ସହିତ ଯେଉଁ ବଙ୍ଗୀୟ ରାଜ କର୍ମଚାରୀମାନେ ଓଡ଼ିଶା ଆସି, ଓଡ଼ିଶାରେ ଘରଦ୍ଵାର କରି ରହି ଯାଇଥିଲେ, ଗୌରୀ ଶଙ୍କରଙ୍କ ପୂର୍ବପୁରୁଷ ଥିଲେ ସେଇମାନଙ୍କ ମଧ୍ୟରୁ ଅନ୍ୟତମ । ସେମାନଙ୍କ ପଦବୀ ଥିଲା ‘ବସୁ’, ଏମାନେ ଥିଲେ ରାଜବଂଶୀୟ କାୟସ୍ଥ । ମୋଗଲ ଶାସକମାନଙ୍କୁ, ରାଜସ୍ୱ ବନ୍ଦୋବସ୍ତ କରିବାରେ ସହାୟତା କରିଥିବା ହେତୁ ଏମାନଙ୍କୁ ‘ରାୟ’ ଉପାଧି ମିଳିଥିଲା । ଗୌରୀ ଶଙ୍କରଙ୍କ ପ୍ରପିତାମହ ମାଧବଚନ୍ଦ୍ର ‘ବସୁ’ ଉପାଧି ବର୍ଜନ କରି ‘ରାୟ’ ହୋଇଥିଲେ ।
 
Line ୨୭ ⟶ ୨୬:
ଏହି କଟକ ପ୍ରିଣ୍ଟିଂ କମ୍ପାନୀ ଆନୁକୂଲ୍ୟରେ ୧୮୬୫ ମସିହା ଜୁଲାଇ ପହିଲା ଦିନ ମୁଦ୍ରଣ ଯନ୍ତ୍ର ସ୍ଥାପିତ ହୋଇଥିଲା ଏବଂ ଏହାର ମାସକ ପରେ ଏଠାରୁ ପ୍ରଥମ ଓଡ଼ିଆ ସମ୍ବାଦ ପତ୍ର ‘[[ଉତ୍କଳ ଦୀପିକା]]’ ପ୍ରକାଶିତ ହୋଇଥିଲା।<ref>{{cite web |url= http://www.odisha.gov.in/portal/ViewDetails.asp?vchglinkid=GL012&vchplinkid=PL048&vchslinkid=SL022 |title=Orissa Government Portal |work=odisha.gov.in |year=2012 |quote=The first news paper Utkal Deipika is brought out by the Cuttack printing company. |accessdate=30 June 2012}}</ref>
<ref>{{cite web |url= http://cuttack.nic.in/history/HISTORY-CUTTACK.htm |title=HISTORY OF CUTTACK |work=cuttack.nic.in |year=2011 |quote=The first Newspaper of Odisha “UtkalDipika” was publish by the Cuttack printing Company due to the efforts of Gourisankar Ray in 1866 |accessdate=30 June 2012}}</ref>
ଏହା ପ୍ରଥମେ ସାପ୍ତାହିକ ଆକାରରେ ପ୍ରକାଶିତ ହୋଇଥିଲେ ସୁଦ୍ଧା ପରେ ଏହା ଦୈନିକ ହୋଇଥିଲା । ଗୌରୀ ଶଙ୍କର ଥିଲେ କଟକ ପ୍ରିଣ୍ଟିଂ କମ୍ପାନୀର ଆଜୀବନ ସଚିବ ଓ ‘[[ଉତ୍କଳ‘ଉତ୍କଳ ଦୀପିକା]]’ଦୀପିକା’ ର ପ୍ରଥମ ସମ୍ପାଦକ ।
 
ଗୌରୀ ଶଙ୍କର ଥିଲେ ଉନବିଂଶ ଶତାବ୍ଦୀ ଓଡ଼ିଆ ନବଜାଗରଣର ଅନ୍ୟତମ ବିଶିଷ୍ଟ କର୍ଣ୍ଣଧାର । ଗୌରୀଶଙ୍କର ଓଡ଼ିଶାବାସୀ ବଙ୍ଗାଳୀ<ref>{{cite web |url= http://www.hindu.com/2001/01/07/stories/1307017p.htm |title=The Hindu : Dear Oriyas, Rise!|work=hindu.com |year=2001 |quote=Gauri Shankar Ray, a Bengali who had settled down in Orissa and upheld the cause of Oriya against Bengali. |accessdate=29 June 2012}}</ref> ହୋଇ ସୁଦ୍ଧା, ‘ଉତ୍କଳ[[ଉତ୍କଳ ସାହିତ୍ୟ ସମାଜ’ରସମାଜ|ଉତ୍କଳ ସାହିତ୍ୟ ସମାଜର]] ସଭାପତି ଏବଂ ‘ଉତ୍କଳ ସଭା’ର ସମ୍ପାଦକ-ପରିଚାଳକ ଭାବରେ ସେ ନିଜ [[ଓଡ଼ିଆ]] ପ୍ରୀତି ଓ ସଙ୍ଗଠନ ଶକ୍ତିର ପରିଚୟ ଦେଇ ଯାଇଛନ୍ତି।<ref>{{cite web |url= http://india.gov.in/knowindia/state_uts.php?id=82 |title=History - Odisha - States and Union Territories - Know India: National Portal of India |work=india.gov.in |year=2012 |quote=1882 AD: Utkal Sabha under the secretary Gouri Sankar Ray formed. |accessdate=30 June 2012}}</ref>
ତାଙ୍କର ବଳିଷ୍ଟ ସମ୍ପାଦନାରେ [[ଉତ୍କଳ ଦୀପିକା]] [[ଓଡ଼ିଆ ଲୋକ|ଓଡ଼ିଆ]] ମାନଙ୍କ ସ୍ୱାର୍ଥରକ୍ଷା ପାଇଁ ସରକାରଙ୍କ ପାଖରେ ଦୃଢ଼ ଦାବି ଉପସ୍ଥାପିତ କରିବାରେ ଅଗ୍ରଣି ଭୂମିକା ଗ୍ରହଣ କରିଥିଲା ।
 
କଟକ ଟାଉନ୍‌ ହଲ ତାଙ୍କରି ଅବଦାନ । [[ଓଡ଼ିଶା|ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ]] ଗଠନ ହେବା ପୂର୍ବରୁ ୧୯୧୭ ମସିହା ମାର୍ଚ୍ଚ ତାରିଖ ଫାଲଗୁନ ଶୁକ୍ଲ ଚତୁର୍ଦ୍ଦଶୀ ଦିନ ସେ ଇହଧାମ ତ୍ୟାଗ କରିଥିଲେ ।
 
==ଆଧାର==
{{ଆଧାର}}
==ବାହାର ଲିଙ୍କ==
 
[[ଶ୍ରେଣୀ:୧୮୩୮ ଜନ୍ମ]]
[[ଶ୍ରେଣୀ:୧୯୧୭ ମୃତ୍ୟୁ]]
[[ଶ୍ରେଣୀ:ଓଡ଼ିଆ ଭାଷା]]
[[ଶ୍ରେଣୀ:ଓଡ଼ିଆ ସାହିତ୍ୟ]]
[[ଶ୍ରେଣୀ:କଟକ ଜିଲା ଲୋକ]]
[[ଶ୍ରେଣୀ:୧୮୩୮ ଜନ୍ମ]]
[[ଶ୍ରେଣୀ:୧୯୧୭ ମୃତ୍ୟୁ]]