"ଗୌରୀଶଙ୍କର ରାୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

୤=।
ଟିକେ (ଆଧାର)
(୤=।)
}}
 
'''ଗୌରୀ ଶଙ୍କର ରାୟ''' ୧୮୩୮ ମସିହା ଜୁଲାଇ ୧୩ ତାରିଖ ଦିନ [[କଟକ ଜିଲ୍ଲା]] ଅସୁରେଶ୍ୱର ଅନ୍ତର୍ଗତ ଦୀକ୍ଷିତପଡ଼ା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ
[[ଓଡ଼ିଶା]] ମୋଗଲ ଶାସନାଧୀନ ହେଲା ପରେ ବଙ୍ଗର ଶାସନ କର୍ତ୍ତା ତୋଡ଼ରମଲ୍ଲଙ୍କୁ [[ଓଡ଼ିଶା]]ର ରାଜସ୍ୱ-ବନ୍ଦୋବସ୍ତ କରିବାକୁ ପଠାଇଥିଲେ୤ପଠାଇଥିଲେ। ତାଙ୍କ ସହିତ ସହିତ ଯେଉଁ ବଙ୍ଗୀୟ ରାଜ କର୍ମଚାରୀମାନେ [[ଓଡ଼ିଶା]] ଆସି, [[ଓଡ଼ିଶା]]ରେ ଘରଦ୍ଵାର କରି ରହି ଯାଇଥିଲେ, ଗୌରୀ ଶଙ୍କରଙ୍କ ପୂର୍ବପୁରୁଷ ଥିଲେ ସେଇମାନଙ୍କ ମଧ୍ୟରୁ ଅନ୍ୟତମ ସେମାନଙ୍କ ପଦବୀ ଥିଲା ‘ବସୁ’, ଏମାନେ ଥିଲେ ରାଜବଂଶୀୟ କାୟସ୍ଥ ମୋଗଲ ଶାସକମାନଙ୍କୁ, ରାଜସ୍ୱ ବନ୍ଦୋବସ୍ତ କରିବାରେ ସହାୟତା କରିଥିବା ହେତୁ ଏମାନଙ୍କୁ ‘ରାୟ’ ଉପାଧି ମିଳିଥିଲା ଗୌରୀ ଶଙ୍କରଙ୍କ ପ୍ରପିତାମହ ମାଧବଚନ୍ଦ୍ର ‘ବସୁ’ ଉପାଧି ବର୍ଜନ କରି ‘ରାୟ’ ହୋଇଥିଲେ
 
ଗ୍ରାମ ଚାଟଶାଳୀରେ ପ୍ରାଥମିକ [[ଓଡ଼ିଆ]] ଶିକ୍ଷା ସମାପ୍ତ ପରେ ଏଗାର ବର୍ଷ ବୟସରେ କଟକ ହାଇସ୍କ୍ମୁଲ ଏବଂ ପରେ ହୁଗୁଳି ଯାଇ ସେଠାରେ ଉଚ୍ଚ ଶିକ୍ଷା ଲାଭ କରିଥିଲେ ଶିକ୍ଷା ସମାପ୍ତ ପରେ ପ୍ରଥମେ ମାସିକ ୨୦ ଟଙ୍କା ବେତନରେ ବାଲେଶ୍ୱର ଜିଲ୍ଲା ସ୍କୂଲରେ ଶିକ୍ଷକତା ଏବଂ ପରେ କଟକ କମିଶନରଙ୍କ କାର୍ଯ୍ୟାଳୟରେ କିରାଣି ଭାବରେ କାର୍ଯ୍ୟ କରିଥିଲେ୤କରିଥିଲେ। ଗୌରୀ ଶଙ୍କର ଓ ତାଙ୍କର ଘନିଷ୍ଠ ସହଯୋଗୀ ବିଚିତ୍ରାନନ୍ଦ ଦାସଙ୍କ ଉଦ୍ୟମରେ ୧୮୬୪ ମସିହାରେ ‘କଟକ ପ୍ରିଣ୍ଟିଂ କମ୍ପାନୀ’ ଗଢ଼ିଥିଲେ <ref>{{cite web |url= http://orissadiary.com/personality/writer/GOURISHANKARRAY%20.asp |title=GOURI SHANKAR RAY |work=orissadiary.com |year=2012 |quote=He was the associate founder of Cuttack Printing Company |accessdate=29 June 2012}}</ref>
ଏହି କଟକ ପ୍ରିଣ୍ଟିଂ କମ୍ପାନୀ ଆନୁକୂଲ୍ୟରେ ୧୮୬୫ ମସିହା ଜୁଲାଇ ପହିଲା ଦିନ ମୁଦ୍ରଣ ଯନ୍ତ୍ର ସ୍ଥାପିତ ହୋଇଥିଲା ଏବଂ ଏହାର ମାସକ ପରେ ଏଠାରୁ ପ୍ରଥମ [[ଓଡ଼ିଆ]] ସମ୍ବାଦ ପତ୍ର ‘[[ଉତ୍କଳ ଦୀପିକା]]’ ପ୍ରକାଶିତ ହୋଇଥିଲା୤ହୋଇଥିଲା।<ref>{{cite web |url= http://www.odisha.gov.in/portal/ViewDetails.asp?vchglinkid=GL012&vchplinkid=PL048&vchslinkid=SL022 |title=Orissa Government Portal |work=odisha.gov.in |year=2012 |quote=The first news paper Utkal Deipika is brought out by the Cuttack printing company. |accessdate=30 June 2012}}</ref>
<ref>{{cite web |url= http://cuttack.nic.in/history/HISTORY-CUTTACK.htm |title=HISTORY OF CUTTACK |work=cuttack.nic.in |year=2011 |quote=The first Newspaper of Odisha “UtkalDipika” was publish by the Cuttack printing Company due to the efforts of Gourisankar Ray in 1866 |accessdate=30 June 2012}}</ref>
ଏହା ପ୍ରଥମେ ସାପ୍ତାହିକ ଆକାରରେ ପ୍ରକାଶିତ ହୋଇଥିଲେ ସୁଦ୍ଧା ପରେ ଏହା ଦୈନିକ ହୋଇଥିଲା ଗୌରୀ ଶଙ୍କର ଥିଲେ କଟକ ପ୍ରିଣ୍ଟିଂ କମ୍ପାନୀର ଆଜୀବନ ସଚିବ ଓ ‘[[ଉତ୍କଳ ଦୀପିକା]]’ ର ପ୍ରଥମ ସମ୍ପାଦକ
 
ଗୌରୀ ଶଙ୍କର ଥିଲେ ଉନବିଂଶ ଶତାବ୍ଦୀ [[ଓଡ଼ିଆ]] ନବଜାଗରଣର ଅନ୍ୟତମ ବିଶିଷ୍ଟ କର୍ଣ୍ଣଧାର ଗୌରୀ ଶଙ୍କର [[ଓଡ଼ିଶା]]ବାସୀ ବଙ୍ଗାଳୀ<ref>{{cite web |url= http://www.hindu.com/2001/01/07/stories/1307017p.htm |title=The Hindu : Dear Oriyas, Rise!|work=hindu.com |year=2001 |quote=Gauri Shankar Ray, a Bengali who had settled down in Orissa and upheld the cause of Oriya against Bengali. |accessdate=29 June 2012}}</ref> ହୋଇ ସୁଦ୍ଧା, ‘ଉତ୍କଳ ସାହିତ୍ୟ ସମାଜ’ର ସଭାପତି ଏବଂ ‘ଉତ୍କଳ ସଭା’ର ସମ୍ପାଦକ-ପରିଚାଳକ ଭାବରେ ସେ ନିଜ [[ଓଡ଼ିଆ]] ପ୍ରୀତି ଓ ସଙ୍ଗଠନ ଶକ୍ତିର ପରିଚୟ ଦେଇ ଯାଇଛନ୍ତି୤ଯାଇଛନ୍ତି।<ref>{{cite web |url= http://india.gov.in/knowindia/state_uts.php?id=82 |title=History - Odisha - States and Union Territories - Know India: National Portal of India |work=india.gov.in |year=2012 |quote=1882 AD: Utkal Sabha under the secretary Gouri Sankar Ray formed. |accessdate=30 June 2012}}</ref>
ତାଙ୍କର ବଳିଷ୍ଟ ସମ୍ପାଦନାରେ [[ଉତ୍କଳ ଦୀପିକା]] [[ଓଡ଼ିଆ ଲୋକ|ଓଡ଼ିଆ]] ମାନଙ୍କ ସ୍ୱାର୍ଥରକ୍ଷା ପାଇଁ ସରକାରଙ୍କ ପାଖରେ ଦୃଢ଼ ଦାବି ଉପସ୍ଥାପିତ କରିବାରେ ଅଗ୍ରଣି ଭୂମିକା ଗ୍ରହଣ କରିଥିଲା
 
କଟକ ଟାଉନ୍‌ ହଲ ତାଙ୍କରି ଅବଦାନ [[ଓଡ଼ିଶା|ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ]] ଗଠନ ହେବା ପୂର୍ବରୁ ୧୯୧୭ ମସିହା ମାର୍ଚ୍ଚ ୫ ତାରିଖ ଦିନ ସେ ଇହଧାମ ତ୍ୟାଗ କରିଥିଲେ
 
==ଆଧାର==