"ଉଇକିପିଡ଼ିଆ:ଜାଣିବା କଥା" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
୧୧୫ କ ଧାଡ଼ି:
ହଁ । ଆପଣ ସବୁ ଉଇକି ପ୍ରୋଜେକ୍ଟରେ ଗୋଟିଏ ଲଗ ଇନ ନାମ ବ୍ୟବହାର କରି ପାରିବେ । ଏଥିପାଇଁ ଆପଣଙ୍କୁ ନିଜ ଲଗ ଇନ ନାମ ବା ଖାତାକୁ ବିଭିନ୍ନ ଉଇକି ପ୍ରୋଜେକ୍ଟ ପାଇଁ ଏକୀକରଣ କରିବାକୁ ପଡିବ । ଏ ବାବଦରେ ଆଧିକ ଜାଣିବା ପାଇଁ ଏହି ଲିଙ୍କ [[meta:SUL|help page on metawiki]] କୁ ଯାଆନ୍ତୁ ବା ସାହାଯ୍ୟ ପାଇଁ ଓଡ଼ିଆ ଉଇକି ଇ-ମେଲ '''[mailto:wikipedia-or@lists.wikimedia.org wikipedia-or@lists.wikimedia.org]''' କୁ ମେଲ କରନ୍ତୁ ।
== ଓଡ଼ିଆ ଉଇକିପିଡ଼ିଆ ପାଇଁ ଗୁଗଲ
ହଁ, ଓଡ଼ିଆ ଉଇକିପିଡ଼ିଆର ଏକ ମେଲ ତାଲିକା ଅଛି । ସେହି ମେଲ ତାଲିକାଟିରେ ନିଜ ନାମ ଲେଖାଇ ଆପଣ ବାକି ଉଇକିଆଳିଙ୍କ ସଙ୍ଗେ ଆଲୋଚନା କରିପାରିବେ । ମେଲ ତାଲିକାରେ ନାମ ଲେଖାଇବା ପାଇଁ [https://lists.wikimedia.org/mailman/listinfo/wikipedia-or ଏଠାକୁ] କୁ ଯାଆନ୍ତୁ ଆଉ ଆଲୋଚନା କରନ୍ତୁ ।
ଏକ ଫ୍ରିନୋଡ଼ ଇଣ୍ଟରନେଟ ରିଲେ ଚାଟ (IRC) ଓଡ଼ିଆ ଉଇକିପିଡ଼ିଆ ପାଇଁ ବି ଅଛି ଯେଉଁଥିରେ ଆପଣ ଅନଲାଇନରେ ଥିବା ପୃଥିବି ଯାକର ଓଡ଼ିଆ ଉଇକିଆଳିଙ୍କ ସାଙ୍ଗରେ ଆଲୋଚନା କରିପାରିବେ ।
*Server: irc.freenode.net (http://webchat.freenode.net/?channels=#wikipedia-or)
*Channel: #wikipedia-or
ଫେସବୁକ ଗ୍ରୁପରେ ମଧ୍ୟ ପଚାରି ପାରିବେ → [//fb.com/groups/OdiaWiki/ Odia Wkipedia] (http://facebook.com/groups/OdiaWiki/)
ଆହୁରି ଅଧିକ ଜାଣିବା ପାଇଁ [[ସାହାଯ୍ୟ:ବିଷୟବସ୍ତୁ|ସାହାଯ୍ୟ ପୃଷ୍ଠା]]ଟି ଦେଖନ୍ତୁ ।▼
▲ଆହୁରି ଅଧିକ ଜାଣିବା ପାଇଁ [[
ଆହୁରି କିଛି ପ୍ରଶ୍ନ ଥିଲେ '''[mailto:wikipedia-or@lists.wikimedia.org wikipedia-or@lists.wikimedia.org]''' ବା '''[mailto:odiawiki@gmail.com odiawiki@gmail.com]''' କୁ ମେଲ ପଠାନ୍ତୁ ।
|