"ଉଇକିପିଡ଼ିଆ:ଜାଣିବା କଥା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୧୧୦ କ ଧାଡ଼ି:
 
==ଉଇକିପିଡ଼ିଆରେ ଲେଖାଲେଖି ବା ବଦଳାଇବା ବିଷୟରେ କିଛି ପଚାରିବାକୁ ଥିଲେ କାହାକୁ ପଚାରିବି ?==
ଉଇକି ବିଷୟରେ ଥରକୁଥର ପଚରାଯାଇଥିବା ପ୍ରଶ୍ନ ଗୁଡିକ ଆପଣ ଓଡ଼ିଆ ଉଇକିପିଡ଼ିଆରେ ଏହି [[ସାହାଯ୍ୟWP:ବିଷୟବସ୍ତୁCS|ସାହାଯ୍ୟଚାଟ ସଭା]] ଫରଦରୁପୃଷ୍ଠାରୁ ପାଇ ପାରିବେ ଏବଂ ଆପଣଙ୍କ ପ୍ରଶ୍ନ ପଚାରି ପାରିବେ । ଆପଣ ଏ ବାବଦରେ ଯେକୌଣସି ସଚଳ ଓଡ଼ିଆ ଉଇକିପିଡ଼ିଆ ବ୍ୟବହାରକାରୀଙ୍କୁ ବି ପଚାରି ପାରିବେ । ତଥାପି ଯଦି ଆପଣଙ୍କ ଠିକ ଉତ୍ତର ନ ମିଳିଲା, ଆପଣ ଆମକୁ ଏହି ଠିକଣା '''[mailto:wikipedia-or@lists.wikimedia.org wikipedia-or@lists.wikimedia.org]''' ରେ ଇ-ମେଲ କରି ପାରନ୍ତି । ଆମେ ଏହି ଇ-ମେଲର ଯଥା ଶୀଘ୍ର ଉତ୍ତର ଦେବାକୁ ଚେଷ୍ଟା କରିବୁ ।
 
==ମୁଁ ଇଂରାଜୀ ଉଇକିରେ ଲଗ ଇନ ନାମ ତିଆରି କରି ସାରିଛି। ମୁଁ କଣ ସେହି ଏକା ଲଗ ଇନ ନାମ ଓଡ଼ିଆ ଉଇକି ପାଇଁ ବି ବ୍ୟବହାର କରି ପାରିବି ? ==