"ଉଇକିପିଡ଼ିଆ:ଜାଣିବା କଥା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୮୮ କ ଧାଡ଼ି:
 
==ଆମ ପାଖରେ ଇଂରାଜୀ ଉଇକିପିଡ଼ିଆ ଥିଲାବେଳେ ଓଡ଼ିଆରେ ଉଇକି ପ୍ରକଳ୍ପ ସବୁ କାହିଁକି ଦରକାର ? ==
ଉଇକିମିଡ଼ିଆ ସଁଘରସଙ୍ଘର (ଉଇକିପିଡ଼ିଆ ବି ଏହା ଭିତରେ ଅଛିଆସୁଛି) ମୂଳ ଲକ୍ଷ ଜ୍ଞାନକୁ ମାଗଣାରେ ଓ ସହଜରେ ଲୋକଙ୍କ ପାଖରେ ପହଞ୍ଚେଇବା, ଓଡ଼ିଆ ଉଇକିପିଡ଼ିଆ ଲୋପପାଉଥିବା ଓ ସାଧାରଣ ବ୍ୟବହାରରୁ କମିଯାଉଥିବା ଓଡ଼ିଆ ଭାଷାରେ ସେହି ଜ୍ଞାନକୁ କମ୍ପୁଟରକମ୍ପ୍ୟୁଟର ବ୍ୟବହାର କରିପାରୁଥିବା ଲୋକଙ୍କ ପାଖରେ ପହଞ୍ଚେଇବାପହଞ୍ଚାଇବା ପାଇଁ ତିଆରି କରାଯାଇଛି ।
 
ଏବେକାର ଯୁଗରେ ସ୍କୁଲ ପଢ଼ା ବେଶି ପିଲାଙ୍କୁପିଲାଙ୍କ ଉପରେ ବେଶି ନଜର ଦେଇ ତିଆରି କରାଯାଉଛି, ଜ୍ଞାନ ଏକାଠି କରିବା, ପଢ଼ା ବହିର ବାହାରେ ଚିନ୍ତା କରିବା ପାଇଁ ପିଲାଙ୍କୁ ତିଆରି କରାଯାଉଛି । ସ୍କୁଲରେ, ଘରେ ସବୁଠି ଇଣ୍ଟରନେଟର ବ୍ୟବହାର ହେଉଛି, ଆଉ ତା ଦେଇ ପିଲାମାନେ ଅନେକ ସୁଯୋଗର ସୁବିଧା ନେଇ ପାରିବେ, ଖାସ କରି ଉଇକିପିଡ଼ିଆ ଓଡ଼ିଆର ଲେଖା ସବୁରୁ ଢେରବହୁତ କଥା ଶିଖି ପାରିବେ । ଓଡ଼ିଆ ଉଇକିପିଡ଼ିଆ ନାନାଦି ବିଭାଗ: ଇତିହାସଠୁ ଆରମ୍ଭ କରି ଭୂଗୋଳ, ତାରାବିଜ୍ଞାନ, ସାହିତ୍ୟରେ ଅନେକ କଥା ଶିଖିପାରିବେ । ଦୁନିଆଯାକର ଜ୍ଞାନକୁ ଏକାଠି କରିବାର ଏହା ସବୁଠୁ ସୁବିଧା ଓ ସଳଖ ବାଟ । ନିଜେ ଜାଣନ୍ତୁ ଓ ବାକିମାନଙ୍କୁ ବି ଜଣାନ୍ତୁ ଆଉ ତା ସଙ୍ଗେ ଆମ ଭାଷାକୁ ଆଗକୁ ବଢ଼ାଇବାରେ ସାହାଯ୍ୟ କରନ୍ତୁ ।
 
==ମୁଁ ଉଇକିପିଡ଼ିଆରେ ଲେଖାର ତଥ୍ୟରେ ଥିବା ଭୁଲଭଟକା ସବୁ ଉପରେ ଲେଖିବା କଥା ଭାବୁଛି, ଉଇକିପିଡ଼ିଆର ପରିଛାମାନେ ଏହା ଉପରେ କିଛି କହିବେ କି ? ==