"ଆକାଶବାଣୀ କଟକ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
Hellohappy (ଆଲୋଚନା | ଅବଦାନ) ଟିକେNo edit summary |
ଟିକେ ବନାନ |
||
୧ କ ଧାଡ଼ି:
{{ଛୋଟ|AIRCuttack}}
'''ଆକାଶବାଣୀ କଟକ''' କେନ୍ଦ୍ର ୧୯୪୮ ଜାନୁଆରୀ ୨୮ତାରିଖରେ<ref>http://orissa.gov.in/e-magazine/orissaannualreference/ORA-2004/pdf/all_india_radio.pdf</ref> [[କଟକ]]ର
== ଇତିହାସ==
ଆକାଶବାଣୀ ର
== ବିବିଧ
'ବହୁଜନ ହିତାୟ ଓ ବହୁଜନ ସୁଖାୟ' ମନ୍ତ୍ରରେ ଅଭିମନ୍ତ୍ରିତ ଆକାଶବାଣୀ କଟକ କେନ୍ଦ୍ର ଓଡ଼ିଶାର ପ୍ରାଚୀନ ଐତିହ୍ୟ, ସଂସ୍କୃତି, ଶିକ୍ଷା, ସ୍ଵାସ୍ଥ୍ୟସୂଚନା, ସମ୍ବାଦ, ଭାଷା, ସାହିତ୍ୟ, କଳା,
ଆକାଶବାଣୀରେ, ଦିନର ଆରମ୍ଭ ହୁଏ 'ବନ୍ଦେ ମାତରମ୍' ଉଚ୍ଚାରଣରୁ । ଏହି
କୃଷିଭିତ୍ତିକ
ଆକାଶବାଣୀର ମନୋରଞ୍ଜନ
ଆକାଶବାଣୀରେ ସଙ୍ଗୀତ
ଅନ୍ୟାନ୍ୟ କାର୍ଯ୍ୟକ୍ରମ ଗୁଡିକ ମଧ୍ୟରେ, ପିଲାଙ୍କ ପାଇଁ 'ଶିଶୁ ସଂସାର','ଗାନ୍ଧୀ ଚର୍ଚା', ଯୁବଗୋଷ୍ଠିଙ୍କ ପାଇଁ 'ଯୁବବାଣୀ, ନାରୀମାନଙ୍କ ପାଇଁ 'ନାରୀମହଲ',ବୟସ୍କମାନଙ୍କ ପାଇଁ 'ମାନନୀୟେଷୁ', ସାହିତ୍ୟ ଭିତ୍ତିକ 'ସାହିତ୍ୟ ପତ୍ରିକା', ବିଜ୍ଞାନ ଭିତ୍ତିକ 'ବିଜ୍ଞାନ ପ୍ରଭା',କ୍ରିଡା,ଶିଳ୍ପ,ସାକ୍ଷାତକାର, ଚିଠିପତ୍ର, ଫୋନ ଇନ ଇତ୍ୟାଦି କାର୍ଯ୍ୟକ୍ରମ ଆକାଶବାଣୀର ଲୋକପ୍ରିୟତା ବୃଦ୍ଧିରେ ବିଶେଷ ସହାୟତା କରିଛନ୍ତି ।
ଓଡିଶାରେ ଆକାଶବାଣୀର ଲୋକପ୍ରିୟତା ଓ ପ୍ରୟୋଜନିତା, ଏହି ଛୋଟ କଥାଟିରୁ ସହଜରେ ଅନୁମେୟ କରାଯାଇପାରେ ଯେ, ଆଜି ବି ଅନେକ ଲୋକ ନିଜର ଘଣ୍ଟାକୁ ଆକାଶବାଣୀର ସମୟ ସହିତ ମେଳାଇ ନେଇ ସଜାଡି ରଖନ୍ତି ।<ref>୨୦୧୨ ଅକ୍ଟୋବର ମାସର କାଦମ୍ବିନୀରେ ପ୍ରକାଶିତ, ଜିତେନ୍ଦ୍ର କୁମାର ନାୟକଙ୍କ ଲିଖିତ ପ୍ରସଙ୍ଗ 'ଆଶାର ବାଣୀ ଆକାଶବାଣୀ"</ref>
==ଆଧାର==
{{ଆଧାର|2}}
|