"ଉଇକିପିଡ଼ିଆ:ଜାଣିବା କଥା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୪୦ କ ଧାଡ଼ି:
ଆପଣ କିଛି ବି ବିଷୟରେ ଉଇକିପିଡ଼ିଆରେ ଲେଖିପାରିବେ, ତେବେ ଲେଖାଟି ଜ୍ଞାନକୋଷ ଯୋଗ୍ୟ ହେବା ଦରକାର । ଲେଖାଗୁଡ଼ିକୁ ଜ୍ଞାନକୋଷ ଯୋଗ୍ୟ କରିବା ଲାଗି ଉଇକିପିଡ଼ିଆର କିଛି ନୀତି ନିୟମ ଅଛି ।
 
== ଉଇକିପିଡ଼ିଆରେ ମୁଁ ଲେଖିଥିବା ଲେଖାଟିକୁ କାଁହିକି ଅନେକେ ବଦଳାଉଛନ୍ତି, ଏମିତି କାହିଁକି ? ==
ଉଇକିପିଡ଼ିଆର ଲେଖା ସବୁ ଜଣେ ଲୋକର ନୁହେଁ । ଏହା ଏକ ମିଳିତ ପ୍ରକଳ୍ପ, ଆଉ କେହି ଜଣେ ଏହାର ମାଲିକାନା ରଖିପାରିବରଖିପାରିବେ ନାହିଁ । ଏହାର ନୂଆ ସଙ୍କଳନ/ଲେଖା ମିଶାଣ/ବଦଳ କରାଯାଇପାରିବ । ବ୍ୟବହାରକାରୀମାନଙ୍କ ଲେଖାର ବଦଳକୁ ନେଇ ଉପୁଜିଥିବା କିମ୍ବା ଉଇକିପିଡ଼ିଆର ଲେଖା ଭରସା ଯୋଗ୍ୟ ଜାଗାରୁ ନେବାର ଅସୁବିଧାକୁ ସୁଧାରିବା ପାଇଁ ଉଇକିପିଡ଼ିଆର ନିଜର ନୀତି ନିୟମ ଅଛି ।
 
== ଉଇକିପିଡ଼ିଆରେ କିଏ କିଏ ଭାଗ ନେଇ ପାରିବେ? ==