"ଉଇକିପିଡ଼ିଆ:ଜାଣିବା କଥା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଲେଉଟାଣି ହଟାଗଲା
୧୦ କ ଧାଡ଼ି:
[[File:Odia Wikipedia FAQ Booklet version 1.0.pdf|thumb|right|ଇକିପିଡ଼ିଆ ବାବଦରେ ଥରକୁଥର ପଚରାଯାଇଥିବା ପ୍ରଶ୍ନସବୁର ଉତ୍ତରର ପି.ଡି.ଏଫ]]
== ଉଇକିପିଡ଼ିଆ କ'ଣ? ==
ଉଇକିପିଡ଼ିଆ ଗୋଟିଏଏକ ଖୋଲା ଅନଲାଇନ ଜ୍ଞାନକୋଷ ଯାହାକିଯାହାକୁ ପୃଥିବିକୌଣସି ବି ବ୍ୟକ୍ତି ସମ୍ପାଦନା କରିପାରିବେ । ଏହା ଜଗତ ସାରାର ଲେଖକମାନଙ୍କ ଦ୍ଵାରା ଲେଖାଯାଇଅଛି । ଇଂରାଜୀ ଉଇକିପିଡ଼ିଆ ସବୁଠୁ ବଡ଼ ଉଇକିପିଡ଼ିଆ । ଏଥିରେ ୩୮ଲକ୍ଷରୁ୪୦ ଲକ୍ଷରୁ ଅଧିକ ଲେଖା ଅଛି । ୨୦ଟି<!--http://meta.wikimedia.org/wiki/India_Program/Indic_Languages, http://meta.wikimedia.org/wiki/Wikimedia_India#Wikipedia--> ଭାରତୀୟ ଭାଷାକୁ ମିଶାଇ ଉଇକିପିଡ଼ିଆର ପ୍ରକଳ୍ପ ସବୁ ୨୮୫ରୁ<!--http://meta.wikimedia.org/wiki/List_of_Wikipedias--> ବେଶିଅଧିକ ଭାଷାରେ ଅଛିଉପଲବ୍ଧ । ଉଇକିପିଡ଼ିଆର ସବୁ ଲେଖା ନାନା ଲେଖକଙ୍କ ଠାରୁ ସୁଧରାଯାଇଅଛି ।
 
ଉଇକିପିଡ଼ିଆର ସହ-ତିଆରିକାରସଂସ୍ଥାପକ ଜିମି ଉଏଲସ ଉଇକିପିଡ଼ିଆକୁଉଇକିପିଡ଼ିଆ ବାବଦରେ କହନ୍ତି କି, ଏହା "ଏକ ବହୁଭାଷୀ ଜ୍ଞାନକୋଷ ଯାହା ମାଗଣାରେ ପୃଥିବିରଜଗତର ଯେକୌଣସି ପାଠକକୁ ତା ନିଜ ଭାଷାରେ ଲେଖିବା ଓ ପଢ଼ିବାରେ ସାହାଯ୍ୟ କରେ" ବୋଲି କହନ୍ତିକରିଥାଏ
 
== ଉଇକି କଣ? ==