"ଆହମ୍ମଦୀୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ
ଇଂରାଜୀ ଠିକଣା
ଟିକେ
ଟିକେ (ଇଂରାଜୀ ଠିକଣା)
{{ଛୋଟ|Ahmadiyya}}
'''ଆହମ୍ମଦୀୟ ବା ଆହମ୍ମଦୀୟା'''({{lang-ar|أحمدية}};{{lang-ur|{{Nastaliq|احمدِیہ}}}}) ହେଉଛି ଏକ ଇସଲାମୀୟ ସମାଜ ସୁଧାର ଆନ୍ଦୋଳନ।ଆନ୍ଦୋଳନ ।<ref>{{cite web | url= http://ammanmessage.com/index.php?option=com_content&task=view&id=91&Itemid=74|title=The Amman Message}}</ref><ref>{{cite book|last=Valentine|first=Simon|title=Islam and the Ahmadiyya jamaʻat: history, belief, practice|year=2008|publisher=Columbia University Press|isbn=978-0-231-70094-8|url=http://books.google.co.uk/books?ei=aDJnT9SzMsWr8AOw54WpCA&id=Q78O1mjX2tMC&dq=Ahmadiyya+islamic&q=+islamic+reform#v=snippet&q=islamic%20reform&f=false|page=xv}}</ref><ref>{{cite book|last=Morgan|first=Diane|title=Essential Islam: a comprehensive guide to belief and practice|year=2009|publisher=Greenwood Press|isbn=978-0-313-36025-1|page=242}}</ref> ଯାହା [[ମୀର୍ଜା ଘୁଲାମ ଅହମ୍ମଦ]](୧୮୩୫-୧୯୦୮)ଙ୍କ ଜୀବନ ଓ ଶିକ୍ଷା ଉପରେ ଆଧାରିତ ହୋଇ ଉନବିଂଶ ଶତାବ୍ଦୀରେ ବ୍ରୀଟିଶ ଶାସନାଧିନ ଭାରତରେ ପ୍ରତିଷ୍ଠିତ ହୋଇଥିଲା ଯିଏକି ବିଭିନ୍ନ ପାଶ୍ଚାତ୍ୟ ଧର୍ମାଦିର ଭବିଷ୍ୟବାଣୀରେ ବର୍ଣ୍ଣିତ ଈଶ୍ୱରଙ୍କ ଶେଷନିଷ୍ପତ୍ତି ଦିନର ଅଗ୍ରଦୂତ ଓ ଇସଲାମ ଧର୍ମରେ ବର୍ଣ୍ଣିତ ଇସଲାମ ଧର୍ମର ବିଜୟ ଆଣିବାରେ ସିଦ୍ଧ ହୋଇଥିଲେ ବୋଲି ନିଜକୁ ଘୋଷଣା କରିଥିଲେ। ସେ ନିଜକୁ ଚତୁର୍ଦଶ ଶତାବ୍ଦୀର ମୁଜାଦିଦ (ଈଶ୍ୱରୀୟ ସଂସ୍କାରକ) ଓ ମୁସଲମାନଙ୍କର ପ୍ରତୀକ୍ଷିତ ମହଦି ଓ ପ୍ରତିଜ୍ଞାବଦ୍ଧ ମସିହାରୂପେ ଘୋଷଣା କରିଥିଲେ <ref>{{cite book | url=http://www.alislam.org/books/3in1/chap2/index.html | title=An Enemy a Disbeliever a Liar, Claims of Hadhrat Ahmad | publisher=Islam International Publications | author=Naeem Osman Memon | year=1994 |isbn=1-85372-552-8}}</ref><ref>{{cite book | url=http://www.alislam.org/books/truth/reflection.html | title=Truth about Ahmadiyyat, Reflection of all the Prohets |publisher=London Mosque | author=B.A Rafiq | year=1978 |isbn=0-85525-013-5}}</ref><ref>{{cite book | url=http://www.alislam.org/library/books/revelation/part_7_section_1.html | title=Revelation Rationality Knowledge and Truth, Future of Revelation|publisher=Islam International Publications | author=Mirza Tahir Ahmad | authorlink=Mirza Tahir Ahmad | year=1998 |isbn=1-85372-640-0}}</ref> ଆହମ୍ମଦୀୟ ଆନ୍ଦୋଳନର ଅନୁଗାମୀମାନେ ଆହମ୍ମଦୀ ବା ଅହମ୍ମଦୀ ମୁସଲମାନ ଭାବେ ପରିଚିତ। ଅନ୍ୟମତାବଲମ୍ବୀ ମୁସଲମାନମାନେ ଏହାଙ୍କୁ ବ୍ୟଙ୍ଗୋକ୍ତିରେ କାଦିଆନୀ (କାଦିୟାନ ସ୍ଥଳର) ମୁସଲମାନ ବୋଲି କହିଥାନ୍ତି। <ref>{{cite web |url= http://www.srujanika.org/dictionary.php?dictid=1&localopt=1&charno=40&spgno=411&epgno=446&spdfno=6192/ମହମ୍ମଦ|title=ମହମ୍ମଦ|work= ଶ୍ରୀ ଗୋପାଳ ପ୍ରହରାଜକୃତ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ |accessdate=2013-01-25 }}</ref>
 
 
୨୫,୪୬୫

ଗୋଟି ସମ୍ପାଦନା