"ସପ୍ତମୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Robot: Adding hi:सप्तमी
ଟିକେ ଅନ୍ୟ ଉଇକିପ୍ରସଙ୍ଗ ସହ ସଂଯୋଗ
୧ କ ଧାଡ଼ି:
{{ଛୋଟ|Saptami}}
{{See also|ତିଥି}}
ଚନ୍ଦ୍ରପକ୍ଷର ସପ୍ତମ ଦିବସ - ଚନ୍ଦ୍ରର ସପ୍ତମ କଳାର ହ୍ରାସ ବା ବୃଦ୍ଧିଜନିତ [[ତିଥି]] ୤ କୃଷ୍ଣପକ୍ଷର ସପ୍ତମୀକୁ କୃଷ୍ଣା ସପ୍ତମୀ ଓ ଶୁକ୍ଳପକ୍ଷର ସପ୍ତମୀକୁ ଶୁକ୍ଳା ସପ୍ତମୀ କୁହାଯାଇଥାଏ ୤
 
ଚନ୍ଦ୍ରପକ୍ଷର ସପ୍ତମ ଦିବସ - ଚନ୍ଦ୍ରର ସପ୍ତମ କଳାର ହ୍ରାସ ବା ବୃଦ୍ଧିଜନିତ [[ତିଥି]] କୃଷ୍ଣପକ୍ଷର ସପ୍ତମୀକୁ କୃଷ୍ଣା ସପ୍ତମୀ ଓ ଶୁକ୍ଳପକ୍ଷର ସପ୍ତମୀକୁ ଶୁକ୍ଳା ସପ୍ତମୀ କୁହାଯାଇଥାଏ
* ବିଜୟା ସପ୍ତମୀ: କୌଣସି ମାସର ଶୁକ୍ଳପକ୍ଷ ସପ୍ତମୀ ତିଥି [[ରବିବାର]]ରେ ପଡ଼ିଲେ ସେହିଦିନ ବିଜୟା ସପ୍ତମୀ ହୁଏ ୤
 
* [[ବୈଶାଖ]] ଶୁକ୍ଳ ସପ୍ତମୀ: ଜହ୍ନୂ ସପ୍ତମୀ: ଜାହ୍ନବୀ ବା ଗଙ୍ଗାଙ୍କ ପୂଜା ହୁଏ ୤
* ବିଜୟା ସପ୍ତମୀ: କୌଣସି ମାସର ଶୁକ୍ଳପକ୍ଷ ସପ୍ତମୀ ତିଥି [[ରବିବାର]]ରେ ପଡ଼ିଲେ ସେହିଦିନ ବିଜୟା ସପ୍ତମୀ ହୁଏ
* [[ବୈଶାଖ]] ଶୁକ୍ଳ ସପ୍ତମୀ: ଜହ୍ନୂ ସପ୍ତମୀ: ଜାହ୍ନବୀ ବା ଗଙ୍ଗାଙ୍କ ପୂଜା ହୁଏ
* ବୈଶାଖ ଶୁକ୍ଳା ସପ୍ତମୀ: ଶର୍କରା ସପ୍ତମୀ: ସ୍ଵବର୍ଣ୍ଣାଶ୍ଵ ପୂଜା
* [[ଭାଦ୍ରବ]] ଶୁକ୍ଳ ସପ୍ତମୀ:କୁକ୍କୁଟୀ ସପ୍ତମୀ ବା ଲଳିତା ସପ୍ତମୀ:
* [[ଆଶ୍ୱିନ]] ଶୁକ୍ଳ ସପ୍ତମୀ: ମହାସପ୍ତମୀ ବା ପୋଥିପୂଜା ସପ୍ତମୀ ବା ନବ ପତ୍ରିକ ସପ୍ତମୀ:
* [[ମାର୍ଗଶୀର]] ଶୁକ୍ଳ ସପ୍ତମୀ: ମିତ୍ର ସପ୍ତମୀ
* [[ମାଘ]] ସପ୍ତମୀ: ଆରୋଗ୍ୟ[[ରଥ ସପ୍ତମୀ]], ବା ମାକରୀଆରୋଗ୍ୟ ସପ୍ତମୀ ବା ରଥମାକରୀ ସପ୍ତମୀ ବା ଅରୁଣୋଦୟ ସପ୍ତମୀ ବା ଚନ୍ଦ୍ରଭାଗା ସପ୍ତମୀ ବା ମାଘୀ ସପ୍ତମୀ
* କଲ୍ୟାଣ ସପ୍ତମୀ
* ବିଶୋକ ସପ୍ତମୀ
୧୯ କ ଧାଡ଼ି:
{{ଆଧାର}}
{{ପକ୍ଷ}}
{{ମୁଣ୍ଡିଆ}}
<!-- ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
 
[[ଶ୍ରେଣୀ:ଜ୍ୟୋତିଷୀ]]
[[ଶ୍ରେଣୀ:ପକ୍ଷ]]
{{ଅଧାଗଢା}}
 
<!-- ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
[[en:Saptami]]
[[hi:सप्तमी]]
"https://or.wikipedia.org/wiki/ସପ୍ତମୀ"ରୁ ଅଣାଯାଇଅଛି