"ମାଘ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Robot: Interwiki standardization; ପ୍ରସାଧନ ବଦଳ
ଟିକେ ପର୍ବପର୍ବାଣୀ
୧ କ ଧାଡ଼ି:
{{ଛୋଟ|Magha}}
{{See also|ମାସ}}
 
* ମଘା ନକ୍ଷତ୍ର ଯୁକ୍ତ [[ପୂର୍ଣ୍ଣିମା]]ବିଶିଷ୍ଟ ଚାନ୍ଦ୍ରମାସ କୁ 'ମାଘ' ମାସ କୁହାଯାଏ ।
* ଏହାର ପୂର୍ବବର୍ତ୍ତୀ ମାସ [[ପୌଷ]] ଓ ପରବର୍ତ୍ତୀ ମାସ [[ଫାଲ୍‌ଗୁନ]] ।
* ଏହା ସୌର ମକରମାସ ସଙ୍ଗେ ସମାନ ।
* ଏହା ଶୀତଋତୁର ଶେଷ ମାସ ।
* ଏହି ମାସ [[ହିନ୍ଦୁ]]ମାନଙ୍କର ଗୋଟିଏ ଧର୍ମମାସ ।
 
ମଘା ନକ୍ଷତ୍ର ଯୁକ୍ତ [[ପୂର୍ଣ୍ଣିମା]]ବିଶିଷ୍ଟ [[ମାସ|ଚାନ୍ଦ୍ରମାସକୁ]] 'ମାଘ' ମାସ କୁହାଯାଏ । ଏହାର ପୂର୍ବବର୍ତ୍ତୀ ମାସ [[ପୌଷ]] ଓ ପରବର୍ତ୍ତୀ ମାସ [[ଫାଲ୍‌ଗୁନ]] । ଏହା ସୌର ମକରମାସ ସଙ୍ଗେ ସମାନ । ଏହା ଶୀତଋତୁର ଶେଷ ମାସ । ଏହି ମାସ [[ହିନ୍ଦୁ]]ମାନଙ୍କର ଗୋଟିଏ ଧର୍ମମାସ ।
==ପର୍ବପର୍ବାଣୀ==
* [[ପଞ୍ଚମୀ|ଶୁକ୍ଳପଞ୍ଚମୀ]] (ଶ୍ରୀପଞ୍ଚମୀ): [[ସରସ୍ଵତୀ ପୂଜା]]
* [[ସପ୍ତମୀ|ଶୁକ୍ଳସପ୍ତମୀ]]: [[ରଥ ସପ୍ତମୀ]]
* [[ପୂର୍ଣ୍ଣିମା]]: [[ଯୋରନ୍ଦା ମେଳା]]
==ଆଧାର==
{{ଆଧାର}}
 
{{ମାସ}}
{{ମୁଣ୍ଡିଆ}}
 
[[ଶ୍ରେଣୀ:ମାସ]]
 
{{ଅଧାଗଢା}}
[[af:Maagha]]
[[en:Magha (month)]]
"https://or.wikipedia.org/wiki/ମାଘ"ରୁ ଅଣାଯାଇଅଛି