"ବୀର ସୁରେନ୍ଦ୍ର ସାଏ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ ଇଂରାଜୀ ଠିକଣା, ବୟସ |
ଟିକେ ଆଧାର |
||
୧ କ ଧାଡ଼ି:
{{ଛୋଟ|Veer Surendra Sai}}
{{Infobox person
|
| name = ସୁରେନ୍ଦ୍ର ସାଏ
| image = Veer Surendra Sai.jpg
| caption =
Line ୭ ⟶ ୮:
| state = [[ଓଡ଼ିଶା]]
| Born =
| birthdate = {{Birth date|1809|01|23|df=y}}<ref>{{cite web |url= http://sambalpur.nic.in/ |title=Official Web Site Of Sambalpur District |first= |last= |work=sambalpur.nic.in |quote= Born on 23rd January, 1809 |accessdate=23 January 2013}}</ref>
| birth_place = [[ସମ୍ବଲପୁର]], [[ଓଡ଼ିଶା]], [[ଭାରତ]]
|death_date= {{Death date and age|1884|02|24|1809|01|23|df=y}}
Line ୧୩ ⟶ ୧୪:
| deathplace =
| party =
| children = ମିତ୍ରଭାନୁ
| residence =
| profession = [[ସ୍ୱାଧୀନତା ସଂଗ୍ରାମି]]
| religion = [[ହିନ୍ଦୁ]]
| spouse = ସୁବର୍ଣ୍ଣକୁମାରୀ
| website =
| Nationality = [[ଭାରତୀୟ]]
}}
'''ବୀର ସୁରେନ୍ଦ୍ର ସାଏ ''', [[ଭାରତ]]ର ଜଣେ ଅଗ୍ରଣି ସ୍ୱାଧୀନତା ସଂଗ୍ରାମି ଥିଲେ । ୧୮୫୭ ସିପାହୀ ବିଦ୍ରୋହର ୩୦ବର୍ଷ ପୂର୍ବରୁ ରାଜଗାଦିର ଉତ୍ତରାଧିକାରିତ୍ଵ ନେଇ ବ୍ରିଟିଶ ସରକାର ବିରୋଧରେ ‘ଉଲଗୁଲାନ’ (ଆନ୍ଦୋଳନ) ଆରମ୍ଭ କରିଥିଲେ
== ପ୍ରାରମ୍ଭିକ ଜୀବନ ==
୨୩ ଜାନୁଆରୀ ୧୮୦୯ ମସିହାରେ ଚୌହାନ ରାଜବଂଶର ଧରମ ସିଂହ ଓ ରେବତୀ ଦେବୀଙ୍କ ପୁତ୍ର ସୁରେନ୍ଦ୍ର ସାଏ ଜନ୍ମଗ୍ରହଣ କରିଥିଲେ ତାଙ୍କର ଥିଲେ ଆଉ ଛଅ ଭାଇ ଓ ଜଣେ ଭଉଣୀ
==ପରିବାର==
ଗାଙ୍ଗପୁରର ହାତିବାରୀ ଜମିଦାରଙ୍କ କନ୍ୟା ସୁବର୍ଣ୍ଣକୁମାରୀଙ୍କୁ ସୁରେନ୍ଦ୍ର ବିବାହ କରିଥିଲେ ତାଙ୍କ ପୁତ୍ରର ନାମ ମିତ୍ରଭାନୁ ।
==ଭାରତୀୟ ସ୍ଵାଧିନତା ଆନ୍ଦୋଳନରେ ଭୂମିକା==
ମରହଟ୍ଟାମାନଙ୍କ ହାତରେ ବନ୍ଦୀ ହୋଇଥିବା ସମ୍ବଲପୁର ରାଜା ଓ ତାଙ୍କ ପୁତ୍ର ମହାରାଜ ସାଏଙ୍କୁ ମୁକ୍ତ କରିବା ପାଇଁ ରାଣୀ ରତନ କୁମାରୀ ଇଂରେଜ ମାନଙ୍କ ସହାୟତା ଲୋଡ଼ିଥିଲେ ୧୮୦୪ ମସିହାରେ ଲେଫ୍ଟେନାଣ୍ଟ ବ୍ରାଉଟନ ମରହଟ୍ଟାମାନଙ୍କ କବଳରୁ ରାଜା ଓ ତାଙ୍କ ପିତାଙ୍କୁ ମୁକ୍ତ କରିଥିଲେ ମରହଟ୍ଟା ସାମ୍ରାଜ୍ୟର ପତ୍ତନ ପରେ ସମ୍ବଲପୁର ଏକପ୍ରକାର ଇଂରେଜମାନଙ୍କ ନିୟନ୍ତ୍ରଣକୁ
ସମ୍ବଲପୁର ରାଜା ମହାରାଜା ସାଏ ୧୮୨୭ରେ ମୃତ୍ୟୁବରଣ କରିବା ପରେ ତାଙ୍କର ପୁତ୍ର ସନ୍ତାନ ନ ଥିବାରୁ ଉତ୍ତରାଧିକାରୀ ନିୟମ ଅନୁସାରେ ସୁରେନ୍ଦ୍ର ସାଏ ରାଜା ହେବା କଥା
ଇଂରେଜଶାସନର ନିଷ୍ପତ୍ତି ବିରୋଧରେ ସୁରେନ୍ଦ୍ର ସାଏ ତାଙ୍କ ସମର୍ଥକ ମାନଙ୍କୁ ଧରି ସ୍ଵର ଉତ୍ତୋଳନ କରିବା ହେତୁ ୧୮୪୦ରେ [[ସମ୍ବଲପୁର]]ର ଦେହୁରୀପାଲିରେ ସୁରେନ୍ଦ୍ର, ତାଙ୍କ ଭାଇ ଉଦନ୍ତ ଓ କାକା ବଳରାମଙ୍କୁ ଇଂରେଜମାନେ ଗିରଫ
୧୮୪୯ ସେପ୍ଟେମ୍ବରରେ ବ୍ରିଟିଶ ଦ୍ଵାରା ଅବସ୍ଥାପିତ ରାଜା ନାରାୟଣ ସିଂହଙ୍କ ମୃତ୍ୟୁ ପରେ ମଧ୍ୟ ସୁରେନ୍ଦ୍ର ସାଏଙ୍କୁ ଇଂରେଜମାନେ ଗାଦିରୁ ବଞ୍ଚିତ କରିଥିଲେ
୧୮୫୭ର ସିପାହୀ ବିଦ୍ରୋହ ସମୟରେ ରାମଗଡ଼ରୁ ଆସିଥିବା ଯବାନ ମାନେ ‘ଛୋଟା ବର୍ଦ୍ଧମାନର ପଲଟନ’ ସହ ମିଶି ହଜାରିବାଗ ଜେଲ ଭାଙ୍ଗି ବନ୍ଦୀମାନଙ୍କୁ ମୁକ୍ତ କରିବାରୁ ଦୀର୍ଘ ୧୭ବର୍ଷ ପରେ ସୁରେନ୍ଦ୍ର ଓ ତାଙ୍କ ଭାଇ ଉଦନ୍ତ ସାଏ ମୁକ୍ତ ହୋଇଥିଲେ
ଇଂରେଜମାନଙ୍କୁ କଡ଼ା ଜବାବ ଦେବା ପାଇଁ ୭ ଅକ୍ଟୋବର ୧୮୫୭ରେ ୧୨ଶହ ଲୋକଙ୍କ ସହ ସମ୍ବଲପୁର ସହରରେ ପ୍ରବେଶ କରିଥିଲେ
୮ଜୁନ ୧୮୬୫ରେ ସୁରେନ୍ଦ୍ର ସାଏଙ୍କୁ ମଧ୍ୟ ପ୍ରଦେଶରର ରାୟପୁରସ୍ଥ ଅସୁରଗଡ଼ ଦୁର୍ଗରେ ବନ୍ଦୀ କରାଯାଇଥିଲା
==ଆଧାର==
୫୮ କ ଧାଡ଼ି:
{{DEFAULTSORT:Sai, Surendra}}
[[ଶ୍ରେଣୀ:୧୮୦୯ ଜନ୍ମ]]▼
[[ଶ୍ରେଣୀ:୧୮୮୪ ମୃତ୍ୟୁ]]▼
[[ଶ୍ରେଣୀ:ଭାରତର ସ୍ଵାଧୀନତା ସଂଗ୍ରାମୀ]]
[[ଶ୍ରେଣୀ:ଓଡ଼ିଶାର ଲୋକ]]
[[ଶ୍ରେଣୀ:ଭାରତୀୟ ନେତା]]
▲[[ଶ୍ରେଣୀ:୧୮୦୯ ଜନ୍ମ]]
▲[[ଶ୍ରେଣୀ:୧୮୮୪ ମୃତ୍ୟୁ]]
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
|