"ଶ୍ରୀରାମ ପଣ୍ଡା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଇଂରାଜୀ ଠିକଣା
୨୪ କ ଧାଡ଼ି:
'''ଶ୍ରୀରାମ ପଣ୍ଡା''' [[ନବରଙ୍ଗପୁର]], [[ଓଡ଼ିଶା]] ଠାରେ ୧୯୫୪ରେ ଜନ୍ମ ନେଇଥିଲେ । ସେ ୮୦ ଦଶକରେ [[ଓଡ଼ିଆ ସିନେମା ଜଗତ|ଓଡ଼ିଆ କଥାଚିତ୍ର]] ମାନଙ୍କରେ ଅଭିନୟ କରୁଥିଲେ । ସେତେବେଳେ ତାଙ୍କର କଥାଚିତ୍ରର ଚରିତ୍ରରେ କ୍ୟାଭେଣ୍ଡର ସିଗାରେଟର ମଡ଼େଲ ଭାବରେ ସିଗାରେଟ ଟାଣିବା ଅନେକଙ୍କୁ ସିଗାରେଟ ଟାଣିବା ପାଇଁ ଅନୁପ୍ରାଣିତ କରିଥିଲା, ସେ ତାହାପରେ ୧୯୯୨ରେ ଅଭିନୟ ଛାଡ଼ି [[ବିହାରା]] ଠାରେ ଶୃଙ୍ଗେରଠାରେ ଏକ ଆଶ୍ରମରେ "ସ୍ଵାମୀ ନିତ୍ୟ ଚୈତନ୍ୟ" ନାମରେ ସନ୍ଥ ଭାବେ ଜୀବନ କାଟୁଛନ୍ତି । ଓଡ଼ିଆ କଥାଚିତ୍ରର ବିଗତ ଦିନର ଅଭିନେତ୍ରୀ [[ତ୍ରିପୁରା ମିଶ୍ର]] ତାହାଙ୍କର ସ୍ତ୍ରୀ ଯେ ଅଧୁନା ଅଭିନୟ ଛାଡ଼ି ଜଣେ କଲେଜ ଶିକ୍ଷିକା ଭାବରେ କାମ କରୁଛନ୍ତି । ଶ୍ରୀରାମ ଓ ତ୍ରିପୁରାଙ୍କର ଦୁଇଟି ସନ୍ତାନ ଅଛନ୍ତି
 
==ଚଳଚ୍ଚିତ୍ରକଥାଚିତ୍ର ଜୀବନ==
[[୧୯୭୨ର ଓଡ଼ିଆ ସିନେମା|୧୯୭୨]] ମସିହାରେ [[ଧୀର ବିଶ୍ଵାଳ]]ଙ୍କ [[ଧରିତ୍ରୀ (ଓଡ଼ିଆ କଥାଚିତ୍ର)|ଧରିତ୍ରୀ]] କଥାଚିତ୍ରରୁ ଅଭିନେତା ଜୀବନ ଆରମ୍ଭ କରିଥିବା ଶ୍ରୀରାମ, ବର୍ତ୍ତମାନ ସୁଦ୍ଧା ୫୨ରୁ ଅଧିକ [[ଓଡ଼ିଆ ସିନେମା|ଓଡ଼ିଆ]] ଓ [[ବଙ୍ଗଳା ଭାଷା|ବଙ୍ଗଳା]] ଚଳଚ୍ଚିତ୍ରରେ ଅଭିନୟ କରିସାରିଛନ୍ତିକରିବା ସହ <ref>[http://www.odishanewstoday.com/entertainment/1144-shriram-panda-the-legend-of-odia-cinema.html Shriram Panda - The Legend of Odia Cinema]</ref> ୧୯୯୧ ମସିହରେ ଗୋଟିଏ କଥାଚିତ୍ର [[କୁରୁକ୍ଷେତ୍ର (କଥାଚିତ୍ର)|କୁରୁକ୍ଷେତ୍ରର]] ପ୍ରଯୋଜକ ତଥା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି ।<ref>[{{cite web |url= http://ollywoodarticles.timesofindia.wikidotindiatimes.com/actor:shriram2012-panda11-16/bhubaneswar/35155846_1_odia-film-buffs-honour ollywood.wikidot|title=Sriram Panda to receive Jaydev Award - Times Of India |first=Minati |last=Singha |work=indiatimes.com] |year=2012 |quote= has also produced and directed a film 'Kurukhetra' in 1991. |accessdate=21 January 2013}}</ref>
 
===ଅଭିନୀତ ଓଡ଼ିଆ କଥାଚିତ୍ର===