"ଶ୍ରୀରାମ ପଣ୍ଡା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ removed Category:ଓଲିଉଡ଼ using HotCat
ଟିକେ ଇଂରାଜୀ ଠିକଣା
୧ କ ଧାଡ଼ି:
{{ଛୋଟ|Sriram Panda}}
{{Infobox person
| bgcolour = silver
Line ୮ ⟶ ୯:
| birth_place = [[ନବରଙ୍ଗପୁର]], [[ଓଡ଼ିଶା]]
| yearsactive = ୧୯୭୩-୧୯୯୪
| occupation = [[ଅଭିନେତା]]
| spouse = [[ତ୍ରିପୁରା ମିଶ୍ର]]
| Children =
Line ୨୧ ⟶ ୨୨:
 
==ଜୀବନ ଓ ପରିବାର==
'''ଶ୍ରୀରାମ ପଣ୍ଡା''' [[ନବରଙ୍ଗପୁର]], [[ଓଡ଼ିଶା]] ଠାରେ ୧୯୫୪ରେ ଜନ୍ମ ନେଇଥିଲେ । ସେ ୮୦ ଦଶକରେ [[ଓଡ଼ିଆ ସିନେମା ଜଗତ|ଓଡ଼ିଆ କଥାଚିତ୍ର]] ମାନଙ୍କରେ ଅଭିନୟ କରୁଥିଲେ । ସେତେବେଳେ ତାଙ୍କର କଥାଚିତ୍ରର ଚରିତ୍ରରେ କ୍ୟାଭେଣ୍ଡର ସିଗାରେଟର ମଡ଼େଲ ଭାବରେ ସିଗାରେଟ ଟାଣିବା ଅନେକଙ୍କୁ ସିଗାରେଟ ଟାଣିବା ପାଇଁ ଅନୁପ୍ରାଣିତ କରିଥିଲା, ସେ ତାହାପରେ ୧୯୯୨ରେ ଅଭିନୟ ଛାଡ଼ି [[ବିହାରା]] ଠାରେ ଶୃଙ୍ଗେରଠାରେ ଏକ ଆଶ୍ରମରେ "ସ୍ଵାମୀ ନିତ୍ୟ ଚୈତନ୍ୟ" ନାମରେ ସନ୍ଥ ଭାବେ ଜୀବନ କାଟୁଛନ୍ତି । ଓଡ଼ିଆ କଥାଚିତ୍ରର ବିଗତ ଦିନର ଅଭିନେତ୍ରୀ [[ତ୍ରିପୁରା ମିଶ୍ର]] ତାହାଙ୍କର ସ୍ତ୍ରୀ ଯେ ଅଧୁନା ଅଭିନୟ ଛାଡ଼ି ଜଣେ କଲେଜ ଶିକ୍ଷିକା ଭାବରେ କାମ କରୁଛନ୍ତି । ଶ୍ରୀରାମ ଓ ତ୍ରିପୁରାଙ୍କର ଦୁଇଟି ସନ୍ତାନ ଅଛନ୍ତି </ref name=hindu>
 
==ଚଳଚ୍ଚିତ୍ର ଜୀବନ==
Line ୮୯ ⟶ ୯୦:
[[ଶ୍ରେଣୀ:ବୃତ୍ତି ଅନୁସାରେ ଓଡ଼ିଆ ଲୋକ]]
[[ଶ୍ରେଣୀ:ଓଡ଼ିଆ ସିନେମା ଜଗତ]]
 
[[ଶ୍ରେଣୀ:ଓଡ଼ିଆ କଥାଚିତ୍ର ଅଭିନେତା]]